ଓଡିଶାର ଲୋକପ୍ରିୟ Singer Ira Mohanty ଙ୍କ ପରିବାରରେ କିଏ କିଏ ଅଛନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଲିଉଡ ଷ୍ଟାର ଓ ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହିସବୁ ସେଲିବ୍ରେଟି ମାନେ ତାଙ୍କ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଆଲିଉଡରେ ସଫଳତା ପାଇଛନ୍ତି । ନିଜର ସୁନ୍ଦର ପଦର୍ଶନ ଦ୍ଵାରା ଏମାନେ ଆମ ମାନଙ୍କ ମନକୁ ଜିତି ବହୁତ ଅଧିକ ଲୋକପ୍ରିୟତା ହାସିଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଲିଉଡର ଏକ ଫେମସ ସିଙ୍ଗର ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଏହି ସିଙ୍ଗର ଜଣକ ଅଲିଉଡରେ ସଫଳତା ପାଇଛନ୍ତି । ଆପଣ ମାନେ ଏହି ସିଙ୍ଗରଙ୍କୁ ମଧ୍ୟ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ଫେମସ ସିଙ୍ଗର ଇରା ମହାନ୍ତି ।

ବନ୍ଧୁଗଣ ଆପଣ ମାନେ ଅଲିଉଡ ସିଙ୍ଗର ଇରା ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ । ଇରା ମହାନ୍ତି ହେଉଛନ୍ତି ଅଲିଉଡ ଦୁନିଆ ଓ ଆଲବମର ଚର୍ଚିତ ଗାୟିକା । ଇରା ମହାନ୍ତିଙ୍କ ସମସ୍ତ ଗୀତ ସୁପର ହିଟ ହୋଇଛି । ଇରା ମହାନ୍ତିଙ୍କର ଗୀତ ଶୁଣିବା ପାଇଁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ।

ଇରା ମହାନ୍ତି ଅଧିକାଂଶ ଗୀତରେ ନିଜର କଣ୍ଠ ଦେଇ ଓଡିଶା ବାସୀ ମାନଙ୍କର ପ୍ରିୟ ହୋଇପାରିଛନ୍ତି । ଇରାଙ୍କର ନିଜ ଘର ହେଉଛି ଭୁବନେଶ୍ଵର । ଇରା ମହାନ୍ତି ବହୁତ ଓଡିଆ ଫିଲ୍ମରେ ଗୀତ ଗାଇଛନ୍ତି । ସେ ଗାଇଥିବା ସମସ୍ତ ଗୀତ ସୁପର ହିଟ ହୋଇଛି । ଇରା ସବୁବେଳେ ଖୁସି ହୋଇ ରୁହନ୍ତି । ଇରା ନିଜ ପରିବାରକୁ ବହୁତ ପ୍ରେମ କରନ୍ତି ।

ଇରା ନିଜର ଟ୍ୟାଲେନ୍ଟ ଓ କଷ୍ଟ ମାଧ୍ୟମରେ ଅଲିଉଡ ଦୁନିଆରେ ଏତେ ବଡ ସଫଳତା ପାଇଛନ୍ତି । ଫିଲ୍ମ ବ୍ୟତୀତ ଇରା କେତେକ ଓଡିଆ ଆଲବମରେ ମଧ୍ୟ ଗୀତ ଗାଇଛନ୍ତି । ତାଙ୍କର ଓଡିଆ ଆଲବମ ମଧ୍ୟ ସୁପର ହିଟ ହୋଇଛି ।

ଅଲିଉଡରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଓଡିଶାର ସମସ୍ତ ଲୋକଙ୍କୁ ଇରାଙ୍କର ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗିଥାଏ । ସେଥିପାଇଁ ସମସ୍ତେ ଇରାଙ୍କୁ ପସନ୍ଦ କରନ୍ତି । ଅଲିଉଡ ଦୁନିଆରେ ଇରା ନିଜର ଏକ ନିର୍ଦ୍ଧିଷ୍ଟ ପରିଚୟ କରିସାରିଛନ୍ତି ଓ ନିଜ କଷ୍ଟରେ ସେ ଅଲିଉଡରେ ସଫଳତା ମଧ୍ୟ ପାଇଛନ୍ତି ।

ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତିଙ୍କର ଝିଅ ମଧୁମିତା ମହାନ୍ତି ବା ଇରା ମହାନ୍ତି। ଇରାଙ୍କ ବାପା ବାଳକାଟି, ଖୋର୍ଦ୍ଧା’ର ମୂଳ ବାସିନ୍ଦା। ତାଙ୍କ ବାପା ଓଡ଼ିଶା ବିଧାନ ସଭାର ଅଧୀକ୍ଷକ ଥିଲେ। ସେ ଭୁବେନଶ୍ବର ସ୍ଥିତ ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବାବେଳେ ବିଜେବି ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ।

ସେ ବିଜେବିରେ ପାଠ ପଢ଼ିବୋବେଳ ସେ ସଂଗୀତ ଶିକ୍ଷାକୁ ନିଜର ଏକ ବିଷୟ ଭାବେ ନେଇଥିଲେ। ତେବେ ତାଙ୍କୁ ତାଙ୍କ ମାଆ କଳ୍ପନା ମହାନ୍ତି ଗୀତ ଗାଇବା ପାଇଁ ବହୁତ ଉତ୍ସାହିତ କରିଥିଲେ। ସଂଗୀତ ନିଦ୍ଦେ’ଶକ ବାଳକୃଷ୍ନ ଦାଶ ତାଙ୍କୁ ପ୍ରେରିତ କରିଥିଲା। ଚାରି ବଷ’ ବୟସରେ ସେ ‘ହୃଦୟର ଏହି ଶୁନ୍ୟତାକୁ’ ଗୀତଟିକୁ ବିନା କୌଣସି ବାଧାରେ ଗାଇ ସମସ୍ତଙ୍କୁ ଆଶ୍ଚଯ୍ୟ’ କରିଥିଲେ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *