ସ୍ଵାମୀଙ୍କ ପାଇଁ ପୁରା ଦିବାନି ହେଇଥାନ୍ତି ଏହି 4 ଟି ନାମର ଝିଅ, ଦେଖନ୍ତୁ କଣ ଆପଣଙ୍କ ପାର୍ଟନର ଙ୍କ ନାମ ଅଛି ଏଥିରେ

ଜୀବନଟିକୁ ବିତାଇବା ପାଇଁ ଜଣେ ଉତ୍ତମ ଜୀବନ ସାଥି ଟିର ଦରକାର ପଡ଼ିଥାଏ । ମଣିଷ ତା ଜୀବନରେ କାହାକୁ ନା କାହାକୁ ଭଲ ପାଏ । ତାକୁ ତା ଭଲ ପାଇବା ମିଳୁ ଅବା ନ ମିଳୁ । ଯେତେବେଳେ ତା ଜୀବନରେ କେହି ଜଣେ ଆସିଥାଏ ସେତେବେଳେ ତା ଜୀବନ ବଦଳି ଯାଏ । ଯେତେବେଳେ ଆମେ ବିବାହ ବିଷୟରେ ଭାବୁ ସେତେବେଳେ ଆମ ମନରେ ବିଭିନ୍ନ ପ୍ରକାରର ଭାବନା ବା ପ୍ରଶ୍ନ ଆସିଥାଏ । ଯାହା ବିଷୟରେ ସମସ୍ତେ ଚିନ୍ତା କରନ୍ତି ।

ଆସନ୍ତୁ ଜାଣିବା କିଛି ଝିଅ ମାନଙ୍କ ବିଷୟର ଯେଉଁ ମାନେ ସେମାନଙ୍କ ପତି ଙ୍କୁ ବହୁତ୍ ଭଲ ପାଆନ୍ତି । କିଛି ଅକ୍ଷର ଅଛି ସେହି ଅକ୍ଷର ଟି ନାମ ଆରମ୍ଭରେ ଥିଲେ , ସେହି ନାମର ନାରୀ ମାନେ ସେମାନଙ୍କ ସ୍ଵାମୀଙ୍କୁ ବହୁତ୍ ଭଲ ପାଆନ୍ତି ।

A ନାମର ନାରୀ –

ଏହି ଅକ୍ଷର ର ନାରୀ ମାନେ ଟିକେ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି, ଚଞ୍ଚଳ ସ୍ଵଭାବ ର ହେଲେ ମଧ୍ୟ ଏମାନେ ଏମାନଙ୍କ ପରିବାର ଓ ବାପା ମାଙ୍କ ଉପରେ ବିଶ୍ୱାସ ରଖନ୍ତି । ଏମାନେ ବାପା ମାଙ୍କ ଦ୍ଵାରା କୁହାଯାଇଥିବା ବାଟରେ ଚାଲନ୍ତି । ଏମାନେ ସମସ୍ତ ସମ୍ପର୍କ କୁ ଗୁରୁତ୍ଵ ଦିଅନ୍ତି । ସେ ସର୍ବଦା ତାଙ୍କ ବିବାହ ଓ ପ୍ରେମ ସମ୍ପର୍କ କୁ ଗୁରୁତ୍ଵ ଦିଅନ୍ତି । ଏମାନେ ତାଙ୍କ ଜୀବନ ସାଥି ର ସମସ୍ତ ପରିସ୍ଥିତି ରେ ସାଥ ଦିଅନ୍ତି ।

C ନାମର ନାରୀ –

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାରୀ ମାନେ ବୁଦ୍ଧିମାନ ହୋଇଥାନ୍ତି । ବୁଦ୍ଧିମାନ ହେବା ଯୋଗୁଁ ଏମାନଙ୍କ ମୁଣ୍ଡ ବହୁତ୍ ତୀକ୍ଷ୍ମ ହୋଇଥାଏ । ଶିକ୍ଷା କ୍ଷେତ୍ର ରେ ଏମାନେ ସବୁବେଳେ ଆଗରେ ରୁହନ୍ତି । ଜୀବନରେ ସଫଳତା ହାସଲ କରିବା ପାଇଁ ଏମାନେ ବହୁତ୍ ପରିଶ୍ରମ କରନ୍ତି । ଏମାନେ ଏମାନଙ୍କ ଜୀବନ ସାଥିକୁ ଅଧିକ ପ୍ରେମ କରନ୍ତି ଓ ଜୀବନ ସାରା ତାଙ୍କ ସହ ରୁହନ୍ତି ।

H ନାମର ନାରୀ –

ଏହି ଅକ୍ଷର ରୁ ଆରମ୍ଭ ହୋଇଥିବା ନାରୀ ମାନେ ବହୁତ୍ ଜିଦି ସ୍ଵଭାବ ର ହୋଇଥାନ୍ତି । ଜିଦି ସ୍ଵଭାବ ହେତୁ ସର୍ବଦା ତାଙ୍କୁ ଜୀବନରେ ଲାଭ ମିଳିଥାଏ । ଏମାନେ ତାଙ୍କ ସଫଳତା କୁ ନେଇ ଜିଦି ରୁହନ୍ତି । ଏମାନେ ତାଙ୍କ ଜୀବନ ରେ ସବୁ କିଛି ହାସଲ କରିବା କୁ ଚାହାନ୍ତି । ଏମାନେ କୌଣସି ବ୍ୟକ୍ତି ମାନଙ୍କ ପ୍ରତି ଭେଦ ଭାବ ରଖନ୍ତି ନାହିଁ । ଏହି ପ୍ରକୃତି ଯୋଗୁଁ ଏମାନଙ୍କୁ ସମସ୍ତେ ଭଲ ପାଆନ୍ତି ଓ ତାଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି । ଏମାନେ ତାଙ୍କ ଜୀବନ ରେ ଯଦି କାହାକୁ ଭଲ ପାଇଯାନ୍ତି ତାକୁ କେବେ ଛାଡନ୍ତି ନାହିଁ ଓ ଧୋକା ଦିଅନ୍ତି ନାହିଁ । ନିଜ ପରିବାର ଓ ସମାଜ ସହ ତାଳମେଳ ରଖି ଚାଲନ୍ତି । ଏମାନେ ବହୁତ୍ ଖୁସ ମିଞ୍ଜାସ ଓ ରୋମାଣ୍ଟିକ ହୋଇଥାନ୍ତି ।

P ନାମର ନାରୀ –

ଏହି ଅକ୍ଷରର ନାରୀମାନେ ନିର୍ମଳ ହୃଦୟର ହୋଇଥାନ୍ତି । ଏମାନେ ବହୁତ୍ ସଚ୍ଚୋଟ ଓ ସତ୍ୟବାଦୀ ହୋଇଥାନ୍ତି । ଏମାନଙ୍କ ଭିତରେ ସତ୍ୟତା ଭରି ରହିଥାଏ । ସବୁ କ୍ଷେତ୍ର ରେ ନିଜକୁ ବହୁତ ଭଲ ପ୍ରଦର୍ଶନ କରନ୍ତି । ସଫଳତା ପାଇଁ ବହୁତ୍ ଚେଷ୍ଟା କରନ୍ତି । ବିବାହ ପରେ ଏମାନେ ତାଙ୍କ ଜୀବନ ସାଥି କୁ ବହୁତ୍ ଭଲ ପାଆନ୍ତି, ସେ ତାଙ୍କ ପତି ଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *