‘ମୋ ଭାଇ ର ସ୍ତ୍ରୀ ନା ରେ ବାହାର କରିବେ, ତା ସ୍ତ୍ରୀ ର ଯଦି ଇତିହାସ ଖୋଲିଦେବି ନା ସେ ବି ଜେଲ ଯିବ…’: ମିନତୀ ବହିଦାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯଦି ମୋ ଭାଇର ସ୍ତ୍ରୀର ଗୁମର ଇତିହାସ ଖୋଲିବି ସେ ମଧ୍ୟ ଜେଲ୍ ଜିବ । ତେବେ ମିନତୀ ବହିଦାରଙ୍କ ନିଜ ଭାଇଙ୍କ ଧର୍ମପତ୍ନୀ ମଧୁମିତା ସ୍ବରେନଙ୍କ ନାମରେ କିଛି କଡା ଏପରି ବୟାନ ରହିଥିଲା । ଯାହାକୁ କି ମିନତୀ ବହିଦାର ରୋକଠୋକ ଭାବରେ ଗଣ ମାଧ୍ୟମ  ନିକଟରେ କହିଥିଲେ । ତେବେ ପୂର୍ବତନ  କ୍ଯାବିନେଟ ପାହ୍ୟାର ସ୍ଵାସ୍ଥ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃ-ତ୍ୟୁ ମାମଲା ପରେ ମିନତୀ ବହିଦାରଙ୍କ ମୁହଁରୁ ନବ ଦାସଙ୍କ ବିରୁଦ୍ଧରେ ବହୁତ କିଛି କଟାକ୍ଷ ମନ୍ତବ୍ୟ ଶୁଣିବାକୁ ପାଇଥିଲୁ ।

ତେବେ ଯେଉଁ ସବୁ କଥା ପାଇଁ ମିନତୀ ବହିଦାର ବହୁ ଚର୍ଚାର ପରିସରକୁ ଆସିଯାଇଥିଲେ । ତେବେ ବର୍ତ୍ତମାନ ସମୟରେ ନିଜର ଭାଇଙ୍କର ଧର୍ମପତ୍ନୀଙ୍କ ବିରୁଦ୍ଧରେ ମଧ୍ୟ ଏପରି କିଛି କଟାକ୍ଷପୂର୍ଣ ନିଜସ୍ୱ ମନ୍ତବ୍ୟ ବାଢିଛନ୍ତି ମିନତୀ ବହିଦାର । ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ମୋ ଭାଇର ସ୍ତ୍ରୀ ର ମଧ୍ୟ ବହୁତ କିଛି ଗୁମର କଥା ରହିଛି । ସବୁ କିଛି ମୁଁ ଜାଣିଛି ।

ଯଦି ଏବେ ସବୁ କହିବି ତେବେ ନିଶ୍ଚୟ ସିଏ ବି ଜେଲ୍ କୁ ବନ୍ଧା ହୋଇକି ଯିବ । ମୋ ଭାଇର ଯେଉଁ ସବୁଦରକାରୀ କାଗଜ ପତ୍ର ରହିଥିଲା । ତାହାକୁ ସବୁ ପୋଡିପାଡି ଦେଇ ବସିଲା । ହେଲେ ତୋ ସ୍ଵାମୀକୁ କିଏ ମାରିଲା ସେହି ବିଷୟରେ କିଛି ଖୋଳଟାଡ କଲାନି । ସେ ଯଦି ମୋ ଭାଇର ମ-ରି-ବା ପରେ ମୁହଁ ଖୋଲି କିଛି କରିଥାନ୍ତା  । ମୁଁ ତା’ ପଛେ ପଛେ ଠିଆ ହୋଇଥାନ୍ତି । ପାର୍ଟନରସିପ ବିଜିନେସରୁ ଟଙ୍କା ନେଇଗଲା ।

ଚୁପ ହେଇକି ମୋ ଭାଇର ସ୍ତ୍ରୀ ବସିଲା । କିଛି କୁଆଡେ ମୁଣ୍ଡ ଖେଳାଇ ଲାଣି । ହେଲେ ମୋ ଭାଇର ସ୍ତ୍ରୀ ଯେତେବେଳେ ମୋ ଭାଇ ସହିତ ବାହା ହୋଇଚାଲିଆସିଲ । ସେତେବେଳେ ତା’ ପାଖରେ କିଛି ନଥିଲା । ଏଠି ଆସିଲା ପରେ ଆମେ ତାକୁ ପାଠ ପଢାଇ ଚାକିରି କରେଇଲୁ । ହେଲେ ତା’ ନାମରେ ଯେଉଁ ଗୁମର ରହିଛି ।

ଯଦି ସେଗୁଡିକ ଖୋଲିଦେବି ସେ ବି ଜେଲ ଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଇଚ୍ଛୁକ ଥିଲେ । ନିହାତି ଭାବରେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *