୨୫ ବର୍ଷର ପୁରୁଣା ଡାଇବେଟିସ ବି କେବଳ ୭ ଦିନରେ ହେଇଯିବ, ବାସ ପିଅନ୍ତୁ ଏହି କାଢା – Baba Ramdev Health Tips

ବନ୍ଧୁଗଣ ଆଜିକାଲି ଅଧିକାଂଶ ଲୋକଙ୍କର ଡାଇବେଟିସ ବା ମଧୁମେହର ସମସ୍ୟା ଦେଖିବାକୁ ମିଳୁଛି । ଏହି ରୋଗ ହେବା ପରେ ଆପଣଙ୍କୁ ଆଜୀବନ ମେଡ଼ିସିନ ଓ ସ୍ଵାଦହିନ ଖାଦ୍ୟର ସେବନ କରିବାକୁ ପଡିବ । ବନ୍ଧୁଗଣ ଆଜିକା ଦିନରେ ଡାଇବେଟିସ ହେଉଛି ବହୁତ ବଡ ସମସ୍ୟା । ଏହି ସୁଗାର ପାଇଁ ଲୋକମାନେ ହଜାର ହଜାର ଟଙ୍କା ମେଡ଼ିସିନରେ ଖର୍ଚ କରୁଛନ୍ତି । ବର୍ତ୍ତମାନ ଛୋଟ ପିଲା ଠାରୁ ନେଇ ବଡ ଲୋକ ପର୍ଯ୍ୟନ୍ତ ଏହି ସମସ୍ୟା ଦେଖିବାକୁ ମିଳୁଛି ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗରେ ଆପଣଙ୍କ ସୁଗାର ସବୁଦିନ ପାଇଁ ଶେଷ ହୋଇଯିବ । ଏହା ସହିତ ଏହି ଉପଚାର ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଦେବ । ତା ହେଲେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣ ପ୍ରଥମେ ଗ୍ଯାସ ଚୁଲାକୁ ଅନ କରନ୍ତୁ ଓ ଏଥିରେ ଏକ ଗ୍ଳାସ ପାଣି ରଖି ଫୁଟାନ୍ତୁ । ଏହା ପରେ ଆପଣ ଏଥିରେ ଏକ ଚାମଚ ମେଥିଦାନା ପକାନ୍ତୁ । ବନ୍ଧୁଗଣ ମେଥି ଆମ ଶରୀର ଓ ଡାଇବେଟିସ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ବ୍ଯତୀତ ମେଥି ବିଭିନ୍ନ ପ୍ରକାରର ରୋଗକୁ ଦୂର କରିବାର କ୍ଷମତା ରଖିଥାଏ । ମେଥିରେ ପ୍ରୋଟିନ, କାର୍ବୋ ହାଇଡ୍ରେଟ, ଆଇରନମ, କପର, ଭିଟାମିନ B6 ଏବଂ ଫାଇବର ଆଦି ତତ୍ଵ ପ୍ରଚୁର ପରିମାଣରେ ରହିଥାଏ ।

ବନ୍ଧୁଗଣ ମେଥିର ସେବନ କରିବା ଦ୍ଵାରା ଟକ୍ସିନ ବାହାରି ଯାଇଥାଏ ଯାହା ଫଳରେ ଆମର କିଡନି ସୁସ୍ଥ ରହିଥାଏ । ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ ଓ ଡାଇବେଟିସ ରହିଛି ସେମାନଙ୍କ ପାଇଁ ମେଥିଦାନା କୌଣସି ବରଦାନ ଠାରୁ କମ ନୁହେଁ । ବନ୍ଧୁଗଣ ଦ୍ଵିତୀୟ ସାମଗ୍ରୀ ହେଉଛି ହଳଦୀ । ହଳଦୀରେ ପ୍ରୋଟିନ, କାର୍ବୋହାଇଡ୍ରେଟ ଓ ମିନେରାଲ୍ସ ପ୍ରଚୁର ପରିମାଣରେ ମିଳିଥାଏ । ହଳଦୀ ସୁଗାରକୁ ଦୂର କରିବା ପାଇଁ ବହୁତ ସହାୟକ ହୋଇଥାଏ ।


ବନ୍ଧୁଗଣ ହଳଦୀକୁ ଆୟୁର୍ବେଦରେ କ୍ୟାନ୍ସର ପରିକା ମାରାତ୍ମକ ରୋଗକୁ ଦୂର କରିବା ପାଇଁ ଔଷଧ ରୂପେ ବ୍ୟବହାର କରାଯାଇଥାଏ । ସବୁଦିନ ହଳଦୀର ଅଳ୍ପ ସେବନ ଦ୍ଵାରା କ୍ୟାନ୍ସର ପରି ରୋଗ ଦୂର ହୋଇଥାଏ । ତେଣୁ ବନ୍ଧୁଗଣ ସେହି ଗରମ ପାଣିରେ ୧ ଚାମଚ ହଳଦୀ ପକାନ୍ତୁ ଓ ଏହାର କାଢା କରନ୍ତୁ ।

ପାଣିକୁ ସେତେ ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ସମୟ ପର୍ଯ୍ୟନ୍ତ ପାଣି ବହଳିଆ ନ ହୋଇ ଯାଇଛି । ସେହି ପାଣି ଅଧା ଗ୍ଳାସ ହେବା ପରେ ଆପଣ ତାହାକୁ ଏକ ଛଣା ଦ୍ଵାରା ଛାଣି ଦିଅନ୍ତୁ । ବନ୍ଧୁଗଣ ଆପଣ ଏହି କାଢାକୁ ହାଲ୍କା ଉଷୁମ ଥିବା ସମୟରେ ପିଇବେ । ସକାଳ ସମୟରେ ଥରେ ଖାଲି ପେଟରେ ଓ ସନ୍ଧ୍ୟା ସମୟରେ ଥରେ ଖାଲି ପେଟରେ ଏହାର ସେବନ କରନ୍ତୁ । ଏହାକୁ କେବଳ ୭ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଓ ୭ ଦିନ ପରେ ନିଜ ସୁଗାର ଟେଷ୍ଟ କରି ଦେଖନ୍ତୁ, ଆପଣଙ୍କ ସୁଗାର ନର୍ମାଲ ହୋଇଯାଇଥିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *