ରାସ୍ତା ସାପ-ନେଉଳଙ୍କ ଜୋରଦାର ଲଢେଇ, ହାର ମାନି ଲୁଚିଗଲେ ନାଗ ଦେବତା, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁ ଥିବା ସମସ୍ତ ଘଟଣା ଆଉ ଖବର ବିଷୟରେ ଜାଣି ପାରୁଛନ୍ତି । ଏହା ସହ ଲୋକ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ଥର ସାପ ଆଉ ନେଉଳର ଲଢେଇ ଦେଖିଥିବେ ।

ସାପ ନେଉଳ ଲଢେଇରେ ଅନେକ ଥର ସାପ ଜିତି ଥାଏ ତ ଅନେକ ଥର ନେଉଳ ଜିତି ଥାଏ । ଆଉ ଭାଇରାଲ ହେଉଥିବା ଭିଡିଓଟି ମଧ୍ୟ ସାପ ନେଉଳ ଲଢେଇ ସହ ଜଡିତ । ତେବେ ଏହି ଭିଡିଓରେ ଗୋଟେ ନାଗ ସାପ ଆଉ ନେଉଳ ମଧ୍ୟରେ ଲଢେଇ ଚାଲିଛି । ପ୍ରଥମେ ତ ନାଗ ସାପଟି ନେଉଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ଆଉ ନେଉଳ ବି ଟିକେ ଟିକେ ସାପ ଉପରେ ଆକ୍ରମଣ କରୁଛି ।

ହେଲେ ଗୋଟେ ସମୟରେ ନେଉଳ ନାଗ ସାପର ମୁଣ୍ଡ ପାଖକୁ ଯାଇ ସାପ ମୁଣ୍ଡକୁ ଆଘାତ କରୁଛି । ଯେତେବେଳେ ନାଗ ସାପ ନେଉଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ସେତେବେଳେ ନେଉଳଟି ଦଉଡି ଚାଲି ଯାଉଛି । ହେଲେ ବନ୍ଧୁଗଣ ଆପଣ ମାନେ ବି ଜାଣି ଥିବେ ସାପ ଠାରୁ ନେଉଳ ଅଧିକ ଚାଲାକ । ତେଣୁ ନେଉଳ ଯେତେବେଳେ ବି ମଉକା ପାଉଛି ସେତେବେଳେ ସାପକୁ ଆଘାତ ଦେଉଥିବାର ନଜର ଆସୁଛି ।

ଦୀର୍ଘ ସମୟ ଧରି ଏହି ସାପ ନେଉଳ ଲଢେଇ ଚାଲି ରହୁଛି । ଆଉ ଶେଷରେ ନେଉଳ ଠାରୁ ନାଗ ସାପଟି ହାର ମାନୁଛି ଆଉ କୌଣସି ରାସ୍ତା ନ ପାଇବାରୁ ନାଗଟି ଲୁଚି ଯାଉଛି । ଶୋଭାଗ୍ୟ ବଶତଃ ଏହି ଲଢେଇରେ କାହାର ପ୍ରାଣ ଯାଇ ନାହିଁ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *