‘ମୋ ବୋହୂ ମୋତେ ଛାଡ଼ିକି ଯିବନି କେବେ, ମୁଁ ତା’ର ଶାଶୁ ନୁହଁ ମା, ପୁଅ ଜେଲ୍ ଗଲା ବୋଲି କଣ ମୁଁ ତାକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୋହୁ ମୋତେ ଛାଡିକି ଜୀବନି । କାରଣ ମୁଁ ତା’ ର ଶାଶୁ ନୁହେଁ ମୁଁ ତାକୁ ଝିଅ ଭଳି ସବୁବେଳେ ଦେଖେ । ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କୁ ୫୦, ୦୦୦ ଟଙ୍କାର ବାଉନସ ଚେକ ଦେଇ ବିବାଦ ଘେରରେ ରହିଥିବା ପ୍ରଯୋଜକ ସୁତାଂଶୁଙ୍କ ମା’ ଙ୍କର କିଛି ଏପରି ମନ୍ତବ୍ୟ ରହିଛି । ତେବେ ନିଜକୁ ବଡ ଫିଲ୍ମ ପ୍ରଯୋଜକ କହି ଲୋକଙ୍କୁ ଠକୁଥିବାର ସାଂଘାତିକ ଅଭିଯୋଗ ସୁତାଂଶୁଙ୍କ ନାମରେ ଆସିଛି ।

ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଖରାପ ସମୟରେ ତନିଉ ୫୦, ୦୦୦ ଟଙ୍କାର ବାଉନସ ଚେକ ଦେଇ ଲୋକଙ୍କର ଉତ୍ତେଜନାର ଶିକାର ହୋଇଛନ୍ତି ଠକ ପ୍ରଡ୍ୟୁସର । ତେବେ ସୁତାଂଶୁଙ୍କ ମା’ ଙ୍କ କହିବା ଅନୁଯାଇ ମୋ ପୁଅର ମୁଣ୍ଡ ଖରାପ । ହେଲେ ସେ କିଛି ଖରାପ ଲୋକଙ୍କ ସହ ମିଶି ନିଶାପାଣି କରି ଆହୁରି ଖରାପ ହୋଇଯାଉଛି । ମୋ କଥା ଜମାରୁ ମଧ୍ୟ ଶୁଣୁନାହିଁ । ଏଠି ସେଠି ଧାର କରଜ କରି ବୁଡି ରହୁଛି ।

ତେଣୁ ଗୁଡାଏ ମିଛ କଥା କହିକି ଫସିକି ରହିଛି । ତେଣୁ ମୋ ପୁଅକୁ ଥାନା ବାଲା ମାନେ ବାନ୍ଧିକି ନେଇଯାଇଛନ୍ତି । ହେଲେ ପୁଅର ବୋହୁକୁ ଶାଶୁ ନିଜ ଝିଅ ଭଳି କରି ଘରେ ରଖିଛନ୍ତି । ତେବେ ସୁତାଂଶୁଙ୍କ ମା’ ଙ୍କ କହିବା ଅନୁଯାଇ ମୋ ପୁଅ ଯୁଆଡେ ଯିବା କଥା ଯାଉ । ମୋର ସୁନ୍ଦୁରିଆ ବୋହୁତା ମୁଁ ତାକୁ ମୋ ପୁଅ ସହ ବାହା କରେଇଥିଲି । ତାକୁ ପାଠ ପଢାଇ ଚାକିରି କରିକି ମୋ ପାଖରେ ରଖିବୀ  । ମୋ ପୁଅ ସୁତାଂଶୁ ଭଲପିଲା ।

ହେଲେ ତା’ ସାଙ୍ଗ ମାନେ ଯାହା ସହିତ ସେ ବସୁଛି ଉଠୁଛି । ସେମାନେ ତାକୁ ଗୁଣୀ ଗାରେଡି କରି ଏପରି କରି ଦେଉଛନ୍ତି । ମୁଁ ଆଉ ମା’ ହେଇକି କଣ କରିପାରିବି । ସେ ତ ଆମ ମାନଙ୍କ କଥା ଜମାରୁ କିଛି ବି ଶୁଣୁ ନାହିଁ । ଖାଲି ବିପଦ ପଡିଲେ ମୋ ପାଖକୁ ଧାଇଁ ଆସୁଛି । ସେ ଯାହା କରିଥିବ । ତାକୁ ସବୁ କ୍ୟାମେରା ବାଲା ହିଁ ଠିକ ଭାବରେ ଜାଣି ତାକୁ ଭଲ ବାଟକୁ ଫେରାଇ ଆଣିବେ ।

ତେବେ ପାଖରେ ଟଙ୍କା ନଥାଇ ନିଜକୁ ବଡ ପ୍ରଡ୍ୟୁସର କହିକି ଅନ୍ୟକୁ ଠକିବା କେତେ ଦୂର ଠିକ କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *