Interesting Gk Questions – ତାହା କଣ ଅଟେ ଯାହା ଝିଅର ଆଗରେ ଥାଏ ଓ କୁକୁରର ପଛରେ ଥାଏ ?

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

ପ୍ରଶ୍ନ -୧- ଭୂରି କ୍ରାନ୍ତି କାହା ସହିତ ସମ୍ବନ୍ଧିତ ଅଟେ ?

ଉତ୍ତର – ଉର୍ବରକ ଉତ୍ପାଦନ

ପ୍ରଶ୍ନ -୨

କେଉଁ ପକ୍ଷୀ ବସା ବାନ୍ଧେ ନାହିଁ ?

ଉତ୍ତର – କୋଇଲି

ପ୍ରଶ୍ନ -୩

ବୁଢିଆଣୀ ର କେତୋଟି ଗୋଡ ଥାଏ ?

ଉତ୍ତର – ୮ ଟି

ପ୍ରଶ୍ନ -୪

ହାତୀ ଗୁମ୍ଫା କେଉଁଠି ଅଛି ?

ଉତ୍ତର – ଓଡିଶାରେ

ପ୍ରଶ୍ନ -୫

ବିଶ୍ବରେ ମିଠା ପାଣିର ସବୁଠୁ ବଡ ହ୍ରଦ କେଉଁଠି ଅଛି ?

ଉତ୍ତର – ଆମେରିକା

ପ୍ରଶ୍ନ -୬

ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?

ଉତ୍ତର – ଫିଜୀ

ପ୍ରଶ୍ନ -୭

ତାହା କଣ ଅଟେ ଯାହାକୁ ଆମେ ହାତ ଲଗାଇବା ବିନା ଅଟକାଇ ପାରିବା ?

ଉତ୍ତର – ନିଶ୍ଵାସ

ପ୍ରଶ୍ନ -୮

ପୃଥିବୀର ସବୁଠୁ ଶକ୍ତିଶାଳୀ ଜୀବ କିଏ ଅଟେ ?

ଉତ୍ତର – ବ୍ଲୁ ୱ୍ହେଲ

ପ୍ରଶ୍ନ -୯

ଭବିଷ୍ୟତର ଇନ୍ଧନ କାହାକୁ କୁହାଯାଏ ?

ଉତ୍ତର – ହାଇଡ୍ରୋଜେନ

ପ୍ରଶ୍ନ -୧୦

ଗୁପ୍ତ ବଂଶର ସଂସ୍ଥାପକ କିଏ ଥିଲେ ?

ଉତ୍ତର – ଶ୍ରୀ ଗୁପ୍ତ

ପ୍ରଶ୍ନ -୧୧

ସବୁଠୁ ଅଧିକ ଧନୀ ଲୋକ କେଉଁ ଦେଶରେ ଅଛନ୍ତି ?

ଉତ୍ତର – ଆମେରିକା

ପ୍ରଶ୍ନ -୧୨

ଶ୍ରୀ ନଗର ର ସ୍ଥାପନା କିଏ କରିଥିଲେ ?

ଉତ୍ତର – ଅଶୋକ

ପ୍ରଶ୍ନ -୧୩

କଳା ସୁନା କାହାକୁ କୁହାଯାଏ ?

ଉତ୍ତର – ଅଫିମ

ପ୍ରଶ୍ନ -୧୪

ଭାରତର ସବୁଠୁ ବଡ ଚା ଉତ୍ପାଦକ ରାଜ୍ୟ କଣ ଅଟେ ?

ଉତ୍ତର – ଆସାମ ରାଜ୍ୟ

ପ୍ରଶ୍ନ -୧୫

ଭାରତର ସବୁଠୁ ବଡ ସରକାରୀ ଚାକିରି କଣ ଅଟେ ?

ଉତ୍ତର – IAS

ପ୍ରଶ୍ନ -୧୬

ତାହା କଣ ଅଟେ ଯାହା ଝିଅର ଆଗରେ ଥାଏ ଓ କୁକୁରର ପଛରେ ଥାଏ ?

ଉତ୍ତର – G ଅକ୍ଷର (Girl, Dog)

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *