Interesting Odia Gk- ତାହା କେଉଁ ଜିନିଷ ଯାହାକୁ ପୁଅମାନେ ପିନ୍ଧନ୍ତି ବି ଖାଆନ୍ତି ବି ? ଜିନିୟସ ଯିଏ ଉତ୍ତର ଦିଅନ୍ତୁ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ପାଇଁ ୧୦ ଟି ମଜାଦାର ଢଗ ନେଇ ଆସିଛୁ । ତେବେ ଏହି ଢଗ ତଥା ପ୍ରଶ୍ନ ଉତ୍ତର ସମ୍ବନ୍ଧ ବିବରଣୀ ଆପଣ ମାନଙ୍କ ନିମନ୍ତେ ଅତ୍ୟନ୍ତ ଲାଭକାରୀ ଅଟେ । ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଏହା ସର୍ବୋତ୍ତମ ଅଟେ । କାରଣ ସାଧାରଣ ଜ୍ଞାନ ରହିବା ନିହାତି ଆବଶ୍ୟକ । ଏହା ଭବିଷ୍ୟତରେ କେତେବେଳେ କେଉଁ କ୍ଷେତ୍ରରେ ଯେ କାମରେ ଆସିଯିବ ତାହା କହିବା ଅସମ୍ଭବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ଏଭଳି କେଉଁ ଜିନିଷ ଅଛି ଯାହା ଗରମ କରିବା ପରେ ଜମିଯାଇଥାଏ ?

ଉତ୍ତର;- ଅଣ୍ଡା । କାରଣ ଅଣ୍ଡା କୁ ଫୁଟାଇଲେ ଅଥବା ଆମଲେଟ କରିବା ଦ୍ଵାରା ତାହା ଜମିଯାଇଥାଏ ।

୨;- ତାହା କିଏ ଯେ କି ଯେତେ ବୁଢା ହୋଇଗଲେ ମଧ୍ୟ ସେ ଜବାନ ରହିଥାଏ ।

ଉତ୍ତର;- ସୈନିକ ଅର୍ଥାତ ଦେଶର ଯବାନ । କାରଣ ସୈନିକ କେତେ ମଧ୍ୟ ବୁଢା ହୋଇଯାଉ ତାହାକୁ ଆମ୍ଭେ ଯବାନ ହିଁ କହିଥାଊ ।

୩;- ତାହା କଣ ଅଟେ ଯାହାକୁ ଆପଣ କାଟିଥାନ୍ତି ମାତ୍ର କେବେ ତାହାକୁ ଖଣ୍ଡ ଖଣ୍ଡ କରିନଥାନ୍ତି ?

ଉତ୍ତର;- ସମୟ । କାରଣ ସମୟ ଆମ୍ଭେ କାଟିଥାଉ ମାତ୍ର ତାହାକୁ ଖଣ୍ଡ ଖଣ୍ଡ କରି ନଥାଉ ।

୪;- ତାହା କେଉଁ ଜିନିଷ ଅଛି ଯାହାକି କୌଣସି ଲାଇଟ ତଥା ସିଲ ର ପ୍ରୟୋଗ ନ କରି ମଧ୍ୟ ସବୁବେଳେ ଜଳୁଥାଏ ତଥା ବୁଝୁଥାଏ ?

ଉତ୍ତର;- ଜୁଳୁଜୁଳିଆ ପୋକ ।

୫;- ତାହା କେଉଁ ଜିନିଷ ଅଛି ଯାହାକୁ ପୁଅମାନେ ପିନ୍ଧିଥାନ୍ତି ଏବଂ କେବେକେବେ ତାହାକୁ ଖାଇଥାନ୍ତି ମଧ୍ୟ ?

ଉତ୍ତର;- ଜୋତା ଅଥବା ଚପଲ ।

୬;- କେଉଁ ଫଳ ଅଛି ଯାହାକୁ ଆମ୍ଭେ କେବେ କିଣି ପାରିବା ନାହିଁ ?

ଉତ୍ତର;- ପରିଶ୍ରମର ଫଳ ।

୭;- ତାହା କେଉଁ ନାମ ଅଛି ଯାହାକୁ ସିଧା ଲେଖିବା ଦ୍ଵାରା ଝିଅର ନାମ ଏବଂ ଓଲଟା ଲେଖିବା ଦ୍ଵାରା ଚଳଚିତ୍ର ର ନାମ ବନିଥାଏ ?

ଉତ୍ତର;- ମଧୁ/ଧୂମ ।

୮;- କେଉଁ ଫ୍ରି ଜିନିଷ କୁ ପୁଅମାନେ କେବେ ମଧ୍ୟ ପିନ୍ଧି ନଥାନ୍ତି ?

ଉତ୍ତର;- stayfree ।

୯;- ଯେଉଁଥିରେ କାଠ ଆଦୌ ନଥାଏ ?

ଉତ୍ତର;- କଦଳୀ ଗଛ ।

୧୦;- ତାହା କେଉଁ କଳା ଏବଂ ଲମ୍ବା ଜିନିଷ ଅଛି ଯାହାକୁ ଝିଅ ମାନେ ବହୁତ ପସନ୍ଦ କରିଥାନ୍ତି ?

ଉତ୍ତର;- ମୁଣ୍ଡର କେଶ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *