ବ୍ଲକ ଅଫିସ ଆଗରେ ବୋଲୋରୋ ମାଗୁଛି ନ୍ୟାୟ ! କରୁଛି ଅନଶନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟଙ୍କା ପାଇଁ ବ୍ଲକ ଅଫିସ ଆଗରେ ବୋଲରର ଧାରଣା ! ବକେୟା ଟଙ୍କା ପାଇଁ ଅଭିନବ ପ୍ରତିବାଦ ! ଟଙ୍କା ନମିଳିଲେ ଉଠିବ ନାହିଁ ବୋଲୋର ! ତେବେ ସୂଚନା ମୁତାବିକ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅଫିସ ସାମ୍ନାରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଏଭଳି ଅଭିନବ ଢଙ୍ଗରେ ଗାଡି ମାଲିକ ବ୍ଲକ ଅଫିସ ସାମ୍ନାରେ ଟଙ୍କା ମାଗିଛି । ଗାଡି ମାଲିକଙ୍କ କହିବା ଅନୁଯାଇ ମୁଁ ହାତ ଯୋଡି ଅନୁରୋଧ କରୁଛି ।

ଯେ ବିଡିଓ ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ଯାର ବହୁ ଶୀଘ୍ର ସମାଧାନ କରନ୍ତୁ । ଦୀର୍ଘ ୧୮ ମାସ ର ଗାଡି ପଇସା ଓ ତେଲ ପଇସା ଜମାରୁ ପାଇନାହୁଁ । ୯  ରୁ ୧୦ ଲକ୍ଷ ଟଙ୍କା ଭଳି ଟଙ୍କା ବକେୟା ହୋଇ ପଡି ରହିଛି । ଯେତେବେଳେ ଏହି ଟଙ୍କା ମିଳିବ ତାପରେ ଯାଇ ଗାଡି ହଟିବ । ଗାଡି ମାଲିକ ଜଣଙ୍କ ବ୍ଲକ ଅଫିସ ସାମ୍ନାରେ ଗାଡିଟି ରଖିଦେଇଯାଇଥିଲେ । ତାପରେ ୩ ଦିନ ହୋଇଗଲାଣି ।

ଗାଡି ମାଲିକ ଜଣଙ୍କ ଆସୁ ନାହାନ୍ତି କି ଗାଡିଟି ମଧ୍ୟ ନେଉଆ ନାହାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଗାଡି ମାଲିକଙ୍କ କହିବା ଅନୁଯାଇ ତୁମୁଡିବନ୍ଧ ବ୍ଲକର ସମସ୍ତ ଅଫିସର ଓ କର୍ମଚାରୀ ମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ସବୁଦିନ ବ୍ଲକ ଆସି ଗୁହାରୀ କରିଛି । ହେଲେ କେହି ବି ଶୁନୁନଥିଲେ । ଏତେ ଥର ପ୍ରୟାସ କରି ମଧ୍ୟ ସବୁବେଳେ ବିଫଳ ହୋଇ ଏଠାରୁ ଯାଇଛି ।

ତେବେ ବକେୟା ଟଙ୍କା ମିଳିବା ପାଇଁ ହିଁ ଅଫିସ ସାମ୍ନାରେ ଗାଡି ମାଲିକ ବୋଲୋର ଗାଡିଟି ରଖି ଯାଇଛନ୍ତି । ତେବେ ଅଫିସ ସାମ୍ନାରେ ବୋଲୋର ଗାଡିଟି ୩ ଦିନ ଆସି ରହିଥିବା ଯୋଗୁ ବିଡିଓ ଓ ସେଠାକାର ସମ୍ପୃକ୍ତ କର୍ମକର୍ତ୍ତା ମାନେ ମଧ୍ୟ ଏଥି ଯୋଗୁ ହଇରାଣର ସମ୍ମୁଖୀନ ହେଉଛନ୍ତି । ତେବେ ଏ ନେଇ ବ୍ଲକ ଅଫିସ ବିଡିଓ କେଉଁ କାର୍ଯ୍ୟନୁଷ୍ଠାନ ନେବେ ।

ତାହାକୁ ଦେଖିବା ପାଇଁ ଅପେକ୍ଷା ରହିଲା । ତାପରେ ଯାଇ ଅଫିସ ସାମ୍ନାରୁ ଗାଡିଟି ଉଠିବ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *