ଖୁବ ଶୀଘ୍ର Bollywood ର ଏହି ହିରୋଇନଙ୍କୁ ବିବାହ କରିବେ ଲୋକପ୍ରିୟ ସିଙ୍ଗର Jubin Nautiyal, ନାଁ ଶୁଣିଲେ ଚମକି ପଡିବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ସୁପର ହିଟ ଗୀତ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ସିଙ୍ଗର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ବଲିଉଡ ସିଙ୍ଗର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜୁବିନ୍ ନୌଟିଆଲ । ଆପଣ ମାନେ ସମସ୍ତେ ଜୁବିନ୍ ନୌଟିଆଲଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ । ଏବେ ମାୟା ନଗରି ବଲିଉଡରେ ଜୁବିନ୍ ଟ୍ରେଣ୍ଡରେ ଅଛନ୍ତି । ଜୁବିନ୍ ନିଜ ସୁପର ହିଟ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଏବେ ଜୁବିନ୍ ନିଜ ଲଭ ଲାଇଫକୁ ନେଇ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଜୁବିନ୍ ଙ୍କ ଲଭ ଲାଇଫ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୂଚନା ଅନୁସାରେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଜୁବିନ୍ ନୌଟିଆଲ । ଜୁବିନ୍ ଙ୍କୁ ନେଇ ବଲିଉଡରେ ଗସିପ ମଧ୍ୟ ଆରମ୍ଭ ହୋଇଗଲାଣି । ଜୁବିନ୍ ଅଭିନେତ୍ରୀ ନିକିତା ଦତ୍ତଙ୍କୁ ବିବାହ କରିବାକୁ ଯାଉଥିବା ନେଇ ବେସ ଚର୍ଚ୍ଚା ।

ଗତ କିଛି ଦିନ ତଳେ ପରସ୍ପରଙ୍କ ଘର ଲୋକ ଉତ୍ତରାଖଣ୍ଡରେ ସାକ୍ଷାତ କରିଥିଲେ । ଏହା ସହ ବାହାଘର ପ୍ଲାନିଙ୍ଗ ପାଇଁ ଜୁବିନ୍ ମୁମ୍ବାଇ ଯାଇ ନିକିତାଙ୍କୁ ଦେଖା କରିବା କଥା ମଧ୍ୟ ଆଲୋଚନା ହେଉଛି । ବନ୍ଧୁଗଣ ଜୁବିନ୍ ଓ ନିକିତାଙ୍କୁ ଅନେକ ସ୍ଥାନରେ ଏକା ସହ ଦେଖା ଯାଇଛି । ତେବେ ନିକିତା ମଧ୍ୟ ଉଭୟଙ୍କ ଫଟୋ ଛାଡି ସୋସିଆଲ ମିଡିଆରେ ଲଭ ଲାଇଫର ସଙ୍କେତ ଦେଇସାରିଛନ୍ତି ।

ତେବେ ବର୍ତ୍ତମାନ ଜୁବିନ୍ ଓ ନିକିତା ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଦୁଇଜଣଙ୍କ ଫ୍ୟାନ୍ସ ମଧ୍ୟ ଏମାନଙ୍କ ପାଇଁ ବେସ ଅଧିକ ଖୁସି ଅଛନ୍ତି । ସୂଚନା ମୁତାବକ ବହୁତ ଶୀଘ୍ର ନିକିତା ଓ ଜୁବିନ୍ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *