ସ୍ଵାମୀ ପ୍ରେମ ଆଉ ଭଲ ଲାଗୁନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀ ପ୍ରେମ ଆଉ ଭଲ ଲାଗୁନି ! ସ୍ତ୍ରୀ କରୁଛି ପର ପୁରୁଷ ସହ ପରକୀୟା ପ୍ରୀତି ! ଯାହାକୁ ଖୁଲମଖୁଲା ଦିନ ଦିପହର ସମୟରେ ଧରି ନେଇଛି ସ୍ଵାମୀ ! ତେବେ ସୂଚନା ମୁତାବିକ ଏପରି ଏକ ଖବର ଆସି ପହଞ୍ଚିଛି । ତେବେ ବନ୍ଧୁଗଣ ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ସମ୍ପର୍କ ଗଢି ଉଠିଥାଏ । ଯେଉଁଠାରେ କି ସ୍ଵାମୀ ଓ ସ୍ତ୍ରୀ ଉଭୟ ଉଭୟଙ୍କର ସବୁ କିଛି ବୋଲି ମାନି ନେଇଥାନ୍ତି ।

ସେ ସ୍ଵାମୀ ହେଉ ଅବା ସ୍ତ୍ରୀ ନିଜ ସ୍ଵାମୀ କିମ୍ବା ସ୍ତ୍ରୀ କୁ ଛାଡି ଅନ୍ୟ କାହାକୁ ଆଖି ଉଠାଇ ଅନାଇବା ମଧ୍ୟ ତାଙ୍କ ପାଇଁ ପାପ ହୋଇଥାଏ । ହେଲେ ଏଠାରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ କି ଖୁଲମଖୁଲା ନିଜ ଶାଶୁ ଘରେ ବୋହୁ ଜଣଙ୍କ ଏପରି କିଛି କାଣ୍ଡକାରନାମା ରଚିଛନ୍ତି । ତେବେ ଏହାପୁଣି ଦିନ ଦିପହରରେ ଘରେ କେହି ନଥିବା ବେଳେ ଘରର ବୋହୁ ଏକ ପର ପୁରୁଷକୁ ଘରକୁ ଡାକି ଆଣିଥିଲା ।

ତାପରେ ପର ପୁରୁଷ ସହିତ ବୋହୁ ଜଣଙ୍କ ଅନୈତିକ କାର୍ଯ୍ୟରେ ଲୀପ୍ତ ରହିଥିଲା । ହେଲେ ଏହି ସମସ୍ତ ଦୃଶ୍ୟ ହଟାତ ଭାବରେ ସ୍ଵାମୀର ଆଖି ସାମ୍ନାରେ ପଡିଗଲା । ସ୍ତ୍ରୀ ଜଣଙ୍କ ପର ପୁରୁଷ ସହିତ ଥିବା ବେଳେ ହଟାତ ଯେତେବେଳେ ସ୍ଵାମୀ ସେଠାକୁ ଚାଲି ଆସିଥିଲେ । ଏହା ଦେଖି ସ୍ତ୍ରୀ ଓ ସେହି ପର ପୁରୁଷ ଜଣଙ୍କ ଘାବରାଇ ଯାଇଥିଲେ । ଏହାପରେ ଉଭୟଙ୍କ ମୁହଁରୁ ପଦୁଟିଏ ବଚନ ମଧ୍ୟ ବାହାରି ନଥିଲା ।

ଯେତେ ଯାହା କହିଲେ ବି କିଛି ନଯାଣିଲା ଭଳି ଉଭୟ ଯାକ ସେଠାରେ ବସି ରହିଥିଲେ । ତାପରେ ସ୍ଵାମୀ ଜଣଙ୍କ ନିଜ ସ୍ତ୍ରୀ’ କୁ ଗାଳି ଗୁଲଜ କରିଥିଲା । ଏହା ସହିତ ସ୍ତ୍ରୀ ନିଜର ମନୋରଞ୍ଜନ ପାଇଁ ଡାକିଆଣିଥିବା ସେହି ପର ପୁରୁଷକୁ ମଧ୍ୟ ସ୍ଵାମୀ ଜଣଙ୍କ ଟ୍ୟୁସନ କରିବା ଆରମ୍ଭ କରିଦେଇଥିଲେ । ତାପରେ ଏହି କଥା ଘର ଲୋକ ସମସ୍ତଙ୍କ ନିକଟରେ ଧରା ପଡିଯାଇଥିଲା ।

ତେବେ ସ୍ଵାମୀ ଥାଉ ଥାଉ ଜେନ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା କେତେ ଦୂର ଠିକ ତାହା ଆପଣ ମାନେ କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *