ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ଫିଲ୍ମ କମେଡିଆନ Suman Maharana ଙ୍କ Family & Biography

ନମସ୍କାର ବନ୍ଧୁଗଣ ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ସୁମନ ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ବର୍ତ୍ତମାନ ଘରେ ଘରେ ପରିଚିତ ଅଟନ୍ତି । ଏହା ସହିତ ତାଙ୍କର ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ଦେଖିବାକୁ ଭଲ ମଧ୍ୟ ପାଆନ୍ତି । ତେବେ ଓଡ଼ିଶା ଏବଂ ଓଡ଼ିଆ ର ପ୍ରତ୍ୟେକ ବ୍ୟକ୍ତି ଙ୍କ ମନରେ ସୁମନ ବାସ କରନ୍ତି । ତେବେ ସ ନିଜର ସୁନ୍ଦର ଅଭିନୟ ଏବଂ ଅନ୍ଦାଜ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି ।

ତେବେ ସେ ନିଜ କମେଡି ମାଧ୍ୟମରେ ଲୋକ ମାନଂକୁ ହସାଇବା ରେ ସଫଳତା ମଧ୍ୟ ହୋଇ ପାରିଛନ୍ତି । ଏହା ସହିତ ଏଭଳି କୌଣସି ବ୍ୟକ୍ତି ନାହିଁ ଯେ ତାଙ୍କ ଅଭିନୟ ଦେଖି ନ ହସି ରହି ପାରିବ । ତାଙ୍କର ଅଭିନୟ ବାସ୍ତବରେ ଲୋକ ମାନଙ୍କୁ ଖୁବ ଆକର୍ଷିତ ମଧ୍ୟ କରିଥାଏ । ତେବେ ସେ ଅନେକ ଆଲବମ ଗୀତରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ସେସବୁ ମଧ୍ୟ ହିଟ ହୋଇଛି ।

ସୁମନ ଙ୍କ ପୁରାନାମ ହେଉଛି ସୁମନ ମହାରାଣା ତେବେ ସେ ୨୦୦୪ ମସିହାରେ କଣ୍ଡେଇ ଆଖିରେ ଲୁହ ସିନେମା ରେ ଏକ କଣ୍ଡେଇ ଭୁମିକାରୁ ଏହି ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ତାଙ୍କୁ ବେଷ୍ଟ ହାସ୍ୟ ଅଭିନେତା ର ଆୱାର୍ଡ ମଧ୍ୟ ମିଳିଛି । ତେବେ ତାଙ୍କ ଉଚ୍ଚତା ହେଉଛି ୪ ଫୁଟ । ସେ ଅନେକ ଓଡ଼ିଆ ହିଟ ସିନେମା ରେ କାମ କରିଛନ୍ତି ଯେମିତିକି ଲକ୍ଷ୍ମୀ ପ୍ରତିମା, ପ୍ରିୟ ମୋ ଆସିବ ଫେରି, ମାୟା,ତୁ ମୋ ଆଖିର ତାରା,ଜଗୁ ଅଟୋବାଲା ଆଦି ।

ତେବେ ସେ ଗୋଟିଏ ଚଳଚ୍ଚିତ୍ର କରିବା ପାଇଁ ଦୁଇ ରୁ ତିନି ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ନିଜର ଘର ଅଛି ଯେଉଁଠି ତାଙ୍କ ପୁରା ପରିବାର ରୁହେ ଏବଂ ଦୁଇଟି କାର ଅଛି ତେବେ ମୋଟାମୋଟି ଭାବରେ ତାଙ୍କ ପାଖରେ ୭୦ ରୁ ୮୦ ଲକ୍ଷ ସମ୍ପତ୍ତି ରହିଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *