ସ୍ଵୟଂ ସହାୟକ ଗୋଷ୍ଟି ମହିଳାଙ୍କ ପାଇଁ ସରକାରଙ୍କ ବଡ ଉପହାର, ଦେଲେ ବହୁତ ବଡ ଖୁସି ଖବର, ଶୁଣିଲେ ଖୁସିରେ ନାଚିବେ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ସ୍ଵୟଂ ସହାୟକ ଗୋଷ୍ଠୀରେ ଥିବା ମହିଳା ମାନଙ୍କ ପାଇଁ । ଯଦି ଆପଣ ଆନେ ସ୍ଵୟଂ ସହାୟକ ଗୋଷ୍ଠୀରେ ଅଛନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ଏକ ବଡ ଖୁସି ଖବର । ମି-ଡି-ଆ ରିପୋର୍ଟସ ଅନୁସାରେ ସରକାର ଆପଣ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣାଟି ନବୀନ ସରକାର ନୁହେଁ କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀ କରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଘୋଷଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ଆଗରୁ ନବୀନ ପଟ୍ଟନାୟକ ବହୁତ ସୁବିଧା କରିଛନ୍ତି ହେଲେ ବର୍ତ୍ତମାନ ନବୀନଙ୍କୁ ଅନୁସରଣ କରିଛନ୍ତି କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀ । କେନ୍ଦ୍ର ବଜେଟରେ ରାଜ୍ୟ ସରକାରଙ୍କ ଯୋଜନାର କିଛି ଝଲକ ଦେଖିବାକୁ ମିଳିଛି । ଚଳିତ ବଜେଟରେ ମହିଳା ଶକ୍ତି କରଣକୁ ଗୁରୁତ୍ଵ ଦେଇଛନ୍ତି ନରେନ୍ଦ୍ର ମୋଦୀ ।

ନରେନ୍ଦ୍ର ମୋଦୀ ମହିଳା ମାନଙ୍କୁ ବୀନା ଶୁଦ୍ଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ଦେବାର ଘୋଷଣା କରିଛନ୍ତି । ଅବଶ୍ୟ ନବୀନ ସରକାର ଏହି ରୁଣ ଦେବା ସୁବିଧାକୁ ଆଗରୁ ମଧ୍ୟ ଅପକଣାଇ ଥିଲେ । ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ବିନା ଶୁଦ୍ଧରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିନା ଶୁଦ୍ଧରେ ରୁଣ ଦେବାକୁ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ । ଅବଶ୍ୟ ନବୀନ 3 ଲକ୍ଷ ଟଙ୍କା ବିନା ଶୁଦ୍ଧରେ ରୁଣ ଦେବା ପାଇଁ ଘୋଷଣା କରିଥିଲେ ।

ନବୀନଙ୍କ ଏହି ଘୋଷଣାର ୬ ମାସ ପରେ କେନ୍ଦ୍ର ବଜେଟରେ ଏହା ପ୍ରତି ଫଳିତ ହୋଇଛି । ନବୀନଙ୍କ ଫର୍ମୁଲାକୁ ବର୍ତ୍ତମାନ ଅପଣାଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ମଧ୍ୟ ନବୀନଙ୍କ କାଳିଆ ଯୋଜନାକୁ ଅନୁସରଣ କରିଥିଲେ ମୋଦୀ । ଯେତେବେଳେ କୃଷି ରୁଣ ଛାଡ କରିବାକୁ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା ସେତେବେଳେ ନବୀନ ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା କରିଥିଲେ ।

ଏହି ଯୋଜନାରେ ନବୀନ ଚାଷୀ ମାନଙ୍କୁ ଆର୍ଥିକ ରୂପରେ ସୁଦୃଢ କରିଥିଲେ ଓ ରୁଣ ଛାଡ କରିଥିଲେ । ବର୍ତ୍ତମାନ ନରେନ୍ଦ୍ର ମୋଦୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏକ ଲକ୍ଷ ଟଙ୍କାର ରୁଣ ବିନା ଶୁଦ୍ଧରେ ଦେବା ପାଇଁ ଘୋଷଣା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *