‘ଶ୍ଵଶୁର କାହିଁକି କନ କନ ହଉଛ ବୋହୂକୁ ବେଡରୁମ୍ ଛାଡ, ତୁମେ ଏ ବୟସରେ’ Tapaswini ଶ୍ବଶୁରଙ୍କ ବିଷୟରେ Sura ଭାଇ ଯାହା କହିଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ କଡା ବୟାନ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲାଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ତେବେ ଏହି ମାମଲାଟି ଦୀର୍ଘ ଦୁଇ ମାସ ଧରି ଚାଲିଥିବା ବେଳେ ଜିଲ୍ଲା କୋର୍ଟ ଏହି ମାମଲାର ବହୁତ ଭଲ ସମାଧାନ କରିଛି ।

ଜିଲ୍ଲା କୋର୍ଟ ରାୟ ଅନୁସାରେ ଏବେ ତପସ୍ଵିନୀ ନିଜ ଶଶୁର ଘରେ ରହିବେ ହେଲେ ତପସ୍ଵିନୀ ନିଜ ସ୍ଵାମୀଙ୍କ ସହ ବେଡରୁମ୍ ରେ ରହିବାକୁ ଚାହୁଁ ଥିବା ବେଳେ ପ୍ରମୋଦ ସାହୁ ତପସ୍ଵିନୀଙ୍କୁ ଉପର ଘରେ ରଖିବା ପାଇଁ କହିଛନ୍ତି । ଅନେକ ବାଦବିବାଦ ପରେ ଗତ କାଲି ତପସ୍ଵିନୀ ନିଜ ଶଶୁର ଘରକୁ ଯାଇଛନ୍ତି । ବନ୍ଧୁଗଣ ଏହି ମାମଲାକୁ ନେଇ କଂଗ୍ରେସ ନେତା ସୁର ଭାଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇଙ୍କ ମତରେ- ‘ସେ ଯାହା ହେଉ ତପସ୍ଵିନୀ କି ଯେଉଁ ଅର୍ଡର ହୋଇଛି ତାହା ଗୋଟେ ବିଉଟିଫୁଲ ଅର୍ଡର । ସେ ଡାକ୍ତର ସୁମିତର କଣ ମୁଣ୍ଡ ଖରାପ ହେଇଯାଇଥିଲା । ତା ସହ ପ୍ରେମ କଲୁ ଦୁଇ ବର୍ଷ ତା ପରେ କୋର୍ଟରେ ବାହାହେଲୁ ତା ପରେ ସୁଆସୁଇ କଲୁ ତା ପରେ ସେ ପ୍ରେଗନେଣ୍ଟ ହେଲା ତୋ ବାପା ତାକୁ ଅପରେସନ କରେଇଲା ଏ ଗୋଟେ ପ୍ରହସନ ଚାଲିଛି ।

ଆଗକୁ ସୁର ଭାଇ କହିଛନ୍ତି-‘କିଏ କଣ କରୁଛି ମୁ ତ ଜାଣି ନାହିଁ ହେଲେ କୋର୍ଟ ବିଉଟିଫୁଲ ଅର୍ଡର ଦେଇଛି ସମସ୍ତେ ମାନିବା ଉଚିତ । ତା ଶାଶୁ ଶଶୁରକୁ ମଧ୍ୟ ଅନୁରୋଧ ତାକୁ ସ୍ତ୍ରୀ ରୂପେ ବୋହୂ ରୂପେ ରଖ । ଶଶୁର କହୁଛନ୍ତି ସେ ଉପରେ ଘର ରହିବ ଶଶୁରଙ୍କର କଣ ଏ ବୟସରେ ବେଡରୁମ୍ ଦରକାର । ସେ କାହିଁକି ଏତେ ବେଡରୁମ୍ ଖୋଜୁ ଛନ୍ତି ତମେ ବୁଢା ହେଇଗଲଣି ଉପରେ ରୁହ ତଳକୁ ଆଉ ଓଲହାନି ।

ଆଗକୁ ସୁର ଭାଇ କହିଛନ୍ତି-‘ଶଶୁର ଉପରେ ରହିବା ଦରକାର ଆକୁ ବେଡରୁମ୍ ଛାଡିଦେବା ଦରକାର ତା ହେଲେ ଖୁବ ଭଲ ହେବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ଏହି ମାମଲାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତେବେ ସୁର ଭାଇଙ୍କ ପ୍ରତିକ୍ରିୟା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *