ବନ୍ଧୁଗଣ ଦିନ ରାତି ନିଜ ସ୍ତ୍ରୀକୁ ଝୁରି ଝୁରି ଆଉ ଭୋ ଭୋ ହୋଇ କାନ୍ଦିବା ପରେ ଗତ କାଲି ରାହୁଲ ନିଜ ସ୍ତ୍ରୀ ହରପ୍ରିୟାଙ୍କୁ ପାଇଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ରାହୁଲ ଓ ହରପ୍ରିୟାଙ୍କ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏହି ମାମଲାଟି ଗତ କିଛି ଦିନ ହେବ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଓ ହରପ୍ରିୟା ପରସ୍ପର ସହ ପ୍ରେମ ବିବାହ କରିଥିଲେ ।
ବିବାହକୁ 6 ମାସ ହୋଇଥିବା ବେଳେ ହରପ୍ରିୟା ଗର୍ଭବତୀ ମଧ୍ୟ ଥିଲେ । କଲେଜ କହି ହରପ୍ରିୟା କୁଆଡେ ଚାଲି ଯାଇଥିଲେ ଏହା ପରେ ରାହୁଲ ଭୋ ଭୋ ହୋଇ ଅନେକ ଦିନ କାନ୍ଦିଲେ । ନିଜ ସ୍ତ୍ରୀର ଫଟୋ ଦେଖି ରାହୁଲ କାନ୍ଦୁ ଥିଲେ । ହେଲେ ବନ୍ଧୁଗଣ ଗତ କାଲି ରାହୁଲ ଓ ହରପ୍ରିୟା ମିଶି ଯାଇଛନ୍ତି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଛାଡି ଚାଲି ଯାଇଥିଲେ ସେ ଆଜି ପୁଣି ଫେରିଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ ।
ସତ୍ୟବାନଙ୍କ ପାଖକୁ ଆଜି ଫେରିଛି ସାବିତ୍ରୀ । ନିଜ ସ୍ତ୍ରୀକୁ ଦେଖି ରାହୁଲ କୁଣ୍ଢାଇ ବହୁତ କାନ୍ଦି ଛନ୍ତି । ତେବେ ବନ୍ଧୁଗଣ ଏବେ ଏହି ମାମଲାକୁ ନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଭାଇରାଲ ହେଉଥିବା ଭିଡିଓରେ ରାହୁଲ ହରପ୍ରିୟାଙ୍କୁ ଘରକୁ ଆଣିବା ପରେ ଘରର ସମସ୍ତ ସଦସ୍ୟ ବେସ ଅଧିକ ଖୁସି ଅଛନ୍ତି । ଖାସ କରି ରାହୁଲଙ୍କ ବାପା ତଥା ହରପ୍ରିୟାଙ୍କ ଶଶୁର ବହୁତ ଅଧିକ ଖୁସି ଅଛନ୍ତି । ବୋହୂକୁ ଏତେ ଦିନ ପରେ ଦେଖି ସେ ବୋହୂକୁ ଗେଲ କରୁଥିବାର ଏହି ଭିଡିଓରେ ନଜର ଆସୁଛନ୍ତି । ସେ ନିଜ ବୋହୂ ମୁଣ୍ଡକୁ ଆଉଁସି ଦେଉଛନ୍ତି ଆଉ ବୋହୂ ଗାଲକୁ ଚୁମ୍ବନ ଦେଇ ଗେଲ କରୁଛନ୍ତି ।
ଏହା ପରେ ଶଶୁର ନିଜ ବୋହୂକୁ ପଚାରୁଛନ୍ତି ଖୁସି ଅଛୁ ତ, ବହୁତ ଖୁସି । ହରପ୍ରିୟା ହଁ କହୁଛନ୍ତି । ରାହୁଲଙ୍କ ବାପା କହିଛନ୍ତି, ଏ ସବୁ କାଣ୍ଡ ଝିଅର ମାମୁ କରିଛୁ ଆଉ ତା ସହ ଅଛନ୍ତି ଝିଅର ମା-ବାପା । ଏହା ସହ ସେ ବୋହୂ ନୁହେଁ ମୋର ଝିଅ ବୋଲି ରାହୁଲଙ୍କ ବାପା କହିଛନ୍ତି । ରାହୁଲଙ୍କ ବାପାଙ୍କ ମତରେ ତାଙ୍କ ବୋହୂ ବହୁତ ଭଲ । ତେବେ ବନ୍ଧୁଗଣ ଏଭଳି ଭାବରେ ରାହୁଲଙ୍କ ବାପା ଏହି ଘଟଣା ବିଷୟରେ କହିଛନ୍ତି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।