ଏବେ 40 ଲକ୍ଷ ଭୁତକୁ ସମ୍ଭାଳ ! ମୁଁ ମନା କରୁଥିଲି ମତେ ବାନ୍ଧନି, ମତେ ବାନ୍ଧିଲ, ଏବେ ଦେଖା କଣ ହଉଛି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋତେ ଆଣି ବାନ୍ଧିଲ ! ଏବେ ୪୦ ଲକ୍ଷ ଭୁତକୁ ସମ୍ଭାଳ ! ତେବେ ଏପରି କିଛି ମତ ବାବା ବିପିନ କୁମାର ରାଉତ ରାୟଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ବର୍ତ୍ତମାନର ଚର୍ଚିତ ଖବର ଅନୁଯାଇ ଭୁତ ମାନଙ୍କର ସଭାପତି ସାଜିଥିବା ବାବା ବିପିନ ବିହାରୀ ବର୍ତ୍ତମାନ ଥାନାରେ ରହିଛନ୍ତି । ତାଙ୍କୁ ପୋଲିସ ଗିରଫ କରି ନେଇ ଥାନାରେ ବାନ୍ଧି ରଖିଦେଇଛି ।

ନିକଟ ଅତୀତରେ ନିଜକୁ ବହୁତ ବଡ ବାବା ବୋଲାଉଥିବା ଭଣ୍ଡ ବାବା ଏବେ ଥାନାରେ ରହିଥିବା ସମୟରେ ଏପରି କିଛି କହିଥିବାର ଶୁଣିବାକୁ ମିଳିଛି । ଯେଉଁଠାରେ କି ବାପା ବିପିନ ବିହାରୀ କହିଛନ୍ତି । ଯେ ମୁଁ ହେଉଛି ଭୁତ ମାନଙ୍କର ସଭାପତି । ସବୁବେଳେ ଆତ୍ମା ମାନଙ୍କ ସହିତ ମୋର ବସାଉଠା କଥାବାର୍ତ୍ତା ଚାଲିଥାଏ । ଯେତେବେଳେ ରାସ୍ତାରେ ମୁଁ ଯାଇଥାଏ । ଆତ୍ମ ମାନେ ମୋ ପାଖକୁ ଆସନ୍ତି ଓ ନିଜ ନିଜର ସମସ୍ଯା ମଧ୍ୟ କହିଥାନ୍ତି । ତେଣୁ ମୁଁ ତାଙ୍କର ସଭାପତି ସାଜି ତାଙ୍କ ମାନଙ୍କର ସମସ୍ଯାର ସମାଧାନ କରିଥାଏ ।

ମୋତେ ଯେଉଁ ଭୁଲ ବୁଝାବଣା କାରଣରୁ ପୋଲିସ ମାନେ ଆଣି ଥାନାରେ ଭର୍ତ୍ତି କରିଛନ୍ତି । ସେମାନେ କିଛି ମଧ୍ୟ ଠିକ କରି ନାହାନ୍ତି । ଆଗାମୀ ସମୟରେ ସେମାନେ ବହୁତ ପସତେଇବେ । ମୋ ସାଥି ଭୁତଆତ୍ମା ମାନଙ୍କୁ ଡାକି ଥାନା ଉପରେ ଘେରାଉ କରିଦେବୀ । ଲକ୍ଷ ଲକ୍ଷ ଭୁତ ମାନଙ୍କର ସମାହାରରେ ଥାନା ବନ୍ଦୀ କରି ରଖିଦେବୀ । ତେବେ କିଛି ଦିନ ତଳେ ନବ ଦାସଙ୍କ ଆତ୍ମା ସହ କଥା ହୋଇଥିଲି ବୋଲି ଗଣ ମାଧ୍ୟମ ସାମ୍ନାରେ ବାବା ବିପିନ ରାଉତରାୟ କହିଥିଲା ।

ହେଲେ ତାପରେ ପରେସେହି ବାବାଙ୍କ ନାମରେ ଅନେକ ପ୍ରକାର କୁକର୍ମ କରିଥିବାର ମଧ୍ୟ ଶୁଣିବାକୁ ମିଳିଥିଲା । ତେବେ କେତେକ ଅଭିଯୋଗ ଅନୁଯାଇ ବାବା ବିପିନ ରାଉତରାୟଙ୍କୁ ପୋଲିସ ମାନେ ଗିରଫ କରି ନେଇଯାଇଛନ୍ତି । ବର୍ତ୍ତମାନ ସେହି ଥାନା ରହି ନିଜ ମନକୁ ଭୁତ ମାନଙ୍କର କଥା ଯାହା ଇଛା ହେଉଛି ଗପି ଯାଉଛନ୍ତି ।

ତେବେ ଭୁତ ମାନଙ୍କର ସଫପତି ନିଜକୁ ବୋଲାଉଥିବା ଏହି ବାବାଙ୍କ କଥାରେ କେତେ ଯେ ସତ୍ୟତା ରହିଛି । ତାହା ତ ତଦନ୍ତ ପରେ ସବୁ କିଛି ସାମ୍ନାକୁ ଆସିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *