2 ଟି ପିଲା ହେବା ପରେ ନେଲେ ଡିଭୋର୍ସ, 40 ବର୍ଷ ବୟସରେ ବି ବଡ ବଡ ହିରୋଇନ ଙ୍କୁ ସୁନ୍ଦରତାରେ ଦିଅନ୍ତି ଟକ୍କର, ଫିଲ୍ମ ଷ୍ଟାଇଲ ରେ ଆରମ୍ଭ ହେଇଥିଲା ଲଭ ଷ୍ଟୋରି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ନିଜ ପ୍ରେମ ଓ ବିବାହ ପାଇଆନ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଫେମସ ଯୋଡି ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବଲିଉଡ ଅଭିନେତା ହ୍ରୀତିକ ରୋଷନ ଓ ତାଙ୍କ ପତ୍ନୀ ଶୁଜେନ ଖାନଙ୍କ ଯୋଡି ।ଆପଣ ମାନେ ସମସ୍ତେ ହ୍ରୀତିକ ରୋଷନଙ୍କର ବହୁତ ସୁପର ହିତ ଫିଲ୍ମ ଦେଖିଥିବେ । ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ହ୍ରୀତିକ ଓ ଶୁଜେନଙ୍କ ଲଭ ଷ୍ଟୋରି ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କର ଲଭ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗୋଟେ ସମୟରେ ପ୍ରଥମ ଥର ପାଇଁ ହ୍ରୀତିକ ଶୁଜେନଙ୍କୁ ଏକ ଟ୍ରାଫିକ ସିଗନାଲରେ ଦେଖି ଥିଲେ । ସେହି ସମୟରେ ହ୍ରୀତିକ ଶୁଜେନଙ୍କର ଦିବାନା ହୋଇଯାଇଥିଲେ ।

ବନ୍ଧୁଗଣ ହ୍ରୀତିକ ଓ ଶୁଜେନ ବହୁତ ସମୟ ହେବ ପରସ୍ପର ସହ ବନ୍ଧୁତା ରଖିଥିଲେ । ଏହାପରେ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରି ବିବାହ କରିଥିଲେ । ୨୦ ଡିସେମ୍ବର ୨୦୦୦ ମସିହାରେ ଏହି ଦୁଇଜଣ ପରସ୍ପର ସହ ବିବାହ କରିଥିଲେ । ହେଲେ ବିବାହର ୧୪ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ଏହି ଦୁଇଜଣଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ଓ ବର୍ତ୍ତମାନ ନିଜ ଛୁଆ ମାନଙ୍କ ପାଇଁ ଏମାନେ ପରସ୍ପର ସହ ମିଶି ରହୁଛନ୍ତି ।

ବନ୍ଧୁଗଣ ହ୍ରୀତିକ ଆମ ବଲିଉଡ ଇଣ୍ଡଷ୍ଟ୍ରିର ଏକ ହ୍ୟାଣ୍ଡସମ ଅଭିନେତା ହୋଇଥିବା ବେଳେ ଶୁଜେନ ମଧ୍ୟ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ବର୍ତ୍ତମାନ ଶୁଜେନଙ୍କୁ ୪୦ ବର୍ଷ ବୟସ ହୋଇସାରିଛି ହେଲେ ୪୦ ବର୍ଷ ହେବା ପରେ ମଧ୍ୟ ଶୁଜେନ ବହୁତ ସୁନ୍ଦର ଓ ଯବାନ ନଜର ଆସୁଛନ୍ତି । ଯେତେବେଳେ ହ୍ରୀତିକ ଓ ଶୁଜେନଙ୍କର ତଲାକ ହେଲା ସେତେବେଳେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କେହି ଲୋକ ବିଶ୍ଵାସ କରିନଥିଲେ ଯେ, ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଛି । ଏକ ଇଣ୍ଟର୍ବ୍ୟୁ ଦ୍ଵାରା ଶୁଜେନ ତାଙ୍କର ତଲାକ ବିଷୟରେ କହି କହିଥିଲେ, ‘ଆମେ ଆମ ଜୀବନରେ ଏମିତି ଏକ ପରିସ୍ଥିତିକୁ ଆସିଯାଇଥିଲୁ ଯେଉଁଥି ପାଇଁ ଆମେ ଦୁହେଁ ପରସ୍ପର ସହ ବୁଝାବଣା ହୋଇ ଅଲଗା ହେବାର ନିଷ୍ପତ୍ତି ନେଇଥିଲୁ’ । ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲେ ମଧ୍ୟ ଏମାନେ ପରସ୍ପର ସହ ମିଶି ରହୁଛନ୍ତି ଓ ଏମାନଙ୍କର ସମ୍ପର୍କ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ମଝବୁତ ଅଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *