Tarang ଟିଭିର ସବୁଠୁ ଅଧିକ ଲୋକପ୍ରିୟ Top 6 ଯୋଡି ! ଦେଖନ୍ତୁ ଏମାନନକ ମଧ୍ୟରୁ ନଂ 1 କିଏ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିରେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା କପଲ୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ରୁଦ୍ରୀ ଏବଂ ନାଗେଶ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ରୁଦ୍ରୀ ଏବଂ ନାଗେଶ । ଆପଣ ମାନେ ଏହି ଦୁଇଜଣଙ୍କୁ ମାୟା ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ରିଅଲ ନାମ ହେଲା ଜାସ୍ମିନ ରଥ ଏବଂ ମାନସ ମହାପାତ୍ର । ଏମାନେ ହେଉଛନ୍ତି ମାୟା ସିରିଏଲର ଲୋକପ୍ରିୟ ଯୋଡି ।

ମଙ୍ଗଳା ଏବଂ ଚରଣ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମଙ୍ଗଳା ଏବଂ ଚରଣ । ଆପଣ ମାନେ ଏହି ଦୁଇଜଣଙ୍କୁ ମଙ୍ଗଳା ଚରଣ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ପ୍ରକୃତ ନାମ ହେଲା ସୁଶ୍ରୀ ସୁଭାସିନୀ ଏବଂ ମାନବ ରାଉତରାୟ । ଏହି ଦୁଇଜଣ ହେଉଛନ୍ତି ମଙ୍ଗଳା ଚରଣ ସିରିଏଲର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ । ଏହି ଦୁଇଜଣଙ୍କ ଯୋଡି ବହୁତ ଲୋକପ୍ରିୟତା ହାସଲ କରିଛି ।

ଶ୍ରଦ୍ଧା ଏବଂ ସାଇ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଓ ସାଇ । ଆପଣ ମାନେ ଏହି ଦୁଇଜଣଙ୍କୁ କୁଆଁରୀ ବୋହୁ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ଯୋଡି ମଧ୍ୟ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ଦୁଇଜଣଙ୍କ ଅଭିନୟକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି ।

ରାଧିକା ଓ ସ୍ଵାତିକ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରାଧିକା ଓ ସ୍ଵାତିକ । ଆପଣ ମାନେ ଏହି ଦୁଇଜଣଙ୍କୁ ନୂଆବୋହୂ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି ।

ତାରିଣୀ ଓ ତୁଷାର- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ତାରିଣୀ ଓ ତୁଷାର । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ତାରିଣୀ ଆଖିର ତାରା ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତେବେ ଏହି ଦୁଇଜଣଙ୍କ ପ୍ରକୃତ ନାମ ହେଲା ସୁମନ ପଟ୍ଟନାୟକ ଓ ସ୍ଵପ୍ନିଲ ମିଶ୍ର ।

ଇତି ଏବଂ ଆରଭ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଇତି ଓ ଆରଭ । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ସିନ୍ଦୁରର ଅଧିକାର ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବେସ ଅଧିକ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *