Odia Gk Questions- ଭାରତର କେଉଁ ରାଜ୍ୟରେ ସ୍ତ୍ରୀ ଭଡାରେ ମିଳେ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏଭଳି କିଛି ବିଶେଷ ଢଗ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଆପଣ ପୂର୍ବରୁ ଜାଣିନଥିବେ । ଏହା ବହୁତ ମହତ୍ବପୂର୍ଣ୍ଣ କଥା ସାଦୃଶ୍ୟ । କିଛି ଢଗ ସମ୍ବନ୍ଧରେ ସାଧାରଣତଃ ସମସ୍ତେ ଜାଣିଥିବା ବେଳେ ଆଉ କିଛି ବିଶେଷ ଢଗ ର ଅର୍ଥ ପ୍ରାୟ ଜାଣିନଥାନ୍ତି । ତେବେ ଆସନ୍ତୁ ଆଜିର ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- ସିଂହ ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର;- ୩୦ ଟି ।

୨;- ଭାରତରେ ସମୁଦାୟ କେତୋଟି ଗାଁ ଅଛି ?

ଉତ୍ତର;- ୬ ଲକ୍ଷ ଗାଁ ଅଛି ।

୩;- କୋକାକୋଲା କେଉଁ ଦେଶର କମ୍ପାନୀ ?

ଉତ୍ତର;- ଆମେରିକା ।

୪;- ପରିବାର ରାଣୀ କାହାକୁ କୁହାଯାଏ ?

ଉତ୍ତର;- ଲଙ୍କା ।

୫;- ସବୁଠାରୁ ବିଶ୍ଵାସୀ ପ୍ରାଣୀ କାହାକୁ କୁହାଯାଏ ?

ଉତ୍ତର;- କୁକୁରକୁ ।

୬;- ତାହା କ’ଣ ଯାହାର ଜନ୍ମ କେବଳ ଗୋଇଠା ଖାଇବା ପାଇଁ ହୋଇଛି ?

ଉତ୍ତର;- ଫୁଟବଲ ।

୭;- କେଉଁ ପଶୁ ଉପରେ ଆଘାତ ହେଲେ ସେ ମଣିଷ ପରି କାନ୍ଦେ ?

ଉତ୍ତର;- ଭାଲୁ ।

୮;- ହାତୀ କେତେ ବର୍ଷ ବଞ୍ଚେ ?

ଉତ୍ତର;- ୧୦୦ ବର୍ଷ ।

୯;- କେଉଁ ଯିବାର ପାକସ୍ଥଳୀ ତାହାର ମୁଣ୍ଡରେ ଥାଏ ?

ଉତ୍ତର;- ପିମ୍ପୁଡି ।

୧୦;- ଭାରତର କେଉଁ ରାଜ୍ୟରେ ସ୍ତ୍ରୀ ଭଡାରେ ମିଳେ ?

ଉତ୍ତର;- ଆସାମର ଏକ ଗାଁ ରେ ।

୧୧;- ଓଡିଶାର କେଉଁଠି କୁମ୍ଭୀର ଚାଷ କରାଯାଏ ?

ଉତ୍ତର;- ଭିତର କନିକା ଏବଂ ଟିକର ପଡା ।

୧୨;- ଲୁହା ଉତ୍ପାଦନରେ ପୃଥିବୀର ଶ୍ରେଷ୍ଠ ଦେଶ କିଏ ?

ଉତ୍ତର;- ଆମେରିକା ।

୧୩;- ଜଣେ ବୟସ୍କ ବ୍ୟକ୍ତି ଦିନକୁ କେତେ ଘଣ୍ଟା ଶୋଇବା ଉଚିତ ?

ଉତ୍ତର;- ୬ ରୁ ୮ ଘଣ୍ଟା ।

୧୪;- କେଉଁ ଜୀବ ନିଜ ଓଜନ ଠାରୁ ପ୍ରାୟ ୫୦ ଗୁଣ ଓଜନର ଜିନିଷ ବୋହି ନେଇପାରେ ?

ଉତ୍ତର;- ପିମ୍ପୁଡି ।

୧୫;- ତାହା କଣ ଯାହା ବିବାହ ପୂର୍ବରୁ ସ୍ଵାମୀ ଓ ସ୍ତ୍ରୀ ର ହୋଇଥାଏ କିନ୍ତୁ ବିବାହ ପରେ କେବଳ ସ୍ବାମୀର ହୋଇଥାଏ ?

ଉତ୍ତର;- ଦୋଷ ।

୧୬;- ଯଦି ପାନ ଚୋବାଇବା ପାଇଁ ସମ୍ପକିତ ତେବେ ଫୁଟବଲ କାହା ପାଇଁ ସମ୍ପକିତ ?

ଉତ୍ତର;- କିକ ପାଇଁ ।

୧୭;- କେଉଁ ଦେଶକୁ battleground of europe ବୋଲି କୁହାଯାଏ ?

ଉତ୍ତର;- ବେଲଜିୟମ ।

୧୮;- city of two continents କେଉଁ ଦେଶକୁ କୁହାଯାଏ ?

ଉତ୍ତର;- ଇସ୍ତାନବୁଲ ।

୧୯;- ପଦ୍ମିନୀ କେଉଁ ରାଜ୍ୟର ରାଣୀ ଥିଲେ ?

ଉତ୍ତର;- ମେୱାର ।

୨୦;- ଏମିତି କେଉଁ କାମ ଅଛି ଯାହା ମହିଳା ମାନେ କରିପାରିବେ କିନ୍ତୁ ତାହାକୁ ପୁରୁଷ ମାନେ କରି ପାରିବେ ନାହିଁ ?

ଉତ୍ତର;- ପିଲା ଜନ୍ମ କରିବା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *