ନୂଆ ବୋହୂକୁ ପ୍ରଥମେ ଟାଙ୍ଗିଲେ, ତାପରେ ଜୁଇରେ ଜାଳିଲେ…ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ନମସ୍କାର ବନ୍ଧୁଗଣ । ରାଜଧାନୀ ଘଟିଛି ଅଭାବନୀୟ ଘଟଣା । ଯେଉଁ ଠାରେ ସ୍ତ୍ରୀ ସ୍ଵାମୀ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତା ସେଠାରେ ସ୍ଵାମୀ ସ୍ତ୍ରୀ କୁ ହତୟଆ କରିବାର ଅବିଯୋଗ ହୋଇଛି । ତେବେ ଏଭଳି ଘଟଣା ଦେଖିବାକୁ ଖଣ୍ଡଗିରୀ ଥାନା ଅଂଚଳ ପାଖରେ । ତେବେ ସୂଚନା ଅନୁଯାୟୀ ଯେଉଁ ନବ ବିବାହିତା କନ୍ୟାଙ୍କର ହତୟଆ କରା ଯାଇଛି ତାଙ୍କ ଶାଶୁଘର ଲୋକେ କହିଛନ୍ତି କି ତୁମ ଝିଅ ଫାଶୀ ଦେଇଛି ଝୁଲି ଯାଇଛି ସବୁ ଦିନ ପାଇଁ ଜୀବନ ହାରି ଦେଇଛି ।

ଆଉ ଏହି କଥା ଯେତେବେଳେ ଝିଅର ବାପା ମାଙ୍କ କାନରେ ପଡିଲା ପାଦ ତଳୁ ମାଟି ଖସିଗଲା । ବାପା ମା କିଛି ଚିନ୍ତା କରିପାରିଲେ ନାହି ଆଉ କିଛି ସମୟ ପାଇଁ ସ୍ତବଧ ହୋଇଗଲେ ଝିଅର ବାପା ମା । ରାଜଧାନୀରେ ନୂଆ ବୋହୂଙ୍କୁ ହତୟଆ କରା ଯାଇଛି ସାମାନ୍ଯ ଯୌତୁକ ପାଇଁ ଯାହା ବର୍ତ୍ତମାନ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି କରିଛି । ଯୌତୁକ ପାଇଁ ନବ ବିବାହିତା ଆଜି ବଳି ପଡିଛି ।

ତେବେ କନ୍ୟାଙ୍କର ନାମ ହେଉଛି ପ୍ରଭାବତୀ ଯିଏ ଭୁବନେଶ୍ଵର ସ୍ଥିତି ସାରକାନ୍ତରା ର ପ୍ରମୋଦ ଖୁଣ୍ଟିଆ ଙ୍କ ପୁଅ ପ୍ରକାଶ ଖୁଣ୍ଟିଆ ଙ୍କୁ ବିବାହ କରିଥିଲେ ଗତ ଏପ୍ରିଲ ୨୮ ତାରିଖରେ । ଗତ ୨୯ ତାରିଖ ରେ ଝିଅର ବାପଘର ଲୋକେ ଝିଅ ଆତ୍ମହତୟଆ କରିଥିବାର ଖବର ପାଇ ତା ପର ଦିନ ସକାଳୁ ଯାଇଥିଲେ । କିନ୍ତୁ ସେମାନେ ପହଞ୍ଚିଲା ବେଳକୁ ପ୍ରକାଶ ଓ ତାଙ୍କ ପରିବାର ଲୋକେ ପ୍ରଭାବତୀଙ୍କୁ ନେଇ ମସାଣି ଚାଲି ଯାଇ ତାଙ୍କର ଅନ୍ତିମ ସଂସ୍କାର କରି ଦେଇଥିଲେ ।

ତେବେ ଏବେ ପ୍ରଶ୍ନ ଉଠୁଛି ଯଦି ପ୍ରଭାବତୀ ଆତ୍ମହତୟଆ କରିଛନ୍ତି ତେବେ କଣ ପାଇଁ ତାଙ୍କ ଘର ଲୋକଙ୍କ ଆସିବା ଯାଏଁ ପ୍ରକାଶଙ୍କ ପରିବାର ଲୋକେ ଅପେକ୍ଷା କରିଲେ ନାହି । ଏ ନେଇ ପ୍ରଭାବତୀଙ୍କ ମା ମାଧବୀ ଖଣ୍ଡିଗିରି ଥାନାରେ ମାମଲା ରୁଜୁ କରିଛନ୍ତି ।  ନିଜ ଝିଅକୁ ଶେଷ ଥର ପାଇଁ ମଧ୍ୟ ଦେଖି ପାରି ନାହାନ୍ତି ହତଭାଗା ବାପା ମା ଦୁହେଁ । ଏମିତିକି ପ୍ରଭାବତୀ ତାଙ୍କ ବାପଘର ଲୋକଙ୍କ ସହ ଭଲ କଥା ହେଉଥିଲେ ।

ଏହା ସହ ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାଆତନାଆ ଦେବାର ମଧ୍ୟ ପ୍ରଭାବତୀ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଥିଲେ । ତେବେ କାହିଁକି ବାପା ମା ଙ୍କୁ ନ ଜଣାଇ ଝିଅର ଶବକୁ ମଶାଣିକୁ ନେଇ ଚିତାରେ ଶୁଆଇ ଦେଇଛନ୍ତି ପ୍ରକାଶଙ୍କ ପରିବାର ଲୋକେ । ତେବେ ଏହି ଘଟଣା କୁ ନେଇ ନ୍ୟାୟ ପାଇଁ ଗୁଜାରି ମାଗୁଛନ୍ତି ଝିଅର ବାପା ମା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।   

Leave a Reply

Your email address will not be published. Required fields are marked *