Interesting Gk Questions- ସେଇଟା କଣ ଯାହାକୁ ଝିଅମାନେ ପ୍ରଥମ ଥର କଲେ ବହୁତ କଷ୍ଟ ହୋଇଥାଏ ?

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ ।

ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧

କେଉଁ ଜୀବ ଗୋଟିଏ ଦିନରେ ମାତ୍ର ୧୬ ମିନିଟ ଆରାମ କରିଥାଏ ?

ଉତ୍ତର- ପିମ୍ପୁଡି, ପିମ୍ପୁଡି ମାତ୍ର ୧୬ ମିନିଟ ଗୋଟିଏ ଦିନରେ ଆରାମ କରିଥାଏ ।

ପ୍ରଶ୍ନ-୨

କେଉଁ ଭିଟାମିନ ଅଭାବରୁ ମୁଣ୍ଡର ବାଳ ଧଳା ହୋଇ ଯାଇଥାଏ ?

ଉତ୍ତର- ଭିଟାମିନ B6 ଓ B12 ର ଅଭାବରୁ ମୁଣ୍ଡର ବାଳ ଧଳା ହୋଇଯାଏ ।

ପ୍ରଶ୍ନ-3

ଭାରତରେ କାହାର ଫଟୋ ସବୁ ଠାରୁ ଅଧିକ ଛପାଯାଏ ?

ଉତ୍ତର- ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତରେ ସବୁଠୁ ଅଧିକ ଛପାଯାଏ ।

ପ୍ରଶ୍ନ-4

ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧେ ?

ଉତ୍ତର- ବୋତଲ

ପ୍ରଶ୍ନ-5

କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୋଇଯାଏ ?

ଉତ୍ତର- ସାବୁନ, ଗାଧୋଇଲା ପରେ ସାବୁନ ପାଣିରେ ଭେଦି ଛୋଟ ହୋଇ ଯାଇଥାଏ ।

ପ୍ରଶ୍ନ-6

ଉପରୁ ପଡିଲା ବୁଢା ବ୍ରାହ୍ମଣ

ତା ଦେହ ସାରା ପଇତା ବଣ ?

ଉତ୍ତର – ମଶିଣା

ପ୍ରଶ୍ନ-7

କେଉଁ ପ୍ରାଣିର 5 ଟି ଆଖି ଅଛି ?

ଉତ୍ତର- ମହୁମାଛି ଯାହାର 5 ଟି ଆଖି ଅଛି ।

ପ୍ରଶ୍ନ-8

ଏମିତି କେଉଁ ପକ୍ଷୀ ଅଛି ଯିଏ ଯେଉଁ ବାଟେ ଖାଇଥାଏ ସେହି ବାଟେ ମଳତ୍ଯାଗ କରିଥାଏ ।

ଉତ୍ତର- ବାଦୁଡି

ପ୍ରଶ୍ନ-9

ସେଇଟା କଣ ଯାହାକୁ ଝିଅମାନେ ପ୍ରଥମ ଥର କଲେ ବହୁତ କଷ୍ଟ ହୋଇଥାଏ ?

ଉତ୍ତର- କାନ କିମ୍ବା ନାକ ଫୋଡିଲା ବେଳେ ଝିଅମାନଙ୍କୁ ବହୁତ କଷ୍ଟ ହୋଇଥାଏ ।

ପ୍ରଶ୍ନ-10

ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା ପକ୍ଷୀର ନାମ କଣ ?

ଉତ୍ତର – ବାଜ ପକ୍ଷୀ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *