ଅନ୍ତିମ ସଂସ୍କାର ପୂର୍ବରୁ ଶେଷ ଥର ପାଇଁ ନିଜ ପ୍ରିୟ ଚଷମା ପିନ୍ଧି ସମସ୍ତଙ୍କ ଠାରୁ ବିଦାୟ ନେଲେ Pintu Nanda…ଦେଖନ୍ତୁ ଏହି ଅନ୍ତିମ ସଂସ୍କାର ସମୟର ସେହି ଦୃଶ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜ ପ୍ରିୟ ଚଷମା ପିନ୍ଧି ସମସ୍ତଙ୍କ ଠାରୁ ବିଦାୟ ନେଲେ ଓଡିଆ କଳାକାର ପିନ୍ତୁ ନନ୍ଦ ! ତେବେ ହଁ ବନ୍ଧୁଗଣ ସବୁ ଲୋକଙ୍କ କିଛି ନା କିଛି ବସ୍ତୁ ବା ଜିନିଷ ଉପରେ ଅଧିକ ରୁଚି ରହିଥାଏ । ତେଣୁ ବଞ୍ଚିଥିବା ସମୟରେ ସେ ନିଜ ଲାଇଫରେ ସେହି ସବୁ ଅଧିକ ପସନ୍ଦଦାର ଜିନିଷକୁ ସବୁବେଳେ ସାଥିରେ ବୁଲିବାକୁ ବହୁତ ଭଲ ପାଇଥାନ୍ତି । ତେବେ ଅଭିନେତା ପିନ୍ଟୁଙ୍କର ମଧ୍ୟ ଚଷମା ବହୁତ ପ୍ରିୟ ଜିନିଷଟି ଥିଲା ।

ତେବେ ଚଷମା ପିନ୍ଧିବାକୁ ପିନ୍ଟୁ ବହୁତ ସୌଖୀନ ରଖୁଥିଲେ । ତେବେ ପ୍ରାୟ ପିନ୍ଟୁଙ୍କ  ଫୋଟୋ ମାନଙ୍କରେ ପିନ୍ଟୁ ଚଷମା ପିନ୍ଧିବାର ମଧ୍ୟ ନଜର ଆସିଥାନ୍ତି । ତେବେ ସେ ନିଜ ଜୀବନର ଅନ୍ତିମ ଯାତ୍ରା ସମୟରେ ମଧ୍ୟ ସେହି ରାଜକୀୟ ଠାଣୀରେ ଚଷମା ପିନ୍ଧିକି ଜାଆନ୍ଟୁ ବୋଲି ତାଙ୍କର ବନ୍ଧୁ ବବି ମିଶ୍ର ଚାହୁଁଥିଲେ । ତେବେ ସେହି କାରଣରୁ ପିନ୍ଟୁଙ୍କ ମର ଶରୀରରେ ମଧ୍ୟ ତାଙ୍କ ଆଖିରେ ପିନ୍ଟୁଙ୍କର ବହୁତ ନିକଟତର ବନ୍ଧୁ ତଥା ଭାଇ ଭଳି ରହୁଥିବା ବବି ମିଶ୍ର ପିନ୍ଟୁଙ୍କ ଆଖିରେ ଚଷମା ପିନ୍ଧାଇ ଦେଇଥିଲେ ।

ତେବେ ପିନ୍ଟୁ ନନ୍ଦ ତାଙ୍କ ଜୀବନରେ ସବୁବେଳେ ଚଷମା ପିନ୍ଧି ରାଜକୀୟ ଅନ୍ଦାଯରେ ବଞ୍ଚିବାକୁ ପସନ୍ଦ କରୁଥିଲେ । ତେବେ ତାଙ୍କ ଅନ୍ତିମ ସମୟରେ ମଧ୍ୟ ତାଙ୍କୁ ସେହି ଭଳି ଅନ୍ଦାଯ ସମସ୍ତଙ୍କ ଠାରୁ ବିଦାୟ ନେବା ଭାବି ପିନ୍ଟୁଙ୍କୁ ଚଷମା ପିନ୍ଧାଇ ଦିଆଯାଇଥିଲା । ତେବେ ଏହାରି ଭିତରେ କହି ରଖିବାକୁ ଚାହୁଁଛୁ । ଏହା କି ପୁରୀର ସ୍ଵର୍ଗଦ୍ଵାର ଠାରେ ପିନ୍ଟୁଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଉଛି ।

ତେବେ ସେଠାରେ ପିନ୍ଟୁଙ୍କର ଅନ୍ତିମ ସଂଶକର ଦେଖିବା ପାଇଁ ପିନ୍ଟୁଙ୍କ ଆତ୍ମୀୟ ସ୍ଵଜନ ଓ କିଛି ନିକଟତର ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ତେବେ ପିନ୍ଟୁ ନନ୍ଦଙ୍କ ବଡ ପୁଅର ପରୀକ୍ଷା ଚାଲିଥିବା କାରଣରୁ ପିନ୍ଟୁଙ୍କ ବଡ ଭାଇ ଅଭିରାମଙ୍କ ପୁଅ ସାଇ ଅର୍ଥାତ ପିନ୍ଟୁଙ୍କର ପୁତୁରା ଆସି ସମସ୍ତ କର୍ମ ନିଜ ଦାଦାଙ୍କ ପାଇଁ କରିଥିଲା ।

ତେବେ ନିଜ ପୁତୁରା ପିନ୍ଟୁଙ୍କ ପାଇଁ ପିନ୍ଟୁଙ୍କ ନିଜ ବଡ ପୁଅ ହିସାବରେ ପିନ୍ଟୁଙ୍କ ମୁଖାଗ୍ନୀ ମଧ୍ୟ ଦେବ । ପିନ୍ଟୁ ଦେହାନ୍ତ ପରେ ମଧ୍ୟ ତାଙ୍କ ଅଭିନୟ ପାଇଁ ସେ ଓଡିଶାବାସୀଙ୍କ ନିକଟରେ ସର୍ବଦା ଅମର ହୋଇ ରହିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *