ଦେଖନ୍ତୁ ବାତ୍ୟା ‘Gulab’ ର ଭୟଙ୍କର ରୂପ, Video ଦେଖିଲେ ଡରିଯିବେ

ବନ୍ଧୁଗଣ ଗତ କାଲି ବାତ୍ୟା ଗୁଲାବ ସ୍ଥଳ ଭାଗକୁ ଛୁଇଁ ଥିଲା । ବାତ୍ୟାଟି ୧୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ମାଡି ଆସୁଥିଲା । ଏହି ବାତ୍ୟାଟି କଳିଙ୍ଗପାଟନାମ ଓ ଗୋପାଳପୁର ମଧ୍ୟରେ କ୍ରଶ କରିଥିଲା । ଗୋପାଳପୁର ଦେଇ ଗତି କରିବା ସମୟର ଏକ ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ବାତ୍ୟା ଗୁଲାବର ତାଣ୍ଡବ ଆପଣ ମାନେ ଏହି ଭିଡିଓରେ ଦେଖିବାକୁ ପାଇବେ ।

ଗୁଲାବର ଭୟଙ୍କର ଦୃଶ୍ୟ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଯାଉଛି । ଗତ କାଲି କିଛି ଏପରି  ଭାବରେ ଥିଲା ଗୋପାଳପୁରର ଦୃଶ୍ୟ । ହେଲେ ବାତ୍ୟା ଗୁଲାବ ଗଲା ପରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗତ କାଲି ରାତି ଠାରୁ ନାରାୟଣ ପାଟଣା ଓ ବନ୍ଧୁ ଗାଁରେ ବ୍ୟାପକ କ୍ଷୟ ଖ୍ୟାତି ଘଟିଛି । ବିଭିନ୍ନ ରାସ୍ତାରେ ଭାଙ୍ଗି ଯାଇଛି ଗଛ ।

କେତେକ ଘର ଉପରେ ଗଛ ଭାଙ୍ଗି ଥିବାରୁ ଲୋକେ ହଇରାଣ ହେଉଛନ୍ତି । ବହୁତ ଘର ଗୁଡିକର ଛାତ ଉଡିଯାଇଛି ଓ କଚା ଘର ଗୁଡିକ ଭାଙ୍ଗି ଯାଇଛି । ଏହି ପରିକା ସମୟରେ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଛି । ଅବଶ୍ୟ ଗୁଲାବ ମହାବାତ୍ୟାର ରୂପ ନନେଇଥିଲେ ମଧ୍ୟ ବ୍ୟାପକ କ୍ଷୟ କ୍ଷତି କରିଥିବାର ସୂଚନା ମିଳିଛି । ବନ୍ଧୁଗଣ ଗତ କାଲି ଯେତେବେଳେ ଗୋପାଳପୁର ଦେଇ ଏହି ବାତ୍ୟାଟି ଯାଇଥିଲା ସେତେବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ହୋଇଥିଲା ।

ଏହି ବାତ୍ୟାର ଖାସ ପ୍ରଭାବ ଗୋପାଳପୁରରେ ଦେଖିବାକୁ ମିଳିଥିଲା । ତା ହେଲେ ବନ୍ଧୁଗଣ ଗୁଲାବର ଏହି ଭୟଙ୍କର ଦୃଶ୍ୟ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *