କୋର୍ଟ ସାମ୍ମନାରେ ସ୍ୱାମୀଙ୍କୁ ଗଡାଇ ତଡାଇ ମାରିଲେ ସ୍ତ୍ରୀ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଟିଭି କିମ୍ବା ମୋବାଇଲ ରେ ଅନେକ ଗୁଡିଏ ନ୍ୟୁଜ କିମ୍ବା ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ସବୁ ଦେଖୁଥିବେ । ଅନେକ ଘ-ଟ-ଣା ଏବଂ ଦୁ-ର୍ଘ-ଟ-ଣା ସମ୍ପର୍କରେ ଅବଗତ ମଧ୍ୟ ହେଉଥିବେ । ତେବେ ଆପଣ । ଯୌ-ତୁ-କ ନି-ର୍ଯ୍ୟା-ତ-ନା ର ଅନେକ ଖବର ଶୁଣି ଥିବେ । ବ-ଧୂ ହ-ତ-ୟା ,ସ୍ୱାମୀ ର ପ୍ର-ତା-ର-ଣା ଏବଂ ଧୋ-କା ଅ-ତ-ୟା-ଚା-ର ଆଦି ବିଷୟରେ ଆଲୋଚନା କରିଥିବେ । ତେବେ ସେହି ଭଳି ଏକ ଘଟଣା ବର୍ତ୍ତମାନ ନଜର କୁ ଆସିଛି ।

ସ୍ୱାମୀ ସ୍ତ୍ରୀ ଦୁଇଜଣ ପାରସ୍ପରିକ କଥା ଏବଂ ମନ ମତାନ୍ତର ହେବା ଯୋଗୁଁ କୋର୍ଟ ସାମ୍ନା ରେ ହିଁ ମା-ର- ପି-ଟ ଆରମ୍ଭ କରି ଦେଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରିନେବା । ତେବେ ଘଟଣା ଟି କିଛି ଏଭଳି କି ସ୍ୱାମୀ ଜଣଙ୍କ କୋର୍ଟ ରେ ଡି-ଭୋ-ର୍ସ କେ-ଶ ଫା-ଇ-ଲ କରିଥିଲେ ତେବେ କୋର୍ଟରେ ଜଜ୍ ଯେତେବେଳେ ଏହା କହିଥିଲେ କି ତୁମେ ଭଲ ସ୍ତ୍ରୀ ପାଇଛ ଏବଂ ଦୁଇ ବର୍ଷ ର ସନ୍ତାନ ମଧ୍ୟ ଅଛି ତେବେ କେଉଁ କାରଣ ପାଇଁ ଡିଭୋର୍ସ ନେବ ।

ତେବେ ସ୍ୱାମୀ ଜଣଙ୍କ ନିଜ ଜୀଵନ ପ୍ରତି ବି-ପ-ଦ ଅଛି ବୋଲି କହି ଛାଡପତ୍ର ଚାହୁଁଛନ୍ତି ବୋଲି କହିଥିଲେ । ତେବେ କୋର୍ଟ ତାଙ୍କୁ ୨୯ ତାରିଖ ଡେଟ ଦେଇଥିଲେ ତେବେ କୋର୍ଟ ବାହାରକୁ ଆସିବା ପରେ ଦୁହିଁଙ୍କ ଭିତରେ କୌଣସି କଥାକୁ ନେଇ ଯୁ-କ୍ତି-ତ-ର୍କ ଆରମ୍ଭ ହୋଇଥିଲା ଏବଂ ପରେ ଦୁହେଁ ପରସ୍ପରକୁ ମା-ଡ଼ ମା-ରି-ବା ଆରମ୍ଭ କରିଦେଲେ ତେବେ ସେଠାରେ ଉପସ୍ଥିତ ଆଶା ଦିଦି ଏବଂ ଅନ୍ୟ ଲୋକମାନେ ଆସି ସେମାନ ଙ୍କୁ ଅ-ଟ-କା-ଇ ଥିଲେ ।

ତେବେ ସ୍ତ୍ରୀ ଙ୍କ କହିବା କଥା ସେ ବିବାହ ସମୟରେ କୌଣସି ଯୌ-ତୁ-କ ଆଣି ନଥିଲେ ତେବେ ସେହି କାରଣ ଯୋଗୁଁ ତାଙ୍କ ଶାଶୂ ଘର ଲୋକ ସବୁବେଳେ ତାଙ୍କ ଉପରେ ଅ-ତ-ୟା-ଚା-ର କରିଥାନ୍ତି । ତେବେ ପୂର୍ବ ବର୍ଷ ଗଣେଶ ପୂଜା ରେ ତାଙ୍କ ନଣନ୍ଦ ଏବଂ ସ୍ୱାମୀ ଦୁଇଜଣ ମିଶି ତାଙ୍କ ତ-ଣ୍ଟି ଚି-ପି-ବା-କୁ ଚେଷ୍ଟା କରିଥିଲେ ତେବେ ସେ ଆଶା ଦିଦି ଙ୍କ ପାଖରେ ଆସି ସବୁ କହିବା ସହ ଆଶ୍ରୟ ନେଇଥିଲେ ।

ତେବେ ସେ ପୂର୍ବରୁ ମଧ୍ୟ କୋର୍ଟ ପୋଲିସ ଆଗରେ ଭୁଲ ମାଗି ନିଜ ସ୍ତ୍ରୀ ଙ୍କୁ ରଖିବି ବୋଲି କହିଥିଲେ କିନ୍ତୁ ଫୁଣି ଥରେ ଲୁଚିବା ଏବଂ ନି-ର୍ଯ୍ୟା-ତ-ନା ଦେଇଥିଲେ । ତେବେ ସ୍ତ୍ରୀ ଙ୍କ କହିବା କଥା ସେ ନିଜ ସ୍ୱାମୀ ଙ୍କ ସହ ରହିବାକୁ ଚାହୁଁଛନ୍ତି ଏବଂ ତାଙ୍କ ର ଏବଂ ତାଙ୍କ ଛୁଆ ର ଭରଣ ପୋଷଣ ମଧ୍ୟ ତାଙ୍କ ସ୍ୱାମୀ ହିଁ କରିବେ । ତେବେ ଏଥିରେ ଆପଣ ମାନଙ୍କ ମତ କଣ ଆମକୁ କମେନ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *