ଆଜି ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ଆଜିର 22 କ୍ୟାରେଟ ଓ 24 କ୍ୟାରେଟ Gold Rate

ଲଗାତାର କଛି ଦିନ ଧରି ସୁନାର ଦାମରେ ଉତ୍ଥାନ ପତ୍ତନ ଲାଗି ରହିଛି । ସେପଟେ ଡଲାର ମୂଲ୍ୟ ବଢୁଥିବାରୁ ଓ କରୋନା ଟୀକା ଆସିବାର ସମ୍ଭାବନା ବଢୁଥିବାରୁ ଏପରି ହେଉଥିବାର କୁହାଯାଉଛି । ତେବେ କାରୋନା ସମୟରେ ସୁନାର ମୂଲ୍ୟ ସର୍ବାଧିକ ସ୍ତର ୫୬,୧୦୦ ଟଙ୍କାରେ ପହଞ୍ଚିଥିଲା । ଆପଣଙ୍କୁ କହି ଦେଉଛୁ କି ସୁନାର ଦାମ MCX ରେ ଓ ବିକ୍ରି ହେଉଥିବା ସୁନାରେ ବହୁତ ଅନ୍ତର ରହିଥାଏ । ତେବେ ଆସନ୍ତୁ ଏବେ ଜାଣିବା ଭୁବନେଶ୍ଵର ବଜାରରେ ଆଜି ସୁନାର ଦାମ କେତେ ରହିଛି ।

ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୩୦ ଟଙ୍କା ହ୍ରାସ ପାଇ ୪,୬୩୦ ଟଙ୍କାରେ ପହଞ୍ଚିଛି । ସେଇଠି ୨୨ କ୍ୟାରେଟ ସୁନା ସୁନା ୮ ଗ୍ରାମ ପ୍ରତି ୨୪୦ ଟଙ୍କା ହ୍ରାସ ପାଇ ୩୭,୦୪୦ ଟଙ୍କାରେ ପହଞ୍ଚିଛି ।

୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୩୦୦ ଟଙ୍କା ହ୍ରାସ ପାଇଁ ୪୬,୩୦୦ ଟଙ୍କାରେ ପହଞ୍ଚିଛି ଓ ୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୩୦୦୦ ଟଙ୍କା ହ୍ରାସ ପାଇ ୪,୬୩,୦୦୦ ଟଙ୍କାରେ ପହଞ୍ଚିଛି ।

୨୪ କ୍ୟାରେଟ ସୁନାର ଦାମ

ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୩୩ ଟଙ୍କା ହ୍ରାସ ପାଇ ୫,୦୫୦ ଟଙ୍କା ରେ ପହଞ୍ଚିଛି । ସେହିପରି ୨୪ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୨୬୪ ଟଙ୍କା ହ୍ରାସ ପାଇ ୪୦,୪୦୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା ହ୍ରାସ ପାଇ ୫୦,୫୦୦ ଟଙ୍କାରେ ପହଞ୍ଚିଛି ଓ ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା ୩୩୦୦ ଟଙ୍କା ହ୍ରାସ ପାଇ ୫,୦୫,୦୦୦ ଟଙ୍କାରେ ପହଞ୍ଚିଛି ।

ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୪୮,୩୦୦ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ଦାମ୍ ୪୯,୩୦୦ ଟଙ୍କା ରହିଛି । ତାହା ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି।

ସେହିପରି ଆନ୍ତର୍ଜାତିକ ବଜାରରେ ଆଉନ୍ସ ପିଛା ସୁନାର ଦାମ ୧୮୭୬ ଡଲାରକୁ ହ୍ରାସ ପାଇଛି ଯାହା ଗତ ଛଅ ମାସ ଭିତରେ ସର୍ବନିମ୍ନ ଦର ବୋଲି କୁହାଯାଉଛି। ତେବେ ଏହାର ମୁଖ୍ୟ କାରଣ ହେଉଛି ଡଲାର ର ମୂଲ୍ୟ ବଢିବାରେ ଲାଗିଛି ଓ ଅର୍ଥ ବ୍ୟବସ୍ଥା ଦୃଢ ହେବାରେ ଲାଗିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *