ରାଜଧାନୀ Bhubaneswar ରେ ଯୁବତୀଙ୍କ ହାଇ ପ୍ରୋଫାଇଲ ଡ୍ରାମା ! ଫିଲ୍ମ ଷ୍ଟାଇଲେ ବ୍ରହମଚାପୁଡା ଦେଲେ ଯୁବକ, ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭୁବନେଶ୍ୱର ଆଇଜି ପାର୍କ ନିକଟରେ ଜଣେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ଜଣେ ଯୁବତୀ ଓ ଏକ ସ୍ଵୀଗି ବଏର ଝଗଡା ଭିଡିଓ ଏବେ ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓରେ ରାଜପଥରେ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳିଛି । ଭିଡ ମଧ୍ୟରେ ଏକ ସ୍ଵୀଗି ବଏ ଓ ଜଣେ ଯୁବତୀଙ୍କ ମଧ୍ୟରେ ଭୟଙ୍କର ଝଗଡା ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ଏକ ଯୁବକଙ୍କୁ ରାସ୍ତା ମଝିରେ ଅଟକାଇ ମାରପିଟ କରୁଥିବାର ନଜର ଆସୁଛନ୍ତି ଏହା ଦେଖି ସ୍ଵୀଗି ବଏ ଜଣକ ସେହି ସ୍ଥାନରେ ଯାଇ ଛିଡା ହେଉଛନ୍ତି ଓ ସବୁ କିଛି ଦେଖୁଛନ୍ତି ।

ହେଲେ ହଠାତ ଯୁବତୀ ଜଣକ ସ୍ଵୀଗି ବଏକୁ ଗାଳି ଗୁଲଜ କରୁଛନ୍ତି ଯାହାଫଳରେ ସ୍ଵୀଗି ବଏ ରାଗିଜାଇ ଯୁବତୀଙ୍କୁ ଏକ ବ୍ରହ୍ମ ଚାପୁଡା ମାରୁଛନ୍ତି । ଏହା ପରେ ସେହି ସ୍ଥାନରେ ପୋଲିସ ଆସି ଘଟଣାକୁ ନିୟନ୍ତ୍ରଣ କରୁଛି । ତେବେ ଗଣମାଧ୍ୟମ ସାମ୍ନାରେ ଯୁବତୀ ଜଣକ ଚିତ୍କାର କରି କିଛି କହିପାରିବେ ନାହିଁ ବୋଲି କହିଥିବା ବେଳେ ସ୍ଵୀଗି ବଏ ଜଣକ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଦେଇଛନ୍ତି । ସ୍ଵୀଗି ବଏଙ୍କ ମତରେ, ଯୁବତୀ ଏକ ଅନ୍ୟ ଯୁବକଙ୍କୁ ମାରପିଟ କରୁଥିଲା ।

ସେହି ସମୟରେ ଜଣେ ବ୍ୟକ୍ତି ଏହାର ଭିଡିଓ ନେଉ ଥିଲେ । ଭିଡିଓ ନେବାରୁ ଯୁବତୀ ସେହି ଅଜଣା ବ୍ୟକ୍ତିଙ୍କୁ ଗାଳି ଗୁଲଜ କରିଥିଲେ ଏହା ପରେ ସ୍ଵୀଗି ବଏ ଜଣକ ମହିଳାଙ୍କୁ କଡା ଜବାବ ଦେଇ କହିଥିଲେ ସେ ଭିଡିଓ କରିପାରିବେ । କାରଣ ଏଇଟା ପବ୍ଲିକ ପ୍ଲେସ । ଏହା ପରେ ଯାହା ହେଲା ତାହା ଆପଣ ମାନଙ୍କ ଆଖି ସାମ୍ନାରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *