କାହା କାନ୍ଧରେ ଗୋଡ ଦେଇ ନୁହେଁ, ନିଜ ଦମରେ Bollywood ରେ ଏଣ୍ଟ୍ରି କରିବେ ସୁପରଷ୍ଟାର ବାବୁସାନ, ଆସିଲା ଅଫର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ଅଭିନେତ୍ରୀ ଙ୍କ ବାପା କହିଥିଲେ ଯେ ବାବୁସାନ ତାଙ୍କ ସହିତ ସମ୍ପର୍କ ବଢାଇଥିଲେ କାରଣ ବାବୁସାନ ତାଙ୍କ ଝିଅ ଙ୍କ ଜରିଆରେ ବଲିଉଡ ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି । ମାତ୍ର ବାବୁସାନ କଣ ବୋଧ ହୁଏ ସେ ଭୁଲିଯାଇଥିଲେ । ଓଡିଆ ଫିଲ୍ମ ଦୁନିଆର ବାବୁସାନ କେବେ ବଲିଉଡ ରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରି ନାହାଁନ୍ତି ସତ । କିନ୍ତୁ ବର୍ତ୍ତମାନ କିଛି ଏଭଳି କଥା ଉଠୁଛି ଯାହାକି ବାବୁସାନ ଙ୍କୁ ବଲିଉଡ ଅଫର ମିଳୁଛି ।

ବାବୁସାନ ଙ୍କ କଥା କହିବାକୁ ଗଲେ ଓଡିଆ ଫ୍ୟାନ୍ସ କୁହନ୍ତୁ କିମ୍ବା ଦର୍ଶକ ସେମାନଙ୍କ ହୃଦୟରେ ଯେଉଁ ଛାପ ପକାଇଛନ୍ତି ବାବୁସାନ ଆଜି ମଧ୍ୟ ଭୁଲି ପାରୁ ନାହାଁନ୍ତି ଫ୍ୟାନ ମାନେ । ନିଜ ଅଭିନୟ ଜାଦୂରେ ଦର୍ଶକ ମାନଙ୍କୁ ରାସ୍ତା ନଥିବା ଗାଁ ରୁ ସହରର ଫିଲ୍ମ ହଲ ପର୍ଯ୍ୟନ୍ତ ଟାଣି ଆଣୁଥିଲା ତାଙ୍କ ଅଭିନୟ । ଆଉ ସେହିଭଳି ହିରୋ ଅଥବା କଳାକାର ଙ୍କୁ କେହି ଅଟକାଇ ପାରିବେ କି ?

ଯାହା କି ଆଜି ଦମନ ଫିଲ୍ମ ଜରିଆରେ ବାବୁସାନ ନିଜକୁ ପ୍ରମାଣ କରିଛନ୍ତି । ବିନା ଆଇଟମ ଗୀତ, ବିନା ହିରୋଇନ ରେ ଏମିତି ଚମତ୍କାର ଅଭିନୟ କରି ନିଜକୁ ପ୍ରମାଣ କରିଛନ୍ତି ବାବୁସାନ, ଯେବେ ଯେବେ ଯାହା ମଧ୍ୟ ଦର୍ଶକ ପସନ୍ଦ କରନ୍ତି, ତାହାକୁ ପ୍ରମାଣ କରି ଦେଖାଇଛନ୍ତି ବାବୁସାନ । ଆଉ ବର୍ତ୍ତମାନ ଦମନ ଚଳଚିତ୍ର ଦେଶର କୋଣଅନୁକୋଣରେ ଚର୍ଚ୍ଚା ସାଉଁଟୁଛି । ସୋ-ସି-ଆ-ଲ ମି-ଡି-ଆ ଠାରୁ ଆରମ୍ଭ କରି ବଡ ବଡ ଡ଼ିରେକ୍ଟର, ପ୍ରଡ୍ୟୁସର ବାବୁସାନ ଙ୍କ କଥା ଉଠାଉଛନ୍ତି ।

ଆଉ ସେହିଭଳି ଭାବରେ ବଲିଉଡର ବଡ ବଡ ନିର୍ଦ୍ଧେଶକ ନାକ ନଜର ବର୍ତ୍ତମାନ ଆସିଛନ୍ତି ବାବୁସାନ । ଯାହା କି ବଡ ବଡ ଚଳଚିତ୍ର ରେ ଫିଲ୍ମ ରେ ନିର୍ଦ୍ଧେଶନ ଦେଇଥିବା ସେହି ନିର୍ଦ୍ଧେଶକ ମାନେ ବର୍ତ୍ତମାନ ବାବୁସାନ ଙ୍କ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ସେହି ନିର୍ଦ୍ଧେଶକ ଙ୍କ ଚଳଚିତ୍ର ରେ ସଲମାନ ଖାନ ହୁଅନ୍ତୁ କି ସାରୁଖ ଖାନ ସମସ୍ତେ ଅଭିନୟ କରି ସାରିଛନ୍ତି ।

ଆଉ ଯଦି ବାବୁସାନ ଙ୍କୁ ସୁଯୋଗ ମିଳେ ତେବେ ସେହି ନିର୍ଦ୍ଧେଶକ ଙ୍କ ନିର୍ଦ୍ଧେଶନା ରେ ଅଭିନୟ କରିବେ ବାବୁସାନ । ଯଦି ସେହି ନିର୍ଦ୍ଧେଶକ ବାବୁସାନ ଙ୍କୁ ବଲିଉଡ ରୁ ଅଫର ଦେବାକୁ ଯାଉଛନ୍ତି ତେବେ ତାହାଠାରୁ ବଡ କଥା ଆଉ କଣ ହୋଇପାରିବ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *