Vastu Sastra- ଘରର ଏହି ସ୍ଥାନରେ ଏହି 2 ଟି ଗଛ ଲଗାଇବା ଦ୍ଵାରା ବନିଥାଏ ରାଜଯୋଗ, ହୋଇଥାଏ ଧନ ବର୍ଷା

ବନ୍ଧୁଗଣ ସମସ୍ତେ ନିଜ ଘରେ ଗଛ ଲଗାଇବା ପାଇଁ ଭଲ ପାଇଥାନ୍ତି । ସମସ୍ତ ଲୋକ ମା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ପାଇବା ପାଇଁ ଚାହିଁଥାନ୍ତି । ବହୁତ ଲୋକ ଏହା ଜାଣି ନାହାନ୍ତି ଯେ, ସେମାନେ ନିଜ ଘରେ ଯେଉଁ ସବୁ ଗଛକୁ ଲଗାଇ ଥାନ୍ତି ସେହି ଗଛର ପ୍ରଭାବ ସେମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପଡିଥାଏ । ଏହି ସମସ୍ତ ବୃକ୍ଷରୁ କିଛି ଅଦୃଶ୍ୟ ଶକ୍ତି ଆସିଥାଏ ଯାହା ବ୍ୟକ୍ତିର ଧନ, ମାନ ଓ ସମୃଦ୍ଧି ଉପରେ ବହୁତ ପ୍ରଭାବ ପକାଇଥାଏ ।

ଏହି ଶକ୍ତି ଦ୍ଵାରା ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଗଛ ସହ ଜଡିତ କିଛି ଗୁରୁତ୍ଵ ପୂର୍ଣ୍ଣ କଥା କହିବାକୁ ଯାଉଛୁ, ଯାହା ଆପଣ ମାନଙ୍କ ପାଇଁ ବହୁତ ଉପକାରୀ ନିଶ୍ଚୟ ହେବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସମସ୍ତ ମଣିଷ ନିଜ ଘର ମଧ୍ୟରେ ତୁଳସୀ ଗଛ ଲଗାଇଥାଏ । ଯଦି ଆପଣ ନିଜ ଘରେ ତୁଳସୀ ଗଛ ଲଗାଇଛନ୍ତି ତାହେଲେ ଧ୍ୟାନ ରଖିବେ ଆପଣ ନିଜ ଘରର ଦକ୍ଷିଣ ଦିଗରେ ଯେମିତି ଏହି ଗଛକୁ ଭୁଲ ସେ ମଧ୍ୟ ଲଗାଇବେ ନାହିଁ । କାରଣ ତୁଳସୀ ଗଛ ପାଇଁ ଦକ୍ଷିଣ କୋଣ ବହୁତ ଅଶୁଭ ରହିଥାଏ ।

ତେଣୁ ଯେତେବେଳେ ଆପଣ ତୁଳସୀ ଗଛ ଲଗାଇବେ ସେତେବେଳେ ଆପଣ ନିଜ ଘରର ପୂର୍ବ ଦିଗ ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛକୁ ଲଗାଇ ଦିଅନ୍ତୁ । ଯଦି ଆପଣ ନିଜ ଘରେ ସମସ୍ତ ସୁଖ ଓ ସମୃଦ୍ଧିର ଆଗମନ କରିବାକୁ ଚାହୁଁଛନ୍ତି ତା ହେଲେ ଆପଣ ଗୁରୁବାର ଦିନ ଆପଣଙ୍କ ତୁଳସୀ ଗଛ ପାଖରେ କଦଳୀ ଗଛ ମଧ୍ୟ ଲଗାଇ ଦିଅନ୍ତୁ ।

କାରଣ କଦଳୀ ଗଛକୁ ବିଷ୍ଣୁଙ୍କର ସ୍ୱରୂପ ମନା ଯାଇଥାଏ ଓ ଏହି ଗଛ ଗୁରୁ ଗ୍ରହ ସହ ମଧ୍ୟ ସମ୍ବନ୍ଧ ରଖିଥାଏ । ଗୁରୁ ଗ୍ରହକୁ ଭାଗ୍ୟର ଗ୍ରହ କୁହା ଯାଇଥାଏ । ଯେଉଁ ମଣିଷର ଗୁରୁ ଗ୍ରହ ମଝବୁତ ରହିଥାଏ ତାହାର ଭାଗ୍ୟ ବଦଳି ଯାଇଥାଏ ।

ତେବେ ବନ୍ଧୁଗଣ ଆପଣ ଏହିପରି ଭାବରେ ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇ ଦିଅନ୍ତୁ ଓ ସବୁ ସନ୍ଧ୍ୟାରେ ଏହି ଦୁଇଟି ଗଛ ସମ୍ମୁଖରେ ଗୋଟେ ଦୀପ ଲଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ କେଉଁପରି ଭାବରେ ବଦଳିଯିବ । ଆପଣଙ୍କ ଜୀବନରେ ସମସ୍ତ ସୁଖ ଓ ସମୃଦ୍ଧିର ଆଗମନ ହେବା ସହ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ମଝବୁତ ହୋଇଯିବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *