‘ମୋତେ ବନ୍ଧୁକ ଦେଖାଇ ମୋ ସ୍ତ୍ରୀ କୁ ସେମାନେ…’ ନିଜ ସ୍ତ୍ରୀଙ୍କ ପ୍ରତି ହୋଇଥିବା କୁକର୍ମ ବିଷୟରେ ସ୍ଵାମୀ ଯାହା କହିଲେ ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆମ ଭାରତରେ ଗଣ ଦୁଷ୍କର୍ମ ଘଟଣା ଅନେକ ସ୍ଥାନରେ ଘଟିଥାଏ । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଗତ କାଲି ରାତିରେ କିଛି ଦୁର୍ବୁତ୍ତ ଗୋଟେ ଦମ୍ପତ୍ତିଙ୍କ ଘର ଭିତରେ ଜୋର ଜବରଦସ୍ତ ପଶି ଯାଇ ମହିଳାଙ୍କୁ ରେପ୍ କରିଛନ୍ତି । ଦୁର୍ବୁତ୍ତ ମାନେ ପ୍ରଥମେ ମହିଳାଙ୍କ ସ୍ଵାମୀ ଉପରେ ଆକ୍ରମଣ କରିଥିଲେ ତା ପରେ ସେମାନେ ମହିଳାଙ୍କୁ ରେପ୍ କରିଥିଲେ ।

ପୀଡ଼ିତାଙ୍କ ସ୍ଵାମୀ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ସମ୍ପର୍କରେ କହିଛନ୍ତି । ପୀଡ଼ିତାଙ୍କ ସ୍ଵାମୀ କହିଛନ୍ତି’ରାତି ୨ଟାରେ ମୋ ୱାଇଫରେ ରେପ୍ ହେଲା’ । ଆଗକୁ ସେ କହିଛନ୍ତି’ସେମାନେ ପଛ ପଟରୁ କାନ୍ଥ ଡେଇଁ ଆସି ପ୍ରଥମେ ମୋତେ ଆଟାକ କଲେ । ପ୍ରଥମେ ସେମାନେ ମାରପିଟ କଲେ ତାଙ୍କ ପାଖରେ ବନ୍ଧୁକ ବି ଥିଲା । ସେମାନେ ମୋତେ ଧମକାଇଲେ ତା ପରେ ପିଲା ଉପରେ ପ୍ରେସର ପକାଇବାରୁ ମୁ ଟିକେ ପଛେଇ ଗଲି ।

ଏହା ପରେ ସେମାନେ ରେପ୍ କଲେ । କିଛି ଜଣା ନାହିଁ ଚିହ୍ନା ନାହିଁ ତାଙ୍କ ଗାଁ ହେଉଛି ଏକସମପୁଟା’ । ଆଗକୁ ସେ କହିଛନ୍ତି’ରାସ୍ତାରେ ଯିବା ଆସିବା କରିଲା ବେଳେ ତାଙ୍କୁ ଦେଖିଛୁ । ସେମାନେ ଘରେ ପଶିବା ମାତ୍ରେ ମୋତେ ବାଡେଇ ଦେଲେ । ତା ପରେ ମୋତେ ଜଣେ ଧରିଲା ଆଉ ଜଣେ ବନ୍ଧୁକ କାଢି ମୋତେ ଧମକ ଦେଇ କହିଲା, ଯଦି ପାଟି ତୁଣ୍ଡ କରିବୁ ତା ହେଲେ ମାରିଦେବି । 

ତା ପରେ ମୋ ପୁଅକୁ ମାରିଦେବେ ବୋଲି ଧମକ ଦେଲେ । ତା ପରେ କହିଲେ ତମ ୱାଇଫ ସହ ଆମେ ରେପ୍ କରିବୁ କଣ ହଁ ନା ନାହିଁ ବୋଲି ପଚାରିଲେ’ । ଆଗକୁ ସେ କହିଛନ୍ତି’ମୁ ମନା କରିଲି ହେଲେ ସେମାନେ ଜୋର ଜବରଦସ୍ତି ରେପ୍ କରିଲେ । ମୁ ପୁଅକୁ ଧରି ଥିଲି ତାଙ୍କର ଗୋଟେ ଲୋକ ଆମକୁ ଧରି ଥିଲା । ରାତି ୨ଟା ଯେହେତୁ ହୋଇଯାଇଥିଲା ସେମାନଙ୍କ ପାଖରେ ବନ୍ଧୁକ ଥିଲା ତେଣୁ ଆମେ ଟିକେ ପଛେଇ ଗଲୁ । ଆମେ ଥାନାରେ ଅଭିଯୋଗ ଦେଇଛୁ ତାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ’ ।

Leave a Reply

Your email address will not be published. Required fields are marked *