‘ମୋ ସ୍ଵାମୀ ମୋର ଯା’ ରୁମରେ ପଶି ପ୍ୟାଣ୍ଟ ସାର୍ଟ ଖୋଲି ଖରାପ ଭିଡିଓ କରୁଥିଲା, ମୁଁ ଦେଖିବା ପରେ ସେମାନେ ମିଶି ମତେ…’

ବନ୍ଧୁଗଣ, ମହିଳା ଜଣଙ୍କ ନିଜ ସ୍ଵାମୀ ଙ୍କ ବିରୁଦ୍ଧରେ କିଛି ଅଭିଯୋଗ କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ମହିଳା ଙ୍କ ଅଭିଯୋଗ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ମହିଳା କହିଛନ୍ତି ଯେ ତାଙ୍କ ସ୍ଵାମୀର ଝିଆରୀ ମିଶି ତାଙ୍କ ଗୋଡ କୁ ହାଣିଦେଇଥିଲେ । ତାଙ୍କର ସମ୍ପତ୍ତି ବାଡି ଥିଲା ଏବଂ ସେ ନିଜ ଯା’ ସହିତ ମିଶି ଚଳୁଥିଲେ । ଭାଇ ଙ୍କ ମଡର ହୋଇସାରିବା ପରେ ଗୋଟିଏ ଗୁଣ୍ଡା ତଥା ଏକ ରାଜନେତିୟ ଦଳର ଗୋଟିଏ ପଲିଟିକାଲ ଲୋକ ଯିଏ କି ଚୋରୀ କରିଲେ ଭାତ ଖାଏ ତାଙ୍କ ସ୍ଵାମୀ ପ୍ରଭାକର ବାରିକ ପ୍ଲାନିଂ କରି ଆସି ତାଙ୍କ ଘରେ ପହଞ୍ଚିଲେ ।

ଏହାପରେ ତାଙ୍କ ଭାଇ ଙ୍କ ଜରିଆରେ ଚାକିରି ପ୍ରସ୍ତାବ ପକାଇଲେ । ବିବାହ ହେଲାପରେ ପଚାରିଲେ ମହିଳା ଙ୍କୁ ଯେ ତୁମ ଭାଇ ମଡର ହୋଇଛି ? ମହିଳା କହିଲେ ଯେ ହଁ, ଏହାପରେ ଖାଇବା ପିଇବା ରେ ମହିଳା ଙ୍କୁ ହଇରାଣ କରିଲେ । ପିନ୍ଧିବା, ନାଇବା ରେ ହଇରାଣ କରିଲେ । ପ୍ରତ୍ୟକ ମୂହୁର୍ତ୍ତ ରେ ମହିଳା ଙ୍କୁ ହଇରାଣ କରିଲେ ।

ମହିଳା ଆଉ ଏକ ଅଭିଯୋଗ ମଧ୍ୟ କରିଛନ୍ତି ଯେ ତାଙ୍କ ଯା’ ରୁମରେ ତାଙ୍କ ସ୍ଵାମୀ ରାତିରେ ପ୍ୟାଣ୍ଟସାର୍ଟ ରଖିବେ ଦିନରେ ତାଙ୍କର ଅନେଇତିକ କାମ ତଥା ଭି-ଡି-ଓ କରନ୍ତି । ମାତ୍ର ସେ ଛୋଟ ଝିଅ ଟି କିଛି ଜାଣି ପାରନ୍ତି ନାହିଁ ଯେ କଣ ଦିଅର ଭାଉଜ ହେଉଛନ୍ତି ବୋଲି ।

ମାତ୍ର ଯେତେବେଳେ ତାଙ୍କ ବୟସ ବଢିଲା ଏବଂ ସେ ବୋହୂ ପଣିଆ ହୋଇ ବାହାରିଲେ, ସେତେବେଳେ ସେ ପଚାରିଲେ ଯେ ଏମିତି କଣ ଘଟଣା ? ସେତେବେଳେ ତାଙ୍କ ସ୍ଵାମୀ ଆଉ ତାଙ୍କ ଯା’ ଆଉ ଦିବାକର ବାରିକ ଏବଂ ତାଙ୍କ ସ୍ଵାମୀ ଙ୍କ ଝିଆଋ ମିଶି ତାଙ୍କ ଗୋଡ କୁ ହାଣି ଦେଇଥିଲେ । ତେବେ ଏହିଭଳି ଅଭିଯୋଗ କରିଛନ୍ତି ମହିଳା । ନିଜ ପରିବାରଠାରୁ ବର୍ତ୍ତମାନ ଦୂରରେ ରହୁଛନ୍ତି । ଏବଂ ମହିଳା ଚାକିରୀ ମଧ୍ୟ କରିଛନ୍ତି । ତାଙ୍କ ବାପା ଭାଇ ଉଚ୍ଚ ଚାକିରୀ ମାନ କରିଛନ୍ତି ।

ତେବେ କେଉଁ କାରଣ ନିମନ୍ତେ ମହିଳା ଜଣଙ୍କ ଏଭଳି ଅଭିଯୋଗ ଏତେ ଡେରିରେ କରିଲେ ପୋଲିସ ଙ୍କୁ ଏହିସବୁ କଥା ଆଗରୁ ସେ କହିଲେ ନାହିଁ କ’ଣ ପାଇଁ ? ମହିଳା କହିଥିଲେ ଯେ ବର୍ତ୍ତମାନ ତାଙ୍କୁ ବହୁତ ଅସୁ ବିଧା ହେଉଥିବାରୁ ସେ ଏଭଳି ଅଭିଯୋଗ କରିଛନ୍ତି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *