Odia Jokes- ଚଉଠି ରାତିରେ, ସ୍ଵାମୀ- ତମେ ଅଣ୍ଡରୱିୟର କାହିଁକି ପିନ୍ଧିନ ? ସ୍ତ୍ରୀ- କାରଣ ମୁ ମମି ଙ୍କୁ ପ୍ରମିଜ କରିଥିଲି ଯେ…

ବନ୍ଧୁଗଣ ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ପପୁ ନିଜର ଏକ ସାଙ୍ଗକୁ କହିଲା- ଆଜି ପ୍ରଥମ ଥର ବାସନ ମାଜିବାର ଏକ ଫାଇଦା ମିଳିଲା ।

ଆଜି ପଡୋଶୀ ସ୍ତ୍ରୀ କହିଲା- କାସ ଏ ମୋ ସ୍ଵାମୀ ହେଇଥାନ୍ତେ ।

ସ୍ତ୍ରୀ ମତେ କହିଲା- ଆଜି ପରଠାରୁ ତମେ ବାସନ ଠାରୁ ଦୂରେଇ ରହିବ ।

୨. ଗୋଟେ ଥର ସ୍ଵାମୀ ନିଜ ସ୍ତ୍ରୀ ଆଡକୁ ମୁହଁ କରିଲା ଓ ନିଜ ସ୍ତ୍ରୀ ଦେହକୁ ଆଉଁସିବାକୁ ଲାଗିଲା…

ସ୍ତ୍ରୀ- କ୍ଷମା କର କାଲି ମତେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବାର ଅଛି, ମୁ ସଫା ରହିବାକୁ ଚାହୁଁଛି ।

ସ୍ଵାମୀ ମୁହଁ ଶୁଖାଇ ଅଲଗା ଆଡକୁ ମୁହଁ କରିଦେଲା ଓ କହିଲା ତମେ କାଲି ଡେଣ୍ଟେଷ୍ଟ ପାଖକୁ ଯାଉ ନାହଁ ତ ?

ଶିକ୍ଷକ: ଦୁନିଆରେ ସମୁଦାୟ ଦେଶ ସଂଖ୍ୟା କେତେ ?

ରାଜୁ: କେବଳ ଭାରତ ହିଁ ଗୋଟିଏ ଦେଶ ସାର ।

ଶିକ୍ଷକ: ତା ହେଲେ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ପାକିସ୍ତାନ, ଜର୍ମାନୀ ଓ ଅନ୍ୟ ଦେଶ ସବୁ କଣ ?

ରାଜୁ: ସାର ସେ ସବୁ ବିଦେଶ ।

୩. ସୋନୁକୁ ଗୋଟେ ଝିଅ କାରରେ ଧ-କ୍କା ମା-ରି-ଦେ-ଲା ।

ଆ-ହ-ତ ହୋଇ ସେ ଡାକ୍ତରଙ୍କ ପାଖକୁ ଗଲା ।

କ୍ଷତ ବାନ୍ଧୁଥିବା ବେଳେ ଡାକ୍ତର ବାବୁ କହିଲେ:-

ଯଦି ତୁମେ ଦେଖିଲ କି ଝିଅଟି କାର ଚଲାଉଛି

ତା’ହେଲେ ତୁମେ ରାସ୍ତାରୁ ଦୂରେଇ ଗଲନି କାହିଁକି ?

ସୋନୁ ଏକଦମ ଚିଡି ଯାଇ କହିଲା:

ଆବେ କେଉଁ ରାସ୍ତା ? କେମିତି ରାସ୍ତା ?

ମୁଁ ତ ଗାର୍ଡେନରେ ଶୋଇଥିଲି ।

୪. ବାହାଘର କଣ କେମିତି ହୁଏ

ଏହା ଜାଣିବା ପାଇଁ ଜଣେ ବୈଜ୍ଞାନିକ

ବାହା ହୋଇ ପଡିଲେ ।

ଆଉ ଏବେ ତାଙ୍କୁ ବୁଝା ପଡୁନି କି

ବିଜ୍ଞାନ କଣ !!

୫. ଜଣେ ସୁନ୍ଦରୀ ଯୁବତୀ ରେଲୱେ ଷ୍ଟେସନ ରେ

ଟଙ୍କିକିଆ କଏନ ପକାଇ

ଓଜନ ଚେକ କଲା- ୪୮ କିଲୋ

ସ୍ୟାଣ୍ଡେଲ ବାହାର କରିଦେଲା- ୪୬ କିଲୋ

ଜ୍ୟାକେଟ ଖୋଲିଦେଲା- ୪୪ କିଲୋ

ପୁଣି ଓଢଣି- ୪୩ କିଲୋ, ଏମିତି ଯୁବତୀନାକ କଏନ ସରିଗଲା

ପଛପଟୁ ଜଣେ ଭିକାରି କହିଲା-

“ମ୍ୟାଡାମ ଆପଣ ଚାଲୁ ରଖନ୍ତୁ, ଏବେ କଏନ ମୁଁ ପକେଇବି”

୬. ଚଉଠି ରାତିରେ

ସ୍ଵାମୀ- ତମେ ଅଣ୍ଡରୱିୟର କାହିଁକି ପିନ୍ଧିନ ?

ସ୍ତ୍ରୀ- କାରଣ ମୁ ମମି ଙ୍କୁ ପ୍ରମିଜ କରିଥିଲି ଯେ, ମୁ କାହା ସାମ୍ନାରେ ମୋର ଅଣ୍ଡରୱିୟର ବାହାର କରିବି ନାହିଁ

Leave a Reply

Your email address will not be published. Required fields are marked *