Interesting Gk Questions- ତାହା କେଉଁ ଜୀବ ଯିଏ ଓଲଟା ଚାଲିପାରେ ନାହିଁ ? 99 % ଲୋକଙ୍କୁ ଜଣା ନାହିଁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧. ତୋତା-ଏ-ହିନ୍ଦ କାହାକୁ କୁହାଯାଏ?
ଉତ୍ତର- ଅମୀର ଖୁସୃ

୨. କେଉଁ ଫଳ ଭିତରୁ ଖାଲି ହୋଇଥାଏ?
ଉତ୍ତର- ଅମୃତଭଣ୍ଡା

୩. ଗୋଲାପ ର ସହର କାହାକୁ କୁହାଯାଏ?
ଉତ୍ତର- ଚଣ୍ଡୀଗଡ଼

୪. ବିଲ୍ଡିଂ ମେସିନ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉତ୍ତର- ୟୁ.ଏସ.ଏ

୫. ଭୀମବେଟକା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ?
ଉତ୍ତର- ମଧ୍ୟପ୍ରଦେଶ

୬. କେଉଁ ଦେଶରେ ସବୁଠାରୁ ଅଧିକ ଚା’ ପିଅନ୍ତି?
ଉତ୍ତର- ତୁର୍କୀ

୭. ସବୁଠାରୁ ଅଧିକ ବିଦ୍ୟାଳୟ କେଉଁ ଦେଶରେ ଅବସ୍ଥିତ?
ଉତ୍ତର- ଭାରତ

୮. ଫେସବୁକ ର ପୁରୁଣା ନାମ କଣ ଅଟେ?
ଉତ୍ତର- ଫେସମାସ

୯. ଧଳା ହାତୀ କେଉଁ ଦେଶରେ ଦେଖିବାକୁ ମିଳିଥାଏ?
ଉତ୍ତର- ଥାଇଲାଣ୍ଡ

୧୦. ବିଶ୍ଵ ତମ୍ବାଖୁ ରୋଧକ ଦିବସ କେଉଁ ଦିନରେ ପାଳନ କରାଯାଏ?
ଉତ୍ତର- ୩୧ ମଇ

୧୧. କେଉଁ ପ୍ରାଣୀ ଓଲଟା ଚାଲି ପାରି ନଥାଏ?
ଉତ୍ତର- କଙ୍ଗାରୁ

୧୨. ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ଲୋକସଭା ସିଟ ରହିଛି?
ଉତ୍ତର- ଉତ୍ତରପ୍ରଦେଶ

୧୩. କେଉଁ ପ୍ରାଣୀ ର ଶରୀରରେ ମନୁଷ୍ୟ ଙ୍କ ରକ୍ତ ରହିଥାଏ?
ଉତ୍ତର- ମଶା

୧୪. କେଉଁ ପ୍ରାଣୀର ଦାନ୍ତ ସବୁବେଳେ ବଢ଼ିବାକୁ ଲାଗିଥାଏ?
ଉତ୍ତର- ଠେକୁଆ

୧୫. ଏଭଳି କେଉଁ ଜିନିଷ ରହିଛି ଯାହା ପୁରୁଷ ମାନେ ସବୁବେଳେ ପିନ୍ଧିଥାନ୍ତି ଏବଂ ମହିଳା ମାନେ ବର୍ଷକୁ ଥରେ ପିନ୍ଧିଥାନ୍ତି?
ଉତ୍ତର- ପଇତା

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *