ଡଙ୍ଗା ବୁଡିଯିବା ସମୟର ଲୋମଟାଙ୍କୁରା କାହାଣୀ କହିଲେ ODRAF ଜବାନ Nibharan Dalei, କହିଲେ ହଠାତ ପାଣିର କରେଣ୍ଟ…ଦେଖନ୍ତୁ ଏହି Video, ଆପଣଙ୍କ ଛାତି

ବନ୍ଧୁଗଣ, ମହାନଦୀ ମୁଣ୍ଡଳି ଅ-ପ-ରେ-ସ-ନ ଗଜରାଜ କୁ ବୀତି ସାରିଛି ୩ ଦିନ । ଏହି ଘଟଣାରେ ଆମ୍ଭେ ୨ଟି ଅମୂଲ୍ୟ ଜୀବନ ହରାଇଛୁ । ସେହି ସମୟର ଦୃଶ୍ୟ ବହୁତ ଭ-ୟା-ନ-କ ଥିଲା । ସେଠାରେ ଯେଉଁ ଓଡ୍ରାଫ ଯବାନ ମାନେ ଥିଲେ ନିଜ ଜୀବନକୁ ବାଜି ଲଗାଇ ମୃ-ତ୍ୟୁ କୁ ସାମ୍ନା କରିଥିଲେ । ଉଦ୍ଧାର ପାଇଥିବା ଯବାନ ମାନଙ୍କ ମଧ୍ୟରୁ ଆଜି ଆମ୍ଭେ ସେହି ସମୟର ଜଣଙ୍କର ଭ-ୟା-ନ-କ ଅନୁଭୂତି ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ତାଙ୍କ ନାମ ହେଉଛି ନିବାରଣ ଦଳାଇ । ସେ କହିଥିଲେ ଯେ ପ୍ରାଏ ୧୦ ଘଟିକା ସମୟରେ ୧୨ ଜଣିଆ ଟିମ ଆମ୍ଭେ ହାତୀ ଉଦ୍ଧାର ନିମନ୍ତେ ବାହାରିଥିଲୁ । ସମସ୍ତେ ଲାଇଭ ଜାକେଟ ପିନ୍ଧିଥିଲୁ । ଆମ୍ଭେ ମୁଣ୍ଡଳି ପଟୁ ଆସିଲୁ । ଆମ୍ଭ ଉଦେଶ୍ୟ ଥିଲା ଯେ ବନ ବିଭାଗ ଯେଉଁ ଭଳି ଭାବରେ ହାତୀ କୁ ଘଉଡାଇ ଥାନ୍ତି, ସେହିଭଳି ଆମ୍ଭେ ମଧ୍ୟ ହାତୀ କୁ ଘଉଡାଇ ଥାନ୍ତୁ । ଏହା ଫଳରେ ହାତୀ ଟି ଉପରକୁ ଚାଲିଯାଇଥାନ୍ତା ।

ମାତ୍ର ହଟାତ ପାଣିର ସ୍ରୋତ ଜେଭଳି ବଢିବାକୁ ଲାଗିଲା । ୫ ନମ୍ବର ଗେଟ ର ପାଣି ଆମ୍ଭ ବୋଟ କୁ ଟା-ଣି ନେଇଗଲା । ଏହା ପରେ ବୋଟ ଟି ଆମ୍ଭର ତଳକୁ ହୋଇଗଲା । ସେଠାରେ ଥିବା ପିଲର ରେ ମା-ଡ ହୋଇଗଲା । କିନ୍ତୁ ତଥାପି ଆମ୍ଭେ ସଂ-ଘ-ର୍ଷ କରିଥିଲୁ । ଆମ୍ଭେ ୨ ଜଣଙ୍କୁ କୁ ସେଭ କରିବାକୁ ଚାହିଁଲୁ । OTV ର ରିପୋର୍ଟର ଅରିନ୍ଦମ ଏବଂ କ୍ୟାମେରା ମ୍ୟାନ ପ୍ରଭାତ କୁ ଆମ୍ଭେ ବଞ୍ଚାଇବାକୁ ଚାହିଁଲୁ ।

ମୁଁ ଦୁହିଜଣଙ୍କୁ ୨ ହାତରେ ଧରିଥିଲି । ମୁଁ ସେମାନଙ୍କୁ କହିଥିଲି ଆପଣ ମାନେ ବୋଟ ଧରନ୍ତୁ କିଛି ହେବ ନାହିଁ । କାରଣ ଏହି ବୋଟ କେବେ ମଧ୍ୟ ବୁଡିବ ନାହିଁ । ମାତ୍ର ହାତୀ ଟି ଯେତେବେଳେ ଆସିଗଲା ଆମ୍ଭ ବୋଟ ରେ ପାଣି ପ-ସି-ବାକୁ ଲାଗିଲା ଏବଂ ଆମ୍ଭ ଭାର ସାମ୍ୟ ହରାଇ ବସିଲୁ । ଏହାପରେ ବୋଟ ଟି ଓ-ଲ-ଟି ପଡିଲା । ମାତ୍ର ପାଣି ଯେତେବେଳେ ମୁଁ ପାଣିରେ ପସିଗଲି । ମତେ ଚାରିଆଡେ ଅନ୍ଧକାର ଦେଖାଗଲା ମତେ ଲାଗିଲା ମୋର ଜୀବନ ଟି ଏହି ଠାରେ ଚାଲିଯିବ ।

ଆମ୍ଭେ ସତର୍କ ହୋଇ ଯାଇଥିଲୁ । ମାତ୍ର ସମୟ ଆଗରେ ସମସ୍ତେ ହାର ମାନିଗଲେ । ଆମ୍ଭ ଟିମ ଯେଉଁଠାକୁ ଯାଇଛି ସେଠାରେ ସଫଳ ହୋଇଅଛି । ୩ ଦିନ ତଳେ ଆମ୍ଭେ ୩ ଟା ରେସକ୍ୟୁ କାର୍ଯ୍ୟ ରେ ସଫଳ ହୋଇଥିଲୁ । ମାତ୍ର ଏଥର ଆମ୍ଭ ସାଥି ଭାଇ ଙ୍କୁ ମଧ୍ୟ ଆମ୍ଭେ ହରାଇ ବସିଲୁ । ଆମ୍ଭେ ଯେଉଁଠାକୁ ଯାଉ ସାଥିରେ ଯାଉଥିଲୁ । ତାଙ୍କୁ ହରାଇବା ଓଡ୍ରାଫ ଟିମ ଙ୍କ ନିମନ୍ତେ ବହୁତ ବଡ କ୍ଷତି ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *