ଖଟରେ ବୋହୂ ହେଉଥିଲା ଗୁଲୁଗୁଲୁ… ସ୍ୱାମୀ ଓ ଶଶୂର ଦେଖିଦେଲେ ପ୍ରେମିକକୁ…ଆଉ ତା ପରେ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୋହୂର ପରକୀୟାପ୍ରୀତି ଦେଖିଦେଲେ ସ୍ଵାମୀ ଓ ଶ୍ଵଶୁର ! ପର ପୁରୁଷ ସହ ବୋହୂ ରଖିଥିଲା ଅନୈତିକ ସମ୍ପର୍କ !  ତେବେ ମୟୂରଭଞ୍ଜ ଜିଲ୍ଲା ମେରୋଡା ବ୍ଲକ ବେତନଟୀ ଥାନା ଅଧିନସ୍ଥ କେନ୍ଦୁଝରିଆ ଗ୍ରାମରେ ଏପରି କିଛି ଘଟଣା । ତେବେ ସୂଚନା ମୁତାବିକ ଗତ ସୋମବାର ଦିନ ଉକ୍ତ ଗ୍ରାମରେ ନାଚଗୀତର କାର୍ଯ୍ୟକ୍ରମ ଚାଲୁଥିଲା । ଏହି ସମୟରେ ବଣ୍ଡିଗୋଦା ଗ୍ରାମର ଜର୍ସାୟୁ ତାଙ୍କ ପରିବାର ନେଇ ନାଚଗୀତ ଦେଖିବାକୁ ଆସିଥିଲେ ।

ତାପରେ ସେହି ସମୟରେ ବୋହୁ କୁଆଡେ ଚାଲି ଯାଇଥିଲେ । ତେବେ ବୋହୂ କୁଆଡେ ହଟାତ ଚାଲିଯିବାର ଦେଖି ଉକ୍ତ ମହିଳାଙ୍କ ସ୍ଵାମୀ ଓ ତାଙ୍କର ଶ୍ଵଶୁର ବୋହୂକୁ ଖୋଜିବା ପାଇଁ ବାହାରିପଡିଥିଲେ । ତେବେ ଏପରି ଖୋଜୁ ଖୋଜୁ ମହିଳା ଜଣଙ୍କ ଏକ ପର ପୁରୁଷ ସହ ଅନୈତିକ କାର୍ଯ୍ୟରେ ଲୀପ୍ତ ରହିଥିଲା । ଯାହାକୁ ନିଜ ଆଖି ସାମ୍ନାରେ ଦେଖିପକାଇଥିଲେ ସ୍ଵାମୀ ଓ ଶ୍ଵଶୁର । ତାପରେ ଏପରି ଦୃଶ୍ୟ ଦେଖିବା ପରେ ଉକ୍ତ ମହିଳାଙ୍କ ସ୍ଵାମୀ ଓ ଶ୍ଵଶୁର ରାଗରେ ଜର୍ଜର ହୋଇପଡିଥିଲେ ।

ତେବେ ରାଗ ବଶତଃ ସ୍ଵାମୀ ଓ ଶ୍ଵଶୁର ମିଶି ଅନୈତିକ କାର୍ଯ୍ୟରେ ବୋହୂ ସହ ଲୀପ୍ତ ଥିବା ପର ପୁରୁଷଟି କୁ ମାରିପକାଇଥିଲେ । ତାପରେ ଏହି ଘଟଣାକୁ ସ୍ଥାନୀୟ ଲୋକ ଜାଣିବା ପରେ ଉକ୍ତ ଶ୍ଵଶୁର ଓ ସ୍ଵାମୀଙ୍କୁ ଏକ ଗଛରେ ବାନ୍ଧି ପକାଇଥିଲେ । ତେବେ ଧୀରେ ଧୀରେ ଏହି ଘଟଣାଟି ଲୋକଙ୍କ ସାମ୍ନାକୁ ଆସିବା ପରେ ଘଟଣା ଉପରେ ଅଧିକ ତଦନ୍ତ କରିବା ପାଇଁ ପୋଲିସକୁ ସୂଚନା ଦିଆଯାଇଥିଲା ।

ତାପରେ ଘଟଣା ସ୍ତଳକୁ ପୋଲିସ ଆସିବା ସହ ତଦନ୍ତ ପାଇଁ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଅଧିକ ପଚରା ଉଚରା କାର୍ଯ୍ୟ ଜାରୀ ରଖିଛି । ତେବେ ଏହି ଘଟଣା ଉପରେ ତଦନ୍ତ ସାରିଲା ପରେ ସ୍ଵାମୀ ଥାଉ ଥାଉ ସ୍ତ୍ରୀ ପର ପୁରୁଷ ସହ ଅନୈତିକ ସମ୍ପର୍କ ରଖିବା । ଏହା ସହ ଏପରି ଘଟଣା ଦେଖିବା ପରେ କୌଣସି ବୁଝାସୁଝା କାର୍ଯ୍ୟ ନକରି ଏପରି ଜଣଙ୍କୁ ହ-ତ୍ୟା ଉଦ୍ୟମ କରିବା ।

ଏହା ଉପରେ ପୋଲିସ ବିଚାର କରି କଣ କାର୍ଯ୍ୟନୁଷ୍ଠାନ ନେବ ତାହା ଆଗାମୀ ସମୟରେ ହିଁ ଜଣାପଡିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *