PM Modi ଙ୍କ ସୁରକ୍ଷାରେ ତୃଟି ! ମୋଦୀଙ୍କୁ ଫିଙ୍ଗିଲେ ମୋବାଇଲ …

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଘଟିଲା ବଡ ଏକ ତ୍ରୁଟି ! ତେବେ ସୂଚନା ମୁତାବିକ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ କୋଚିକୁ ଯାଇଥିଲେ । ଯେଉଁଠାରେ କି ପାଦରେ ଚାଲି ଚାଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚି ଲୋକ ମାନଙ୍କୁ ସମ୍ବୋଧନ କରୁଥିଲେ । ପାଖାପାଖି ୨ କିଲୋମିଟର ଭଳି ରାସ୍ତାରେ ଚାଲି ଚାଲି ପ୍ରଧାନ ମନ୍ତ୍ରୀ ଯାଉଥିଲେ ।

ସେହି ସମୟରେ କେରଳର କୋଚି ରାସ୍ତାରେ ଉଭୟ ପାର୍ଶ୍ଵରୁ ଠିଆ ହୋଇ ରହିଥିବା ଲୋକ ମାନେ ପ୍ରଧାନ ମନ୍ତ୍ରୀଙ୍କୁ ସମ୍ମାନର ସହ ଫୁଲ ଜ୍ଞାପନ କରୁଥାନ୍ତି । ହେଲେ ହଟାତ ଏହି ସମୟରେ ପ୍ରଧାନ ମନ୍ତ୍ରୀଙ୍କ ଉପରକୁ କେହି ଜଣେ ମୋବାଇଲ ଫୋନଟି ଫୋପାଡି ଥିଲେ । ଯାହାକି ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ପାଇଁ ବହୁତ ବଡ ଏକ ଅପମାନ ଜନକ କଥା ଅଟେ । ହେଲେ ଷୌଭାଗ୍ୟ ବଶତଃ କେହି ଜଣେ ଯେତେବେଳେ ଦୂରରୁ ଥାଇ ଫୋନଟିକୁ ପ୍ରଧାନ ମନ୍ତ୍ରୀଙ୍କ ଉପରକୁ ପକାଇଥିଲେ ।

ସେହି ସମୟରେ ଫୋନଟି ଆସି ପ୍ରଧାନ ମନ୍ତ୍ରୀକ ଦେହରେ ବାଜିନଥିଲା । ସେହି ସମୟରେ ଉଭୟ ପାର୍ଶ୍ଵରେ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀମାନେ ଏହି ଫୋନକୁ ପ୍ରଧାନ ମନ୍ତ୍ରୀଙ୍କ ପାଖକୁ ଯିବାରୁ ହଟାଇ ଦେଇଥିଲେ । ତେବେ ସୂଚନା ମୁତାବିକ ପ୍ରଧାନ ମନ୍ତ୍ରୀ କେରଳର କୋଚି ଗସ୍ତର ରୋଡ ‘ ସୋ ରେ ଯାତ୍ରା କରୁଥିବା ସମୟରେ ତାଙ୍କ ଉପରେ ଫୋନ ଫିଙ୍ଗିବା ଜମାରୁ ମଧ୍ୟ ଗ୍ରହଣୀୟ କଥା ନୁହେଁ ।

ତେବେ ବର୍ତ୍ତମାନ ସମୟରେ ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିପଡିଛି । ତେବେ ସୂଚନା ମୁତାବିକ କେରଳ ଗ୍ରସ୍ତର ଯିବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ହ-ତ୍ୟା ଧମକ ମିଳିଥିବାର ସୂଚନା ମଧ୍ୟ ମିଳିଥିଲା ।ତେବେ କେରଳ ଠାରେ ପ୍ରଧାନମନ୍ତ୍ରୀଙ୍କ ସହିତ ଘଟିଥିବା ଏହି କଥା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଏବେ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ତେବେ ଏଠାରେ ଅନେକଙ୍କର ଏପରି କିଛି ମତ ରହୁଛି ।

ଯଦି ମୋବାଇଲ ସ୍ଥାନରେ ଅନ୍ୟ କିଛି ବିସ୍ଫୋରକ ଥିଲେ । ତେବେ ସେଠାରେ କଣ ଯେ ଘଟିଥାନ୍ତା ।ତେବେ ପ୍ରଧାନମନ୍ତ୍ରୀଙ୍କ ରୋଡ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବାର ଆବଶ୍ୟକତା ରହିଥିଲା ବୋଲି ସମାଲୋଚକ ମାନେ କହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *