Dipali Das କହିଲେ ‘ମୋ ବାପା ଏ ଦୁନିଆରୁ ଚାଲିଗଲେ, ହେଲେ ଏଥିରେ ଆପଣ ମାନେ ରାଜନୀତି ରୁଟି ସେକନ୍ତୁ ନାହିଁ, ବାପା ଯିବା ପରେ ମୁଖ୍ୟମନ୍ତ୍ରୀ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ବାପାଙ୍କ ଯିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ମୋ ବାପା ବୋଲି ଭାବିଛି । ତେବେ ଗଣ ମାଧ୍ୟମ ନିକଟରେ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ କହିଛନ୍ତି । ତେବେ ଗଣ ମାଧ୍ୟମ ନିକଟରେ ଦୀପାଳି ଦାସ ନିଜ ବାପା ନବ କିଶୋର ଦାସଙ୍କ ମୃ- ତ୍ୟୁକୁ ନେଇ ଅତି ଶଙ୍ଖେପରେ କିଛି ପ୍ରତିକ୍ରିୟା ରଖିଥିଲେ । ତେବେ ଏଠାରେ ଦୀପାଳି ଦାସ ଏପରି କିଛି କହିଥିବାର ନଜର ଆସିଥିଲା ।

ଯେଉଁଠାରେ ଦୀପାଳି ଦାସ କହିଥିଲେ । ଯେ ମୋ ବାପା ନକିଶୋର ଦାସଙ୍କର ହଟାତ ଦେହାନ୍ତ ଘଟିଯାଇଛି । ତେଣୁ ଏଥିପାଇଁ ଆମ ପରିବାର ସଂପୂର୍ଣ୍ଣ ରୂପେ ଦୁଃଖିତ ଅଛୁ । ତେଣୁ ମୋ ବାପାଙ୍କ ଦେହାନ୍ତ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ପରିବାର ପ୍ରତି ଯେଉଁ ସଂବେଦନଶୀଳ ଭାବନା ରଖିଛନ୍ତି । ସେଥିପାଇଁ ମୋ ବାପାଙ୍କ ଦେହାନ୍ତ ପରେ ମୁଁ ତାଙ୍କୁ ମୋ ବାପା ବୋଲି ଭାବିଦେଇଛି ।

ତେବେ ଏହା ଛଡା ଝାରସୁଗୁଡା ତଥା ସଂପୂର୍ଣ୍ଣ ଓଡିଶାବାସୀ ମଧ୍ୟ ବାପାଙ୍କ ଜୀବ ପରେ ମୋ ସହିତ ତଥା ନବ କିଶୋର ଦାସଙ୍କ ପରିବାର ସହିତ ଅଛନ୍ତି । ତେଣୁ ତାଙ୍କ ମାନଙ୍କୁ ମୁଁ ହୃଦୟର ସହ ଧନ୍ୟବାଦ ଜଣାଉଛି । ତେବେ ବାପାଙ୍କ ହତୟଆ ମାମଲା ଜଣେ ଭଲ ଜଜ୍ ଙ୍କ ନେତୃତ୍ଵରେ ଛଡାଯାଇଛି । ତେବେ ଜଜ୍ ସାରଙ୍କ ସହିତ କ୍ରାଇମ ବ୍ରାଞ୍ଚ ଟିମ ମଧ୍ୟ ହତୟଆ ଉପରେ ତଦନ୍ତ କରି ଚାଲିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ବାପାଙ୍କ ହତୟଆ ମାମଲା ଉପରେ ମୁଁ ଅଧିକ କିଛି  ମଧ୍ୟ କହିବାକୁ ଚାହୁଁନହିଁ । ଯେତେବେଳେ କ୍ରାଇମ ବ୍ରାଞ୍ଚର ତଦନ୍ତ ସରିବ ସେତେବେଳେ ଯାହାବି କିଛି ତଥ୍ୟ ଆସିବ । ସେହି ତଥ୍ୟ ଆଧାରରେ ରେଜଲ୍ଟ କଣ ଆସିଛି ବୋଲି ଜଣା ପଡିବ । ତେବେ କ୍ରାଇମ ବ୍ରାଞ୍ଚ ଟିମର ସଂପୂର୍ଣ୍ଣ ତଦନ୍ତ ପରେ ହିଁ ମୁଁ କିଛି ପ୍ରତିକ୍ରିୟା ଏହି ବିଷୟରେ ରଖି ପାରିବି ବୋଲି ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ କହିଛନ୍ତି ।

ତେବେ ବାପା ନବ କିଶୋର ଦାସଙ୍କ ଦେହାନ୍ତକୁ ରାଜନୀତିର ରଙ୍ଗ ନଦିଆଯାଉ ବୋଲି ମୋର ଆଉ ମୋ ପରିବାର ତରଫରୁ ସମସ୍ତଙ୍କୁ ଅନୁରୋଧ କରି କହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *