ଦିନେ ବହୁତ ହଟ ଆଉ ବୋଲ୍ଡ ଦେଖା ଯାଉଥିଲେ “ଭାବୀଜୀ ଘର ପର ହୈ” ର ‘ଅମାଜୀ’, ଗୋଟିଏ ଦୁର୍ଘଟଣା ବଦଳାଇ ଦେଇଥିଲା ତାଙ୍କର ପୁରା ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ସିରିଏଲ ‘ଭାବି ଜି ଘର ପେ ହେ’ଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଛି ।

କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅମିଜିର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ । ‘ଭାବି ଜି ଘର ପେ ହେ’ ସିରିଏଲରେ ଅମିଜିର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ସୋମା ରାଥୋଡ । ସୋମା ବହୁତ ସମୟ ହେବ ଟିଭି ଇଣ୍ଡଷ୍ଟ୍ରି ସହ ଜଡିତ ହୋଇ ରହିଛନ୍ତି ।

ଏହି ସିରିଏଲରେ ସୋମା ବହୁତ ଭଲ ଭୂମିକା ପଦର୍ଶନ କରିଛନ୍ତି ଓ ଦର୍ଶକ ମାନଙ୍କୁ ମଧ୍ୟ ସୋମାଙ୍କ ଅଭିନୟ ବହୁତ ପସନ୍ଦ ଆସିଛି । ‘ଭାବି ଜି ଘର ପେ ହେ’ ସିରିଏଲଟି ୨୦୧୫ ମସିହାରେ ଆରମ୍ଭ ହୋଇଥିଲା । ଏହି ସିରିଏଲଟି ଦେଶର ସମସ୍ତ ଲୋକ ପସନ୍ଦ କରିଥିଲେ । ଏହି ସିରିଏଲରେ ସୋମାଙ୍କ ଶରୀର ମୋଟା ନଜର ଆସୁଛି  । ହେଲେ ତାଙ୍କର ଏହି ଲୁକ୍ କୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ।

କିନ୍ତୁ ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେବେ ସୋମା ବହୁତ ସ୍ଲିମ ଥିଲେ ଓ ବହୁତ ହଟ୍ ନଜର ଆସୁଥିଲେ । ହେଲେ କିଛି ରୋଗ ହେତୁ ତାଙ୍କ ଶରୀର ମୋଟା ହୋଇଯାଇଥିଲା । ଆଜି ସୋମା ନିଜ ଓଜନ ପାଇଁ ମଧ୍ୟ ବହୁତ ଚର୍ଚାରେ ରହୁଛନ୍ତି । ଯଦି ଆପଣ ସୋମାଙ୍କର କିଛି ପୁରୁଣା ଫଟୋ ଉପରେ ନଜର ଦେବେ ତା ହେଲେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ ଯେ ସୋମା ବର୍ତ୍ତମାନ ଏପରି ନଜର ଆସୁଛନ୍ତି ।

ଆମ ଫଟୋ ଦ୍ଵାରା ଆପଣ ମାନେ ସୋମାଙ୍କର ପୂର୍ବ ଚେହେରାକୁ ଦେଖିପାରୁଥିବେ । କିଛି ବର୍ଷ ପୂର୍ବରୁ ଅମିଜି ଅର୍ଥାତ ସୋମା ଠିକ ଏହିପରି ନଜର ଆସୁଥିଲେ । ୨୩ ବର୍ଷ ବୟସରେ ସୋମା ନିଜ ପ୍ରେମୀଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ବିବାହ ସଫଳ ହୋଇପାରି ନଥିଲା ଯାହାଫଳରେ ୧୦ ବର୍ଷ ପରେ ଏମାନଙ୍କର ତଲାକ ହୋଇଯାଇଥିଲା ।

ତଲାକ ହେବା ଦ୍ଵାରା ସୋମାଙ୍କୁ ବହୁତ ବଡ ଝଟକା ଲାଗିଥିଲା ଓ ସେ ଡିପ୍ରେସନର ଶିକାର ମଧ୍ୟ ହୋଇଯାଇଥିଲେ । ଏହି ମାନସିକ ପୀଡା ହେତୁ ସୋମାଙ୍କ ଓଜନ ବଢିଯାଇଥିଲା । ସେ ନିଜ ଜୀବନରେ ବହୁତ କଷ୍ଟ ସହିଛନ୍ତି । ହେଲେ ବର୍ତ୍ତମାନ ସେ ନିଜ ଜୀବନରେ ଏକ ବହୁତ ବଡ ସଫଳତା ପାଇଛନ୍ତି ଓ ତାଙ୍କୁ ଲୋକମାନେ ବହୁତ ଭଲ ପାଇବା ଦେଉଛନ୍ତି । ଯଦି ଆପଣ ମାନଙ୍କୁ ସୋମା ରାଥୋଡ ପସନ୍ଦ ଆସନ୍ତି ତେବେ ଆମକୁ କମେନ୍ଟ କରନ୍ତୁ ଓ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *