ରାତିରେ କିନ୍ନରଙ୍କ OYO ପାଲଟୁଛି ଖଣ୍ଡଗିରି ବସ୍ ଟର୍ମିନସ ର ପୁରୁଣା ବସ, Bus ଭିତରର ଦୃଶ୍ୟ ଆପଣଙ୍କ ହୋସ ଉଡେଇ ଦେବ…

ଦର୍ଶକ ବନ୍ଧୁ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଖଣ୍ଡଗିରି ବସ ଟର୍ମିନାଲ ଦେଖିବାକୁ ମିଳିଛି ଯେଉଁଠି ତିନୋଟି ବସ ରହିଛି । ଆଉ ସେହି ବସ ଭିତରେ କଣ ଚାଲିଛି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବସ ତିନୋଟି ଏବେ ପରିତକ୍ତ ଅବସ୍ଥାରେ ପଡିଛି ଆଉ ସେହି ବସ ଗୁଡିକ ଏବେ ରଙ୍ଗଶାଳା ପାଲଟିଛି ।

ଏହି ବସ ଭିତରେ ଅନୈତିକ କାମ ଚାଲିଛି ଆଉ ରାତି ହେଲେ ବସ ପାଲଟି ଯାଉଛି ବେଡ ରୁମ୍ । ଗୋଟିଏ ନୁହେଁ ତିନି ତିନିଟି ଏସି ସ୍ଳିପର ବସରେ ସିଟ ଯେମିତି ପଡିଛି ସେହି ସିଟ ଭିତରେ ରାତି ହେଲେ କଣ ଚାଲିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରାତି ହେଲେ କିନ୍ନର ମାନେ ଏହି ଜାଗାକୁ ଆସି ଖରାପ କାମ କରୁଛନ୍ତି । ଆଉ ସୂଚନା ମୁତାବକ ଏବେ ପୁଅ ଝିଅ ମାନେ ବି ଏହି ବସକୁ ଆସି ଶାରୀରିକ ସମ୍ପର୍କ ରଖୁଛନ୍ତି ।

ରାତି ହେଲେ କିଛି କିନ୍ନର ମାନେ ଏହି ବସରେ ଦେହ ବ୍ୟବସାୟ କରୁଥିଲେ ହେଲେ ବର୍ତ୍ତମାନ କିଛି ପୁଅ ଝିଅ ଏଥିରେ ସମ୍ପୃକ୍ତ ହେଲେଣି । ବସ ଭିତରେ ଯାହା ଆପଣ ଦେଖୁଥିବେ ତାହା ଦେଖି ଜାଣି ପାରୁଥିବେ ଏହି ବସରେ କେତେ ମାତ୍ରାରେ ଅନୈତିକ କାମ ଚାଲିଛି । ରାଜଧାନୀରେ କିଭଳି ଭାବରେ ପେଟ୍ରୋଲିଂ ଚାଲିଛି ତାହା ଏଇଠୁ ସ୍ପର୍ଷ୍ଟ ଜଣା ପଡି ଯାଉଛି । ରାଜଧାନୀରେ ରାତି ହେଲେ କିନ୍ନରଙ୍କ ସହ ପୁଅ ଝିଅ ସମସ୍ତେ ଆସୁଛନ୍ତି ଏହି ଜାଗାକୁ ।

କିନ୍ନର ଆଉ ପୁଅ ଝିଅଙ୍କ ପାଇଁ ଏହି ତିନୋଟି ବସ OYO ରୁମ୍ ପାଲଟିଛି । ତେବେ ଏମାନଙ୍କୁ କେହି ବି ଅଟକାଉ ନାହାନ୍ତି କେହି ବିରୋଧ କରୁ ନାହାନ୍ତି ହେଲେ ଏହି ଘଟଣାକୁ ନେଇ ଏବେ ଅଭିଯୋଗ ହୋଇଛି । ତେବେ ବନ୍ଧୁଗଣ ଏବେ ଯୁଗ ଏମିତି ହେଲାଣି ଯେ, ଯୁବପିଢ ମାନେ ଯେଉଁଠି ପାରୁଛନ୍ତି ସେଇଠି ଅନୈତିକ ସମ୍ପର୍କ ରଖିବାକୁ ପଛାଉ ନାହାନ୍ତି ।

ସେମାନେ ଭୁଲି ଯାଉଛନ୍ତି ଯଦି ସେମାନେ ଶାରୀରିକ ସମ୍ପର୍କ ରଖିବା ବେଳେ କିଛି ଦୁର୍ବୁତ୍ତ ଆସିଯିବେ ତା ହେଲେ ସେହି ଯୁବତୀ ସହ କଣ ହେବ । କିନ୍ନର କଥା ତ ଅଲଗା ଆଜ୍ଞା କିନ୍ନର ମାନେ ଆଗରୁ ରାସ୍ତା କଡରେ ଦେହ ବେପାର କରୁଥିଲେ ହେଲେ ଏବେ ଏହି ବସରେ କରୁଛନ୍ତି । ତେଣୁ ବର୍ତ୍ତମାନ ଏହି ଖବରକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *