ସାମ୍ନାକୁ ଆସିଲା ବୋହୁର ସବୁ ଗୁମର ! ଶ୍ଵଶୁର ନୁହେଁ ବୋହୁ ହିଁ 420 ଖିଲାଡ଼ି, ମହିଳା ଜଣକ ଯାହା କହୁଛନ୍ତି ଶୁଣିଲେ ମୁଣ୍ଡ ଘୁରେଇ ଦେବ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଆସିଲା ବୋହୂର ଆଉ ଏକ କାର୍ଣ୍ଣମା । ବୋହୂ ଶାଶୁ-ଶଶୁରଙ୍କ ପ୍ରତି କରୁଥିଲା ଅତୟଆଚାର । ଶାଶୁଙ୍କୁ ମାଆଡ ମାଆରୁଉଥିଲା ଆଉ ଶଶୁରଙ୍କୁ ସମାଜ ଆଗରେ ନିନ୍ଦା କରୁଥିଲା । ବନ୍ଧୁଗଣ ଏ କାହାଣୀ ଅଦାଲତରୁ ଆରମ୍ଭ ହୋଇ ଶଶୁରଙ୍କ ଉପରେ ଦୋଷ ଲଦା ହେଇଛି । ଏ ଘଟଣା ଏବେକାର ନୁହେଁ ଆଜ୍ଞା ବରଂ ଦୀର୍ଘ ଦିନର । କେବଳ ନିଜ ରାଗକୁ ଶାନ୍ତ କରିବାକୁ ଯାଇ ଆକ୍ରଶ ଭାବେ ପୁଅ-ବୋହୂ ଦୁଇଜଣ ଯାକ ବୁଢା ବାପା-ମାଙ୍କୁ ଲଜ୍ଜିତ କରୁଛନ୍ତି ।

ଘର କଳିରୁ ଆରମ୍ଭ ହୋଇଥିଲା ମହାଭାରତ । ଉଭୟ ପୁଅ-ବୋହୂ ମିଶି ଶାଶୁ-ଶଶୁରଙ୍କୁ ମାଆଡ ମାଆରିଇବା ସହ ଦେଉଥିଲେ ନିର୍ଯାଆତନାଆ । ସବୁ ସମ୍ପତ୍ତି ନିଜ ନାମରେ କରିବା ପାଇଁ ଦୀର୍ଘ ଦିନ ଧରି ପୁଅ-ବୋହୂ କରୁଥିଲେ ଚକ୍ରାନ୍ତ । ସମ୍ପତ୍ତି ସମ୍ପତ୍ତି ହୋଇ ଶାଶୁ-ଶଶୁରଙ୍କୁ ମାଆଡ ମାଆରୁଉଥିଲେ । ଏଥିରେ ଅତିଷ୍ଟ ହୋଇ ଶଶୁର ବାବନ ସାହୁ ସୁକିନ୍ଦା ଥାନାର ଦ୍ଵାରସ୍ଥ ହେବା ସହିତ ଯାଜପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।

ଏ କଥା ଜାଣିବା ପରେ ଉଭୟ ପୁଅ-ବୋହୂ ନିଜ ବାପା-ମାଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦିବାରୁ ମମତାରେ ଭାସି ଯାଇ ପୁଅ-ବୋହୂଙ୍କୁ ଉଭୟ ବୃଦ୍ଧା କ୍ଷମା କରିଥିଲେ । ଏହାର କିଛି ଦିନ ପରେ ପୁଅ-ବୋହୂ ନିଜ ଅସଲି ଚେହେରା ଦେଖେଇବା ଆରମ୍ଭ କରିଥିଲେ । ପୂର୍ବ ଠାରୁ ଆହୁରି ଅକଧନୀୟ ନିର୍ଯାଆତନାଆ ଦେବା ସହିତ ଶାଶୁ-ଶଶୁରଙ୍କ ମାଆଡ ମାଆରିଇବା ଆରମ୍ଭ କରିଥିଲେ ।

ସହିବାର ସୀମା ଟପି ଗଲା ପରେ ପୁଅ-ବୋହୂଙ୍କ ବିରୋଧରେ ପୁଣି ସୁକିନ୍ଦା ଥାନାରେ ଅଭିଯୋଗ କରିଲେ । ହେଲେ ସୁକିନ୍ଦା ଥାନା ଅଧିକାରୀ ଆଜି ବୁଝିବା କାଲି ବୁଝିବା ଆଦି କଥା କହି ବୁଢା ବୁଢୀ ଦୁଇଜଣଙ୍କୁ ନିରାଶ କରିବା ପରେ ବାଧ୍ୟ ହୋଇ ଶଶୁର ବାବନ ସାହୁ କେସ ନମ୍ବର 34/2021ରେ ମାନ୍ୟବର ଆଡଲାଟ ଜେଏମସି ସୁକିନ୍ଦାର ଦାରସ୍ଥ ହୋଇଥିଲେ ।

ଅଦାଲତର ଦ୍ଵାରସ୍ଥ ହେବା ପରେ ବି ସେମାନଙ୍କ ନିର୍ଯାଆତନାଆ କମିବା ବଦଳରେ ବଢିବାରେ ଲାଗିଥିଲା । ଏମିତି କି ବୋହୂ ନିଜ ବାପା ସମାନ ଶଶୁରକୁ ବଦନାମ କରିବାକୁ ପଛେଇ ନଥିଲେ । ଏଭଳି ପରିସ୍ଥିତିରେ ବୃଦ୍ଧାଙ୍କ ଝିଅ ସାମ୍ନାକୁ ଆସିଛନ୍ତି । ବୋହୂଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ଥିଲା ବୋଲି କୁହାଯାଉଛି । ଆଉ ବୋହୂ ନିଜ ଶଶୁରଙ୍କ ଚରିତ୍ରକୁ ତଳେ ପକାଉଚି ।

ବୁଢା ବୟସରେ କିଏ କଣ ଏମିତି କରିପାରିବ । ବୋହୂ ନିଜ ଭୁଲକୁ ଲୁଚାଇବାକୁ ଯାଇ ବୁଢା ବୁଢୀ ଦୁଇଜଣଙ୍କୁ ହଇରାଣ କରୁଛି । ଏହି ଚରିଇତ୍ର ହିଇନ ବୋହୂ ପାଇଁ ଆଜି ବାବନ ସାହୁଙ୍କ ପରିବାର ଭାଙ୍ଗି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *