Pintu Nanda ଙ୍କୁ ଝୁରୁଛି ତାଙ୍କ କୁକୁର ! ନା ଖାଉଛି ନା ପିଉଛି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ ନନ୍ଦଙ୍କ ପାଇଁ ଝୁରିଲା ପିନ୍ଟୁଙ୍କ ପୋଷା କୁକୁର ! ତେବେ ହଁ ବନ୍ଧୁଗଣ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଏହା କି ଯେ ଓଡିଶାର ଭର୍ସାଟାଇଲ କଳାକାର ପିନ୍ଟୁ ନନ୍ଦଙ୍କର ଦେହାନ୍ତ ଘଟିଛି । ଯାହାକୁ ନେଇ ପିନ୍ଟୁଙ୍କ ପରିବାର, ବନ୍ଧୁବର୍ଗ ତଥା ଅନେକ ପିନ୍ଟୁଙ୍କର ଫ୍ୟାନ ମାନେ ପିନ୍ଟୁଙ୍କ ବିୟୋଗ ପାଇଁ  ତାଙ୍କୁ ବହୁତ ମନେ ପକାଉଛନ୍ତି । ତେବେ ଖାଲି ଏହି ମନୁଷ୍ୟ କାହିଁକି ଜଣେ କୁକୁରର ମଧ୍ୟ ଏକ ହୃଦୟ ରହିଛି ।

ଆଉ ସେହି ହୃଦୟରେ ଅନ୍ୟ ଜଣଙ୍କ ପାଇଁ ଭାବ ରହିଥାଏ ବୋଲି ଏହି ଦୃଶ୍ୟରୁ ସ୍ପଷ୍ଠ ଭାବରେ ଜଣା ପଡୁଛି । ବହୁତ ଲୋକ ଅଛନ୍ତି ଯେଉଁ ମନେ କି ଆନିମଲ ଲଭର ହୋଇଥାନ୍ତି । ତେଣୁ ପଶୁପକ୍ଷୀଙ୍କୁ ରଖିବା ପ୍ରତି ତାଙ୍କର ଏକ ରୁଚି ରହିଥାଏ । ସେହିଭଳି ପଶୁ ପକ୍ଷୀଙ୍କ ପ୍ରତି ଦୟାମନୋଭାବ ରଖୁଥିବା ଜଣେ ବ୍ୟକ୍ତିତ୍ବଟିଏ ହେଉଛନ୍ତି ଅଭିନେତା ପିନ୍ଟୁ ନନ୍ଦ ! ତେବେ ପିନ୍ଟୁ ନନ୍ଦଙ୍କର ମଧ୍ୟ ଏକ ପୋଷା କୁକୁରଟି ଥିଲା ।

ଯାହାକୁ ସେ ଛୋଟରୁ ବଡ ହେବା ପର୍ଯ୍ୟନ୍ତ ପାଳିପୋଷୀ ଆସିଥିଲେ । ତେବେ କୁକୁରକୁ ପିନ୍ଟୁ ବହୁତ ହିଁ ଭଲ ପାଉଥିଲେ । ତେବେ ପିନ୍ଟୁଙ୍କ ଚାଲିଯିବା ପରେ ପିନ୍ଟୁଙ୍କ ପୋଷା କୁକୁର ମଧ୍ୟ ସବୁକିଛି ଯେପରି ବୁଝି ନେଇଛି । ତେଣୁ ନିଜର ମାଲିକ ଯିବା ଦୁଃଖରେ ସେ ମଧ୍ୟ ଦୁଃଖୀତ ହୋଇଯାଇଛି । ତେଣୁ ସେ ମଧ୍ୟ ପିନ୍ଟୁଙ୍କୁ ଖାଲି ଝୁରି ହେଉଛି । ତେବେ ପିନ୍ଟୁଙ୍କ ପୋଷା କୁକୁର କିଭଳି ଖାଇବା, ପିଇବା ଭୁଲି ପିନ୍ଟୁ ନନ୍ଦଙ୍କୁ ଝୁରୁଛି ।

ତାହାର ଏକ ଭିଡିଓ ବର୍ତ୍ତମାନ ସମୟରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । କୁକୁରଟିଏ ବୋଲି ସେ ସିନା ନିଜର ମନର ଭାବନାକୁ କାହା ଆଗରେ ମୁହଁ ଖୋଲି କିଛି ବ୍ୟକ୍ତ କରି ପାରୁନି । ହେଲେ ସେ ଯେମିତି ସବୁ କିଛି ଜାଣିଦେଇଛି । ଯେ ତା’ ମାଲିକ ପିନ୍ଟୁ ନନ୍ଦ ଆଉ ଏହି ଦୁନିଆରେ ନାହାନ୍ତି ।

ଘରକୁ ଆଉ ଯେମିତି ପିନ୍ଟୁ କେବେବି ଫେରିବେ ନାହିଁ । ସେହିପରି ଦୁଃଖୀତ ହୋଇ ପିନ୍ଟୁଙ୍କୁ ବହୁତ ଝୁରୁଛି ପିନ୍ଟୁଙ୍କର ପୋଷା କୁକୁର ! ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *