ଡ୍ୟାମ ଉପରକୁ ଝିଅଟିକୁ ଟେକିନେଇ 2 ରାକ୍ଷସ କରୁଥିଲେ ଏମିତି କାଣ୍ଡ, ହଠାତ ଦେବଦୂତ ସାଜି ପହଞ୍ଚିଲେ ଏହି ଯୁବକ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନିଜ ଲଭର ସହିତ ବୁଲିବା ପାଇଁ ଅଥବା ପରିବାର ସହିତ ବୁଲିବା ପାଇଁ ଏହି ଝିଅଟି ବାହାରକୁ ଯାଇଥିଲା । ମାତ୍ର ୬/୬ ଜଣ ଅମାନୁଷିକଙ୍କ କବଳରେ ପଡିଯାଇଥିଲେ ଝିଅଟି । ସେହି ୬ ଟି ସଇତାନ ଝିଅଟିକୁ ଧରି ତଳିତଳାନ୍ତ କରିଦେଲେ । ତାଙ୍କୁ ଟଣା ଓଟରା କରି ତାଙ୍କ ଡ୍ରେସ ମଧ୍ୟ ଚିରିଦେଲେ । ନଦୀ ପାଣିରେ ବୁଡାଇ ଉଠାଇ ତାଙ୍କୁ ଆକତା ମାକତା କରିଦେଲେ । ତାଙ୍କୁ ମାଡ ମାରି ଅତ୍ୟାଚାର ମଧ୍ୟ କରିଲେ ।

ଝିଅଟି ଛଟପଟ ହୋଇ ନେହୁରା ହୋଇଥିଲେ ମଧ୍ୟ ଏ ପଶୁ ରୂପୀ ମନୁଷ୍ୟ ଗୁଡାକ ଆଦୌ ସେହି ଝିଅଟିକୁ ଛାଡିଲେ ନାହିଁ । ପରିବାର ସହିତ ବସି ସେଲଫି ନେଉଥିବା ସମୟରେ ସେହି ଅଞ୍ଚଳର ୬ ଜଣ ଲୋକ ମିଶି ସେହି ପୁଅ ବାଇକର ପ୍ଲକ ଖୋଲିଦେଲେ ପୁଅ କୁ ମାଡ ମାରି ସେହି ଝିଅକୁ ବଳାତ୍କାର କରିବା ପାଇଁ ଆଗେଇ ଆସିଲେ ।

ବିରୋଧ କରିବାରୁ ତାଙ୍କୁ ମାରିଦେବାକୁ ବସିଥିଲେ । ମାତ୍ର ଆଉ ୧୫ ମିନିଟ ଡେରି ହୋଇଥିଲେ କଥା ସରିଯାଇଥାନ୍ତା । ସେହି ୬ ଜଣ ଲୋକ ଝିଅଟିକୁ କଲବଲ କରି ସଂପୂର୍ଣ୍ଣ ଭାବରେ ଦରମରା କରିସାରିଥିଲେ । ମାତ୍ର ଠିକ ସମୟରେ ବାଶୁଦେବ ନାମକ ଜଣେ ଯୁବକ ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲେ । ଏହି ଘଟଣା ଟି ଚୌଦୁଆର ଅଞ୍ଚଳର ବୋଲି ଅନୁମାନ କରାଯାଉଅଛି ।

ମାତ୍ର ଆପଣ ମାନେ କେବେ ମଧ୍ୟ ନିଜ ପ୍ରେମିକା ତଥା ଘରର ଝିଅ ଙ୍କୁ ନିଛାଟିଆ ଜାଗାକୁ ନେଇ ଜାଆନ୍ତୁ ନାହିଁ । ସବୁଆଡେ ବର୍ତ୍ତମାନ ପାପୀ ମଣିଷ ମାନେ ଘୁରି ବୁଲୁଛନ୍ତି । କେତେବେଳେ ମଧ୍ୟ ଆପଣ ସେମାନଙ୍କ ହାବୁଡରେ ପଡି ପାରନ୍ତି । ଏଣୁ ଆପଣ ନିଜର ସୁରକ୍ଷା ପ୍ରତି ସର୍ବପ୍ରଥମେ ଗୁରୁତ୍ଵ ଦିଅନ୍ତୁ ।

ଆଜିଭଳି ଆଧୁନିକ ଯୁଗରେ ମନୁଷ୍ୟ ଏଭଳି ଭାବରେ ନିଜର ଅମାନୁଷିକତା ଦେଖାଇବାରେ ଲାଗିଛି ତାହାର ସୀମା ନାହିଁ । ଘରର ଝିଅ ବୋହୁ ମାନଙ୍କୁ ଏହିଭଳି ମନୁଷ୍ୟ ଏକ ଅଲଗା ନଜରରେ ଦେଖିବାକୁ ଲାଗିଛି । ସାଧାରଣତଃ ପଶୁରୁପି ମନୁଷ୍ୟ ଏତେ ତଳକୁ ଖସିଯାଇଛି ଯେ ଏଭଳି କାଣ୍ଡ କରିବା ପୂର୍ବରୁ ଟିକିଏ ମାତ୍ର ଚିନ୍ତା କରୁନାହିଁ ।

ନିରୀହ ଯୁବତୀ ମାନେ ଏମିତି ଶିକାର ହୋଇ ନିଜର ସବୁକିଛି ହରାଇ ବସୁଛନ୍ତି । ତଥାପି ଆମ ରାଜ୍ୟ ତଥା ଦେଶର ଆଇନ ସେମାନଙ୍କର କିଛି କରି ପାରୁନାହିଁ । ଦୋଷୀ ଙ୍କୁ ନିର୍ଦୋଷରେ ଖଲାସ କରିବାକୁ ସେମାନେ ତିଳେ ମାତ୍ର ଅବହେଳା କରୁନାହାଁନ୍ତି । ତେବେ ଆପଣ ମାନେ ସାବଧାନ ରୁହନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *