Dhenakanl ରେ ଅମାନବୀୟ ଘଟଣା ! ସ୍ଵାମୀ ସାଜିଲା ରାକ୍ଷସ, ସ୍ତ୍ରୀ ସହିତ କଲା ଏମିତି ଅମାନବୀୟ କାଣ୍ଡ ଶୁଣିଲେ ଆପଣ ବିଶ୍ଵାସ କରି ପାରିବେନି…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରୁ ଏକ ଆଶ୍ଚର୍ଯ୍ୟ ଜନକ ଅଭିଯୋଗ ଆସିଛି ।

ଗାଁର ରଞ୍ଜନ ସାହୁ ନିଜ ସ୍ତ୍ରୀ ସୁକାନ୍ତି ସାହୁକୁ ମାଡ ମାରି ଲହୁ ଲୁହାଣ କରିବା ପରେ ବାଡି ପଛପଟେ ଗାତ କରି ପୋତି ଦେଇଥିଲେ । ପରିବାର ଲୋକେ ସୁକାନ୍ତିଙ୍କୁ ଉଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଶୋଚନୀୟ ହେବାରୁ ସୁକାନ୍ତିଙ୍କୁ କଟକ ବଡ ମେଡିକାଲକୁ ଅଣା ଯାଇଛି । ଗତ ଦୁଇ ବର୍ଷ ତଳେ ରଞ୍ଜନ ସାହୁ ସୁକାନ୍ତିଙ୍କୁ ବିବାହ କରିଥିଲେ ।

ତେବେ ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯୌତୁକ ନେଇ କଳହ ଲାଗି ରହିଥିଲା । ଉଭୟ ପରିବାର ମଧ୍ୟରେ ବିବାଦର ସମାଧାନ ମଧ୍ୟ କରାଯାଇଥିଲା । ପୁଣି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିବାରୁ ଉତ୍ତପ୍ତ ସ୍ଵାମୀ ସ୍ତ୍ରୀକୁ ଆକ୍ରମଣ କରିଛି । ଏନେଇ ଅଭିଯୋଗ ପରେ କାମାକ୍ଷା ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ଯୌତୁକ ପାଇଁ ଅନେକ ପରିବାରରେ କଳହ ଝଗଡା ଲାଗି ରହିଥାଏ ।

ହେଲେ ଯୌତୁକ ପାଇଁ ରାକ୍ଷସ ପାଲଟି ନିଜ ସ୍ତ୍ରୀକୁ ପୋତି ଦେବା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଏଭଳି ନିନ୍ଦନୀୟ ଘଟଣାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତେବେ ବର୍ତ୍ତମାନ ସୁକାନ୍ତିଙ୍କର ଚିକତ୍ସା କଟକ ବଡ ମେଡିକାଲରେ ହେଉଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *