ବରଣମାଳା ପିନ୍ଧିବା ସମୟରେ emiti କଣ ହେଲା କି ଚାଲିଗଲା କନିଆଁ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ ଦାଣ୍ଡ…

ଦର୍ଶକ ବନ୍ଧୁ, ପ୍ରତ୍ଯେକ ବାପା ମା ନିଜ ସନ୍ତାନ ର ବିବାହ କୁ ନେଇ ଅନେକ ସ୍ଵପ୍ନ ମାନ ରଖିଥାନ୍ତି । ତାହା ସହ ପ୍ରତ୍ଯେକ ବ୍ୟକ୍ତିର ମଧ୍ୟ ନିଜ ବିବାହ କୁ ନେଇ ତଥା ନିଜ ସାଥି ଙ୍କୁ ନେଇ ଅନେକ ସ୍ଵପ୍ନ ମାନ ମଧ୍ୟରେ ରହିଥାଏ । ଏପରି ରେ ବିବାହ ପରେ ସ୍ଵାମୀ ସ୍ତ୍ରୀ ର ବନ୍ଧନ ଶେଷ ଜୀବନ ପର୍ଯ୍ୟନ୍ତ ପରସ୍ପର ପାଇଁ ହୋଇ ଯାଇଥାଏ । ମୃତ୍ୟୁ ଏହି ସଂସାର ର ଏକ ଏପରି ଅଟଳ ସତ୍ୟ ଯାହାକୁ କେହି କେବେ ମଧ୍ୟ ଅସ୍ଵୀକାର କରି ପାରିବେ ନାହିଁ ।

କିନ୍ତୁ ଦର୍ଶକ ବନ୍ଧୁ ଏକ ଏପରି ଖବର ସାମ୍ନା କୁ ଆସିଛି ଯେଉଁଠି କି ବାହା ବେଦି ରେ ବିବାହ ହେଉ ହେଉ ଆସିଥିଲା ମୃତ୍ୟୁ ଓ ଚାଲି ଯାଇଥିଲା କନ୍ୟା ର ପ୍ରାଣ । ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ସ୍ଥିତ ଲକ୍ଷ୍ନୌ ସହର ର ରାଜ ପାଳ ଙ୍କ ଘର ର କଥା, କ୍ଷଣକ ମଧ୍ୟରେ ବିବାହରେ ହେଉଥିବା ଖୁସି ର ସମୟ ଶୋକ ରେ ପାଲଟି ଯାଇଥିଲା । ବର ଆସିବା ପରେ ସମ୍ପୁର୍ଣ୍ଣ ରୀତି ନୀତି ର ସହକାରେ ପୁଅ କୁ ବେଦି ଉପରକୁ ଅଣା ଯାଇଥିଲା ।

କିନ୍ତୁ ବିବାହ ସମୟରେ ପଣ୍ଡିତ ଙ୍କ କହିବା ଅନୁସାରେ ପ୍ରଥମେ ଝିଅ ପୁଅ ବେକ ରେ ବରମାଳ ପିନ୍ଧାଇ ଥିଲା । ଏହା ପରେ ଯେତେବେଳେ ପୁଅ ଟି ଝିଅ ବେକ ରେ ବରମାଳା ପିନ୍ଧାଇ ଥିଲା ଝିଅ ଟି ସଙ୍ଗେ ସଙ୍ଗେ ଟଳି ପଡିଥିଲା । ଏହା ଦେଖି ସମସ୍ତେ କ୍ଷଣକ ରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ଝିଅ କୁ ନିକଟସ୍ଥ ଚିକିତ୍ସାଳୟ କୁ ନିଆ ଯାଇଥିଲା ।

ହେଲେ ସେଠାରେ ଡକ୍ଟର ଝିଅ କୁ ମୃତ ଘୋଷଣା କରି ଦେଇଥିଲେ । ସୂଚନା ରୁ ପ୍ରାପ୍ତ ହୋଇଛି କି ଝିଅ କୁ ହାର୍ଟ ଷ୍ଟୋକ ହୋଇ ଯାଇଥିଲା । ମୂହୁର୍ତ୍ତ ମାତ୍ରକ ରେ ଏକ ଖୁସି ର ସମୟ ଶୋକ ରେ ପରିଣତ ହୋଇ ଯାଇଥିଲା । ଶୁଣିବାକୁ ମିଳିଛି କି ବାହାଘର ର 10 ରୁ 20 ଦିନ ପୂର୍ବରୁ ଶିଭାଙ୍ଗୀ ଅସୁସ୍ଥ ଥିଲେ ଅତ୍ୟାଧିକ ଜ୍ଵର ହୋଇଥିବା କାରଣ ରୁ ତାଙ୍କୁ ଡାକ୍ତର ଖାନାକୁ ମଧ୍ୟ ନିଆ ଯାଇଥିଲା ।

ସେହି ସମୟ ରେ ଡକ୍ଟର ତାଙ୍କର ଲୋ ବ୍ଲଡ ପ୍ରେସର ଥିବା କଥା କହିଥିଲେ । ବାହାଘର ପୂର୍ବରୁ କିନ୍ତୁ ଶିଭାଙ୍ଗୀ ସଂପୂର୍ଣ୍ଣ ରୂପରେ ସୁସ୍ଥ ହୋଇ ଯାଇଥିଲେ । ହେଲେ ହଟାତ ବରମାଳ ପିନ୍ଧୁ ପିନ୍ଧୁ ହିଁ ଶିଭାଙ୍ଗୀ ଙ୍କର ପ୍ରାଣ ଚାଲି ଯାଇଥିଲା । ତେବେ ବନ୍ଧୁଗଣ ଆପଣ ମାନଙ୍କର ଏହି ପୋଷ୍ଟ ପ୍ରତି କଣ ମତାମତ ରହିଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲବେନି । ଧନ୍ୟବାଦ   

Leave a Reply

Your email address will not be published. Required fields are marked *