ସ୍ୱର୍ଗଦ୍ୱାରରେ ଜଗନ୍ନାଥ ଦେଲେ ପିଣ୍ଟୁକୁ ଜାଗା ! ଦେଖନ୍ତୁ ଅନ୍ତିମ ସଂସ୍କାର ସମୟର ଦୃଶ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵର୍ଗଦ୍ଵାରରେ ଜଗନ୍ନାଥ ଦେଲେ ପିନ୍ଟୁଙ୍କୁ ଜାଗା ! ତେବେ ହଁ ବନ୍ଧୁଗଣ ନିକଟ ଅତୀତରେ ଅଭିନେତା ପିନ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଯାଇଛି । ତେବେ ଏହା ସମଗ୍ର ଓଡିଶା ବାସୀ ତଥା ପିନ୍ଟୁଙ୍କ ଆତ୍ମୀୟ ସ୍ଵଜନ ତଥା ପରିବାର ପାଇଁ ବହୁତ ବଡ ଏକ ଦୁଃଖଦାୟକ ଖବର ଅଟେ । ତେଣୁ ପିନ୍ଟୁ ବିୟୋଗରେ ସବୁଆଡେ ଶୋକର ଛାୟା ଖେଳିଯାଇଛି । ତେବେ ଏହାରି ମଧ୍ୟରେ କହି ରଖିବାକୁ ଚାହିଁବୁ ।

ଏହା କି ପିନ୍ଟୁ ନନ୍ଦଙ୍କର ମରଶରୀରକୁ ଆଣି ପୁରୀ ସ୍ଵର୍ଗଦ୍ଵାର ଠାରେ ପହଞ୍ଚା ଯାଇଛି । ତେବେ ସେଠାରେ ପିନ୍ଟୁଙ୍କର ଅନ୍ତିମ ସଂସ୍କାର କରାଯିବ । ତେବେ ପିନ୍ଟୁଙ୍କ ମରଶରୀର ସହ ଅନେକ କଳାକାର ତଥା ପିନ୍ଟୁଙ୍କ ପରିବାର ମଧ୍ୟ ପୁରୀର ସ୍ଵର୍ଗଦ୍ଵାର ନିକଟକୁ ଆସିଛନ୍ତି । ଯେଉଁଠାରେ କି ସବୁଦିନ ପାଇଁ ଓଡିଆ କଳାକାର ପିନ୍ଟୁ ମାଟି ସହ ମାଟି ହୋଇଯିବେ । ଏହା ସହିତ ଜଗନ୍ନାଥଙ୍କ ପବିତ୍ର ଧାମ ପୁରୀର ସ୍ଵର୍ଗଦ୍ଵାର ଠାରେ ସବୁଦିନ ପାଇଁ ପଞ୍ଚତତ୍ଵରେ ଗଢା ଏହି ଶରୀର ଲୀନ ହୋଇଯିବ ।

ତେବେ ପିନ୍ଟୁଙ୍କର ଅନ୍ତିମ ସଂସ୍କାର ନିମନ୍ତେ ବ୍ୟବସ୍ଥା କରାଯାଇଛି । ତେବେ ପିନ୍ଟୁଙ୍କ  ପୁଅ ମଧ୍ୟ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ପୁରୀକୁ ଆସିଛନ୍ତି । ତେବେ ପିନ୍ଟୁ ନନ୍ଦଙ୍କର ବଡ ଭାଇର ପୁଅ ତାଙ୍କ ଦାଦା  ପିନ୍ଟୁ ନନ୍ଦଙ୍କର ପୁଅ ହିସାବରେ ସମସ୍ତ କର୍ମକ୍ରିୟାରେ ଉପସ୍ଥିତ ରହି ତାହାର ପାଳନ କରୁଛି । ଏହା ସହ ପିନ୍ଟୁଙ୍କର ଅନ୍ତିମ ଦାହ ପୂର୍ବରୁ ସମସ୍ତ କର୍ମକ୍ରିୟା ବର୍ତ୍ତମାନ ସମୟରେ କାଯାଉଛି ।

ତେବେ ବ୍ରାହ୍ମଣଙ୍କ ସହ ପିନ୍ଟୁ ନନ୍ଦଙ୍କର ବଡ ଭାଇର ପୁଅ ପୁଅ କର୍ମରେ ବସି ସମସ୍ତ ଅନ୍ତିମ କ୍ରିୟା ବାପାଙ୍କ ଆତ୍ମାର ମୋକ୍ଷପ୍ରାପ୍ତି ନିମନ୍ତେ କରୁଛନ୍ତି । ତେବେ ଆଉ କିଛି ସମୟର ଅନ୍ତରାଳରେ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କର ମରଶରୀର ପଞ୍ଚତତ୍ଵରେ ଲୀନ ହୋଇଯିବ । ତେବେ ପିନ୍ଟୁଙ୍କର ଆଉ ମାତ୍ର କିଛି ସମୟ ମଧ୍ୟରେ ପୁରୀର ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯିବା ପାଇଁ ଯାଉଛି ।

ତେବେ ଓଡିଶାର ଭର୍ସାଟାଇଲ କଳାକାର ପିନ୍ଟୁ ନନ୍ଦଙ୍କ ଅମର ଆତ୍ମାର ସଦଗତି ହେଉ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ  ନୂଆ ନୂଆ ଅଧିକରୁ ଅଧିକ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *