Interesting Odia Gk- ତାହା କେଉଁ ଜିନିଷ ଯାହାକୁ ଗରିବ ମାନେ ଫିଙ୍ଗି ଦିଅନ୍ତି ହେଲେ ଧନୀ ଲୋକମାନେ ସାଇତି ରଖନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ବିବରଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ନିମନ୍ତେ ବହୁତ କାର୍ଯ୍ୟକାରୀ ସାବ୍ୟସ୍ଥ ହେବ । ଛାତ୍ରଛାତ୍ରୀ ମାନେ ଏହାଦ୍ଵାରା ବହୁତ ଉପକୃତ ହେବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- ତାହା କେଉଁ ପ୍ରାଣୀ ଅଟେ ଯିଏ ନର ରୁ ମାଦା ହୋଇଯାଇଥାଏ ?

ଉତ୍ତର;- ଅକ୍ଟୋପସ ।

୨;- ବେଲୁନରେ କେଉଁ ଗ୍ୟାସ ଭରା ଯାଇଥାଏ ?

ଉତ୍ତର;- ହାଇଡ୍ରୋଜେନ ଗ୍ୟାସ ।

୩;- ବିଶ୍ଵର ସର୍ବ ପୁରାତନ ଖବର କାଗଜ କେଉଁଟି ଅଟେ ?

ଉତ୍ତର;- ସ୍ଵିଡେନ ଅଫିସିଆଲ ଜେନେରାଲ ।

୪;- ତାହା କେଉଁ ପକ୍ଷୀ ଅଟେ ଯିଏ ଗଛ ଦିଗକୁ ଉଡିଥାଏ ?

ଉତ୍ତର;- ଗୁଞ୍ଜନ ପକ୍ଷୀ ।

୫;- ପୃଥିବୀ ତୁଳନାରେ ସୂର୍ଯ୍ୟ କେତେ ଗୁଣ ବଡ ଅଟନ୍ତି ?

ଉତ୍ତର;- ୧୦୯ ଗୁଣ ବଡ ।

୬;- ତାହା କେଉଁ ମସିହା ଅଟେ ଯାହାକୁ ସିଧା ଲେଖିଲେ ଯାହା ହୋଇଥାଏ ଓଲଟା ଲେଖିଲେ ମଧ୍ୟ ସେଇଆ ହୋଇଥାଏ ?

ଉତ୍ତର;- ୧୯୬୧ ।

୭;- ତାହା କେଉଁ ଫୁଲ ଅଟେ ଯାହା କେବଳ ୧୨ ବର୍ଷ ରେ ଥରେ ମାତ୍ର ଫୁଟିଥାଏ ?

ଉତ୍ତର;- ନୀଳ କୁଞ୍ଜନ ।

୮;- ଏମିତି କେଉଁ ମସଲା ଯେଉଁଥିରେ ଗୋଟିଏ ସହରର ନାମ ଥାଏ ?

ଉତ୍ତର;- କାଶ୍ମିରୀ ଚିଲି ।

୯;- ସରଗରୁ ଆସିଲା ଟୋକାଟିଏ ତା’ ମୁଣ୍ଡରେ ଟୋପିଟିଏ ?

ଉତ୍ତର;- ତାଳ ।

୧୦;- ଡିସେମ୍ବର ମାସରେ ଉତ୍ତର ମେରୁରେ କେଉଁ ଋତୁ ହୋଇଥାଏ ?

ଉତ୍ତର;- ଶୀତଋତୁ ।

୧୧;- କେଉଁ ଲାଇଟ ଜଳେ ନାହିଁ ?

ଉତ୍ତର;- ସନଲାଇଟ ।

୧୨;- ଜନ୍ମ ହେବାର କେତେଦିନ ପରେ ଗୋଟିଏ ଶିଶୁ ହସିଥାଏ ?

ଉତ୍ତର;- ୧ ମାସ ପରେ ।

୧୩;- କେଉଁ ଜିନିଷ ଶୁଖିଲେ ୨ କେଜି ଆଉ ଓଦାରେ ୧ କେଜି ଏବଂ ଜଳିଲେ ୩ କେଜି ହୋଇଥାଏ ?

ଉତ୍ତର;- ସଲଫର ।

୧୪;- ଚଢେଇ ନୁହେଁ ସେ ଗଛର ଫଳ ପେଟ ଭରା ଥାଏ ପାଣି ଅଥଳ ?

ଉତ୍ତର;- ନଡିଆ ।

୧୫;- କେଁ କବାଟ କେଁ କବାଟ, ପୋଖରୀ ମଝିରେ କରୁଛି ନାଟ, ଚୂଳିଆ ଚଢେଇ ଧରିଛି ଟାଣି, ଶୁଖିଲା ଗଛରୁ ଗଡୁଛି ପାଣି ?

ଉତ୍ତର;- ଆଖୁ ପେଡାସାଳ ।

୧୬;- କଞ୍ଚାରେ ଚଟଣି, ପାଚିଲେ ଶଢା ଫୁଲରେ ବାସନା ବହୁତ କଡା ?

ଉତ୍ତର;- ଆମ୍ବ ।

୧୭;- ତାହା କେଉଁ ଜିନିଷ ଗରିବ ମାନେ ଫିଙ୍ଗି ଦିଅନ୍ତି, ଧନୀ ଲୋକମାନେ ସାଇତି ରଖନ୍ତି, ତାହା କ’ଣ ?

ଉତ୍ତର;- ସିଙ୍ଘାଣି, କାରଣ ଗରିବ ଲୋକେ ହାତରେ ସଫା କରି ହାତ ଧୂଅନ୍ତି । ଏବଂ ଧନୀ ଲୋକ ରୁମାଲରେ ସଫା କରି ସାଇତି ରଖିଥାନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *