Interesting Odia Gk- ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ସାଧାରଣତଃ ଆପଣ ମାନେ ଏଭଳି ଅନେକ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଜାଣିଥିବେ, କିନ୍ତୁ ଏ ନେଇ ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ । ଯାହା ଆପଣଙ୍କ କାମରେ ଆସିପାରେ । ଏହି ପ୍ରଶ୍ନଉତ୍ତର ସମସ୍ତ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ସରକାରୀ ଚାକିରି ନିମନ୍ତେ ପ୍ରସ୍ତୁତ ହେଉଥିବା ମେଧାବୀ ଛାତ୍ରୀ ଙ୍କୁ ମଧ୍ୟ ସହାୟତା କରିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କେଉଁ ପଥର ପାଣିରେ ଭାସେ ?

ଉତ୍ତର;- ଫ୍ୟୁମିଙ୍ଗ ଷ୍ଟୋନ ।

୨;- ଇଂଲଣ୍ଡର କେଉଁ ରାଜା ଆଦୌ ଇଂରେଜୀ କହି ପାରୁନଥିଲେ ?

ଉତ୍ତର;- କିଙ୍ଗଜର୍ଜ ।

୩;- ବରଫ ନ ତରଳିବା ପାଇଁ କେଉଁ ଦ୍ରବ୍ଯର ବ୍ୟବହାର କରାଯାଏ ?

ଉତ୍ତର;- ଆମୋନିଆ ।

୪;- ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବୃକ୍ଷର ନାମ କଣ ?

ଉତ୍ତର;- ବାଉଁଶ ।

୫;- ପୃଥିବୀର ସବୁଠାରୁ ବିଷାକ୍ତ ସାପ କିଏ ଅଟେ ?

ଉତ୍ତର;- ପେନିସ୍ନୁଲର ଟାଇଗର ସ୍ନେକ ।

୬;- କେଉଁ ବ୍ଲଡ଼ ଗ୍ରୁପର ବ୍ୟକ୍ତି ଯେ କୌଣସି ଗୃପର ବ୍ଲଡ଼ ଗ୍ରହଣ କରିପାରିବେ ?

ଉତ୍ତର;- ଏ-ବି ଗୃପ ର ବ୍ୟକ୍ତି ।

୭;- ୧୫ ଅଗଷ୍ଟ ୧୯୪୭ ରେ ଅନ୍ୟ କେଉଁ ଦେଶ ସ୍ଵାଧୀନ ହୋଇଥିଲେ ?

ଉତ୍ତର;- ଦକ୍ଷିଣ କୋରିଆ ।

୮;- କିଏ ଭାରତୀୟ ଜାତୀୟ କଂଗ୍ରେସ ଗଠନ କରିଥିଲେ ?

ଉତ୍ତର;- ଆଲାନ ଆକ ଟାଭିଆନ ହ୍ୟୁମ ।

୯;- ସ୍ଵାମୀ ବିବେକାନନ୍ଦ ଙ୍କ ପ୍ରକୃତ ନାମ କଣ ଅଟେ ?

ଉତ୍ତର;- ନରେନ୍ଦ୍ରନାଥ ଦତ୍ତ ।

୧୦;- ଆନ୍ତର୍ଜାତିକ ସ୍ତରରେ କେଉଁ କ୍ୟାଲେଣ୍ଡରର ବ୍ୟବହାର କରାଯାଏ ?

ଉତ୍ତର;- ଗ୍ରେଗୋରିଆନ କ୍ୟାଲେଣ୍ଡର ।

୧୧;- ୧ ଟଙ୍କା ମୁଦ୍ରା ପ୍ରଥମେ କିଏ ପ୍ରଚଳନ କରିଥିଲେ ?

ଉତ୍ତର;- ସେରଶାହ ।

୧୨;- ରବୀନ୍ଦ୍ରନାଥ ଟାଗୋରଙ୍କୁ କେଉଁଥିପାଇଁ ନୋବେଲପୁରସ୍କାର ମିଳିଥିଲା ?

ଉତ୍ତର;- ଗୀତାଞ୍ଜଳି ପାଇଁ ।

୧୩;- ହିନ୍ଦୀ ଭାଷାରେ ପ୍ରଥମ ସମ୍ବାଦ ପତ୍ରର ନାମ କଣ ?

ଉତ୍ତର;- ଉଦାତ୍ତ ମାତ୍ତଣ୍ଡ ।

୧୪;- ଭାଗବତ ଗୀତାକୁ ଇଂରେଜୀ ଭାଷାରେ ପ୍ରଥମେ କିଏ ଅନୁବାଦ କରିଥିଲେ ?

ଉତ୍ତର;- ଚାର୍ଲ୍ସ ବିଲଙ୍କସ ।

୧୫;- ଭାରତର ଏକମାତ୍ର ନୌସେନା ସଂଗ୍ରହାଳୟ କେଉଁଠାରେ ଅବସ୍ଥିତି ?

ଉତ୍ତର;- ଗୋଆ ।

୧୬;- ପଦ୍ମଶ୍ରୀ ସମ୍ମାନ ପାଇଥିବା ଏକମାତ୍ର ଭାରତୀୟ କ୍ରିକେଟ ଅମ୍ପାୟାର ଙ୍କ ନାମ କଣ ?

ଉତ୍ତର;- ସ୍ୱରୂପ କିଶନ ।

୧୭;- ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?

ଉତ୍ତର;- ହାତଘଣ୍ଟା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି ଜାଣି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *