ସ୍ଵାମୀ ନଥିଲା ବେଳେ ସ୍ତ୍ରୀ କରୁଥିଲେ ଏମିତି ରାସଲୀଳା, ଆଉ ତା’ ପରେ ଯାହା ହେଲା… ଦେଖନ୍ତୁ Video ହେଲା ଭାଇରାଲ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେ ନା କେବେ ନିଶ୍ଚୟ ପ୍ରେମ କରିଥିବେ । ଆମ ହିନ୍ଦୁ ଧର୍ମରେ ପ୍ରେମ ବିବାହ ପୂର୍ବରୁ କରିବା ସାଧାରଣ ଅଟେ ହେଲେ ବିବାହ ପରେ ଯଦି କୌଣସି ମହିଳା ଅନ୍ୟ କାହାକୁ ପ୍ରେମ କରେ ତା ହେଲେ ତାକୁ ଚରିତ୍ରହୀନ କୁହାଯାଏ ।

ଏମିତି ଅନେକ ମହିଳା ଅଛନ୍ତି ଯେଉଁ ମାନେ ବିବାହ କରିବା ପରେ ବି ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖୁଛନ୍ତି ହେଲେ କେତେଜଣ ଧରା ପଡି ଯାଉଛନ୍ତି ତ କେତେଜଣ ଲୁଚେଇ ଚୋରେଇ ପ୍ରେମ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ପ୍ରେମ ସହ ଜଡିତ । ଭାଇରାଲ ହେଉଥିବା ଭିଡିଓରେ ପ୍ରେମକୁ ଡାକି ଥିଲେ ସ୍ତ୍ରୀ ହେଲେ ଧରା ପଡିଗଲେ ସ୍ଵାମୀ ହାତରେ ।

ଏହି ଘଟଣାରେ ଆମ ଭାରତର ଏକ ରାଜ୍ୟରେ ଘଟିଛି । ସ୍ତ୍ରୀ ଘରେ ଏକା ଥିବା ବେଳେ ନିଜ ପ୍ରେମିକକୁ ଡାକି ଥିଲା । ଉଭୟ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଘରକୁ ସ୍ଵାମୀ ଆସିଯାଇଥିଲେ । ଏହା ପରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳକୁ ଆସିଥିଲେ ଓ ଏହି ଘଟଣା ବିଷୟରେ ଜାଣି ସେମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସ୍ଥାନରେ ଥିବା ସମସ୍ତ ଲୋକ ଏହି ଘଟଣାର ଭିଡିଓ କରିଥିଲେ । ପ୍ରେମିକ ଓ ସ୍ତ୍ରୀ ମୁଣ୍ଡ ନୂଆଇ ଛିଡା ହୋଇଥିଲେ ।

ଯୁବକ ଜଣକ ସେହି ସ୍ଥାନରୁ ଚମ୍ପଟ ମାରିବା ପାଇଁ ଚେଷ୍ଟା କରୁଥିଲେ ହେଲେ ସେ ନିଜ କାର୍ଯ୍ୟରେ ଅସଫଳ ହୋଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ସମସ୍ତ ଲୋକ ଏହି ଘଟଣା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *