Interesting Odia Gk- କେଉଁ ଜିନିଷ ଶୁଖିଲେ 2 କିଲୋ, ଓଦାରେ 1 କିଲୋ କିନ୍ତୁ ଜଳିଗଲେ 3 କିଲୋ ହୁଏ ? କୁହନ୍ତୁ ତାହା କଣ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେସ ଉତ୍ତମ ହେବ । କାରଣ ଅଧିକାଂଶ ଛାତ୍ରଛାତ୍ରୀ ଏ ସମ୍ବନ୍ଧରେ କିଛି ଜାଣିନଥାନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଭାରତର ୧୫ ତମ ରାଷ୍ଟ୍ରପତି କିଏ ?

ଉତ୍ତର;- ଦ୍ରୌପଦୀ ମୁର୍ମୁ ।

୨;- ୨ ୟ ମହିଳା ରାଷ୍ଟ୍ରପତି କିଏ ? ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିଲେ ?

ଉତ୍ତର;- ଦ୍ରୌପଦୀ ମୁର୍ମୁ ।

୩;- who has been appointed as MD of rattanIndia power ?

ଉତ୍ତର;- ବ୍ରିଜେସ ଗୁପ୍ତା ।

୪;- ଆମ ଦେଶରେ କାହାର ନିଷ୍ପତ୍ତି ସର୍ବମାନ୍ୟ ଅଟେ ?

ଉତ୍ତର;- ସୁପ୍ରିମକୋର୍ଟ ।

୫;- which state tops in smart city fund utilisation ?

ଉତ୍ତର;- ତାମିଲ ନାଡୁ ।

୬;- କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ ?

ଉତ୍ତର;- ଅଷ୍ଟ୍ରେଲିଆ ।

୭;- କେଉଁ ରୁଷି ମା’ ଗର୍ଭରୁ ବେଦପାଠ କରିଥିଲେ ?

ଉତ୍ତର;- ଅଷ୍ଟବକ୍ର ।

୮;- ଭାରତ ଓ ପାକିସ୍ଥାନ କେବେ ଅଲଗା ହୋଇଥିଲା ?

ଉତ୍ତର;- ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ।

୯;- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜିଲ୍ଲା ଅଛି ?

ଉତ୍ତର;- ଉତ୍ତର ପ୍ରଦେଶ ।

୧୦;- କିଷାନ ଦିବସ କେବେ ପାଳନ କରାଯାଏ ?

ଉତ୍ତର;- ୨୩ ଡିସେମ୍ବର ।

୧୧;- ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ ?

ଉତ୍ତର;- ୩୫ ବର୍ଷ ।

୧୨;- ଉପରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ ?

ଉତ୍ତର;- ୩୫ ବର୍ଷ ।

୧୩;- ବିଶ୍ବରେ କେଉଁ ଦେଶରେ ସର୍ବପ୍ରଥମେ 5G ନେଟୱର୍କ ଆରମ୍ଭ ହେଲା ?

ଉତ୍ତର;- ଦକ୍ଷିଣ କୋରିଆ ।

୧୪;- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?

ଉତ୍ତର;- ରାଜେନ୍ଦ୍ର ପ୍ରସାଦ ।

୧୫;- କେଉଁ ସହର କେବଳ ଗୋଟାଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉତ୍ତର;- ଆହ୍ଲାବାଦ ।

୧୬;- ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୁଲାମ ହୋଇନାହିଁ ?

ଉତ୍ତର;- ଗୋଆ ।

୧୭;- କେଉଁ ଦେଶ ପ୍ରଥମେ କାଗଜ ନୋଟ ବ୍ୟବହାର କଲା ?

ଉତ୍ତର;- ଚୀନ ।

୧୮;- “ମେରେ ୱତନ କେ ଲୋଗୋ” ଦେଶଭକ୍ତି ଗୀତ କିଏ ଲେଖିଥିଲେ ?

ଉତ୍ତର;- କବି ପ୍ରଦୀପ ।

୧୯;- କେଉଁ ରାଜା ନିଜ ଝିଅ କୁ ବିବାହ କରିଥିଲେ ?

ଉତ୍ତର;- ରାଜା ଅଗସ୍ଥ୍ୟ ।

୨୦;- କେଉଁ ଜିନିଷ ଶୁଖିଲେ ୨ କେଜି, ଅଡାରେ ୧ କେଜି, ଜାଲିଗଲେ ୩ କେଜି ?

ଉତ୍ତର;- ସଲଫର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *