Jyotish Sastra- ସ୍ଵର୍ଗରୁ ତିଆରି ହୋଇ ଆସିଥାଏ ଏହି 4 ଟି ନାମର ଯୋଡି, ଦେଖନ୍ତୁ ଆପଣଙ୍କ ନାମ ଅଛି କି ଏଥିରେ ?

ମଣିଷ ଜୀବନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ । ସବୁ ମଣିଷ ନିଜ ବିବାହକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି । ଅଧିକାଂଶ ଲୋକ ନିଜ ସୁଖମୟ ବିବାହର ସ୍ଵପ୍ନ ମଧ୍ୟ ଦେଖିଥାନ୍ତି । ଆପଣ ମାନେ ଏହି କଥା ନିଶ୍ଚୟ ଜାଣିଥିବେ ଯେ, କେତେକ ଯୋଡି ଏମିତି ଅଛି ଯେଉଁ ମାନଙ୍କର ଯୋଡି ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କପଲ୍ସ ଙ୍କ ନାମ କହିବୁ ଯେଉଁ ମାନଙ୍କ ପ୍ରେମ ବହୁତ ମଝବୁତ ହେବା ସହ ସେମାନେ ସମସ୍ତ ପରିସ୍ଥିତିରେ ପରସ୍ପରର ସହାୟତା କରିଥାନ୍ତି । ଏହି କପଲ୍ସ ମାନେ ପରସ୍ପରକୁ ବହୁତ ପ୍ରେମ କରିଥାନ୍ତି । ଏମାନେ ପରସ୍ପରର ଖୁସି ପାଇଁ ସବୁକିଛି କରିପାରିବେ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. A ଓ S ନାମର ଯୋଡି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ A ଓ S ନାମର ଯୋଡି ପରସ୍ପରଙ୍କ ପାଇଁ ହୋଇଥାଏ । ଏହି କପଲ୍ସ ପରସ୍ପରକୁ ବହୁତ ପ୍ରେମ କରିବା ସହ ପରସ୍ପର ଉପରେ ବହୁତ ବିଶ୍ଵାସ ମଧ୍ୟ ରଖିଥାନ୍ତି । ଏମାନେ ନିଜ ପାର୍ଟନରର ଖୁସି ପାଇଁ ସବୁକିଛି କରିପାରିବେ,ଏମାନଙ୍କର ଗୋଟିଏ ପସନ୍ଦ ରହିଥାଏ ଓ ଏମାନେ ପରସ୍ପର ସହ ଯେତେ ଝଗଡା କରିଲେ ମଧ୍ୟ ମିଛ କଥା କୁହନ୍ତି ନାହିଁ ।

୨. K ଓ T ନାମର ଯୋଡି

K ଓ T ନାମର ଯୋଡି ସ୍ଵର୍ଗରୁ ଗଢା ହୋଇ ଆସିଥାଏ । ଏହି ନାମର କପଲ୍ସ ମାନେ ନିଜ ପାର୍ଟନର ସହ ବହୁତ ସ୍ଵଚ୍ଛ ମନରେ ରହିଥାନ୍ତି । ଏମାନେ ସମସ୍ତ ଦୁଃଖ ସୁଖରେ ପରସ୍ପରର ସହାୟତା ମଧ୍ୟ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର କପଲ୍ସ କେବେ ହେଲେ ପରସ୍ପରକୁ ଧୋକା ଦେଇ ନଥାନ୍ତି ।

୩. R ଓ S ନାମର ଯୋଡି

R ଓ S ନାମର ଯୋଡି କପଲ୍ସ ମାନେ ସବୁ ସମୟରେ ନିଜ ପାର୍ଟନରର ମନର କଥା ଜାଣି ଦିଅନ୍ତି । ଏମାନେ ସବୁବେଳେ ନିଜ ପାର୍ଟନରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ନିଜ ପାର୍ଟନରକୁ ଦେଇଥିବା ବଚନକୁ ଜୀବନ ସାରା ରଖିଥାନ୍ତି । ସେଥିପାଇଁ କୁହାଯାଏ ଏହି ଯୋଡି ସ୍ଵର୍ଗରୁ ଆସିଛି ।

୪. N ଓ S ନାମର ଯୋଡି

N ଓ S ନାମର ଯୋଡି ମଧ୍ୟରେ ବହୁତ ଅଧିକ ପ୍ରେମ ଓ ବିଶ୍ଵାସ ରହିଥାଏ । ଏହି କପଲ୍ସ ନିଜ ପ୍ରେମ ଉପରେ ବିଶ୍ଵାସ କରିବା ସହ କେବେହେଲେ ପରସ୍ପର ସହ ଅଲଗା ହୋଇ ରହିପାରନ୍ତି ନାହିଁ । ଏମାନେ ନିଜ ପାର୍ଟନରର ବହୁତ ଭଲ ଯତ୍ନ ନେଇଥାନ୍ତି ।


ଏମାନେ କେବେହେଲେ ନିଜ ପାର୍ଟନରକୁ ଧୋକା ଦେଇ ନଥାନ୍ତି ଓ ସମସ୍ତ ପରିସ୍ଥିତିରେ ଏମାନେ ପରସ୍ପର ସହ ସବୁବେଳେ ଛିଡା ହୋଇଥାନ୍ତି । ସେଥିପାଇଁ ଏମାନଙ୍କ ଯୋଡି ମଧ୍ୟ ସ୍ଵର୍ଗରୁ ଆସିଥିବାର କୁହାଯାଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *