ଏମିତି କଲେ ଜଣେ ସ୍ଵାମୀ ତା’ ସ୍ତ୍ରୀକୁ ବି ଭୁଲିଯାଏ, ବିବାହିତା ସ୍ତ୍ରୀ ମାନେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ, ସବୁ ମଣିଷ ମାନେ ୪ ଟି ଜିନିଷ କୁ ଭୁଲି ଯାଆନ୍ତି । ପାଠ ପଢ଼ାଉ ଥିବା ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ଯାଏ ଗୁରୁ ଙ୍କୁ ଛାତ୍ର ଭୁଲି ଯାଏ । ସମ୍ଭୋବ ପରେ ବା ରତୀକ୍ରୀଡା ପରେ ସ୍ଵାମୀ ତା ସ୍ତ୍ରୀ କୁ ଭୁଲିଯାଏ । ବିପଦ ରେ ସାହାର୍ଯ୍ୟ କରିଥିବା ବନ୍ଧୁ ଙ୍କୁ ବନ୍ଧୁ ଭୁଲିଯାଏ । ଏବଂ ପୁଅ ବିବାହ କରିବା ପରେ, ତାହାର ବାପା ମାଆ ଙ୍କୁ ଭୁଲିଯାଏ । କିନ୍ତୁ ଏହି ୪ ଟି ଜିନିଷ କେବେ ମଧ୍ୟ ଭୁଲିବା ଉଚିତ ହୋଇ ନଥାଏ । 

ଏହି ୪ ଟି ଜିନିଷ କୁ ଆପଣ ମାନେ ମନେ ରଖିଲେ ଆପଣ ମାନଙ୍କର ମଙ୍ଗଳ ହେବ । ତେବେ ଆସନ୍ତୁ ଜାଣିନେବା ତାହା କ’ଣ ଅଟେ ? ୧:- ଧଳା ରଙ୍ଗର ଠିଆ ହୋଇଥିବା ଗଣେଶ ମୂର୍ତ୍ତି କୁ ଘରର ପୂର୍ବ ଦିଗରେ ସ୍ଥାପନ କରନ୍ତୁ । ଏବଂ ତାଙ୍କ ସାମନାରେ କିଛି ଅରୁଆ ଚାଉଳ ରଖନ୍ତୁ । ଦେଖିବେ ଯେଉଁ କାର୍ଯ୍ୟରେ ବିଳମ୍ବ ଘଟୁଛି ସେହି କାମ ଖୁବ ଶୀଘ୍ର ହୋଇଯିବ ।

୨:- ପ୍ରତି ଶୁକ୍ରବାର ଦିନ ରାତିରେ କିଛି ମିଠା ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଏବଂ ସେହି ମିଠା ଖାଦ୍ୟ କୁ ପରିବାରର ସମସ୍ତ ସଦସ୍ୟ ମିଶିକି ଖାଆନ୍ତୁ । ଶୁକ୍ରବାର ଦିନ ରାତିରେ ମିଠା ଖାଦ୍ୟ ଖାଇଲେ ଦେବତା ମାନେ ସନ୍ତୁଷ୍ଟ ହୋଇଥାନ୍ତି । ଏହା ପାଳନ କଲେ ମଙ୍ଗଳ ହେବ ।

୩:- ଯଦି ଆପଣଙ୍କ ଘରେ ଗୋଟେ ବିରାଡ଼ି ଟିଏ ଛୁଆ ଜନ୍ମ କଲା କିମ୍ବା ମାଙ୍କଡ ଆମ୍ବ ହେଉ ବା ଯେକୌଣସି ଫଳ ଖାଇ ତାହାର ଛିନ୍ନ ଅଂଶ ଆପଣଙ୍କ ଘରେ କିମ୍ବା ବାଡ଼ିରେ ପକାଇ ଦିଏ । ତେବେ ଜାଣିବେ ସେହି ଦିନଠାରୁ ଆପଣଙ୍କ ଭଲ ସମୟ ଆରମ୍ଭ ହେଲା ।

୪:- ଭାତ ରାନ୍ଧି ସରିବା ପରେ ସମସ୍ତଙ୍କୁ ବାଢି ଦେଇ ସରିବା ପରେ କେବେ ହେଲେ ଭାତ ହାଣ୍ଡି ଖାଲି ରଖିବେ ନାହିଁ । କେବେ ହାଣ୍ଡି ପୋଛା ପୋଛି କରି ଦେବେ ନାହିଁ । ଅଳ୍ପ ଭାତ ହାଣ୍ଡିରେ ରଖିବେ । ଆପଣ ହଟକେସ ରେ ରୁଟି ରଖୁଥିଲେ, କେବେ ହେଲେ ହଟକେସ ଖାଲି ରଖନ୍ତୁ ନାହିଁ । ଗୋଟେ ନଚେତ୍ ଅଧା ରୋଟି ରଖନ୍ତୁ । ଏହା ନିୟମ ବିରୁଦ୍ଧ ଅଟେ । ଏହାକୁ ପାଳନ କଲେ ମଙ୍ଗଳ ହେବ ।

୬:- ସ୍ନାନ ବା ଗାଧୋଇବା, ଏହା ଚାରି ପ୍ରକାରର ଅଛି । ଅମୃତ ସ୍ନାନ, ଦୁଗ୍ଧ ସ୍ନାନ, ସୁରା ସ୍ନାନ ଓ ରକ୍ତ ସ୍ନାନ । ବ୍ରହ୍ମ ମୁହୂର୍ତ୍ତରେ ଭୋର ୪.୩୦ ରୁ ୫.୩୦ ଭିତରେ ଯେଉଁ ସ୍ନାନ ଟି କରାଯାଏ, ତାହାକୁ ଅମୃତ ସ୍ନାନ କୁହାଯାଏ । ୫.୩୦ ରୁ ୬.୩୦ ଭିତରେ ଯେଉଁ ସ୍ନାନ କରାଯାଏ, ତାହାକୁ ଦୁଗ୍ଧ ସ୍ନାନ କୁହାଯାଏ । ୬.୩୦ ରୁ ୯.୩୦ ଭିତରେ ଯେଉଁ ସ୍ନାନ କରାଯାଏ, ତାହାକୁ ସୁରା ସ୍ନାନ କୁହାଯାଏ । ଏବଂ ୯.୩୦ ପରେ ଆପଣ ଯେତେବେଳେ ମଧ୍ୟ ସ୍ନାନ କରିବେ ତାହାକୁ ରକ୍ତ ସ୍ନାନ କୁହାଯାଏ । । ଦୟାକରି ସବୁବେଳେ ଅମୃତ ସ୍ନାନ ନଚେତ ଦୁଗ୍ଧ ସ୍ନାନ କରିବାକୁ ଚେଷ୍ଟା କରନ୍ତୁ । ସୁରା ସ୍ନାନ ମଧ୍ୟ ଭଲ ନୁହେଁ ଓ ରକ୍ତ ସ୍ନାନ ଆଦୌ ଭଲ ନୁହେଁ ।

୭:- ମଙ୍ଗଳ ବାର ଦିନ କେବେ କାହାଠାରୁ କରଜ ଆଣନ୍ତୁ ନାହିଁ । ଯଦି ଆପଣ ମଙ୍ଗଳବାର ଦିନ ଧାର କିମ୍ବା କରଜ କରନ୍ତି ତେବେ ଏହାକୁ ଶୁଝିବା ବହୁତ କଷ୍ଟ ହୋଇଥାଏ । ଏବଂ ଯଦି ଆପଣ ଧାର କିମ୍ବା କରଜ ପୂର୍ବରୁ ଆଣିଛନ୍ତି ତେବେ ସେହି ପଇସା କୁ ମଙ୍ଗଳ ବାର ଦିନ ସୁଝି ଦିଅନ୍ତୁ । ଏହା କଲେ ଆପଣଙ୍କର ମଙ୍ଗଳ ହେବ ।

୮:- ଭଲ ସମୟ ଆସିବା ପୂର୍ବରୁ ଆପଣଙ୍କୁ ସୂଚନା ମିଳିଥାଏ । ଯଦି କୌଣସି ପକ୍ଷୀ ବାଦୁଡ଼ି ହେଉ କିମ୍ବା ଶୁଆ ହେଉ ଗୋଟେ ଫଳ ଖାଇ ଦର ଖଣ୍ଡିଆ କରି ଆପଣଙ୍କ ଦୁଆର ମୁହଁରେ କିମ୍ବା ଛାତ ଉପରେ ରାତିରେ ପକାଇ ଥାଏ, ଓ ଆପଣମାନେ ଏହାକୁ ସକାଳେ ଦେଖନ୍ତି । ସେହି ଦିନଠାରୁ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *